ମହିଳା ସରପଞ୍ଚଙ୍କୁ ବ୍ଲକ ଜେଇ ଡାକୁଛନ୍ତି ରୁମକୁ, କଲ ନୁହେଁ ଭିଡ଼ିଓ କଲିଂ କର ……

ଦିନକୁ ଦିନ ମନୁଷ୍ୟର ମଣିଷତ୍ୱ ଏତେ ହୀନ ପାଲଟି ଗଲାଣି ଯେ ତାହା କହିବା ଅସମ୍ଭବ । କାରଣ ଜଣେ ସରକାରୀ କର୍ମଚାରୀ ନିଜ କାର୍ଯ୍ୟାଳରେ ବ-ର୍ବର କାମ କରୁଛି । ପୁଣି ମହିଳାଙ୍କୁ ଅସ-ଦାଚରଣ ଭଳି ହୀନ କାର୍ଯ୍ୟ ମଧ୍ୟ କରୁଛି । ଯାହା ବାସ୍ତବରେ ନିନ୍ଦ-ନୀୟ ଅଟେ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଏକ ଘ-ଟଣା ବେଶ ଭାଇରଲ ହେବାରେ ଲାଗିଛି , ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

ତେବେ ସମ୍ପୂର୍ଣ୍ଣ ଘ-ଟଣା ବିଷୟରେ ଜାଣିବାକୁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ବାସ୍ତବରେ ଏହି ଘ-ଟଣା ସୁକିନ୍ଦା ବ୍ଲକର ଅଟେ । ଯେଉଁଠି ହରିପୁର ପଞ୍ଚାୟତର ମହିଳା ସରପଞ୍ଚ ଶର୍ମିଷ୍ଠା ବରାଳ ତାଙ୍କୁ ଅସ-ଦାଚ-ରଣ କରାଯାଇଥିବା କହିଛନ୍ତି ଏବଂ ସୁକିନ୍ଦା ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି ।

ତେବେ ଘ-ଟଣା ଏହା ଯେ ସୁକିନ୍ଦା ବ୍ଲକର ଜେଇ ମହିଳା ସରପଞ୍ଚଙ୍କୁ ଅସ-ଦାଚ-ରଣ କରିଥିବା କହିଛନ୍ତି ସରପଞ୍ଚ । ତେବେ ତାଙ୍କୁ ଯେ କେବଳ ଅସ-ଦାଚ-ରଣ କରାଯାଇଛି ତାହା ନୁହେଁ ବରଂ ଜେଇଙ୍କର ଆଉ କିଛି ଅଦ୍ଭୁତ କା-ରନା-ମା ରହିଛି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ସୁକିନ୍ଦା ବ୍ଲକର ଜେଇ ଲିଙ୍ଗରାଜ ବେହେରାଙ୍କ ନାମରେ ଏହି ଅଭି-ଯୋଗ ହୋଇଛି । ତେବେ ନାମକୁ ଇଞ୍ଜିନିୟର କହୁଥିବା ଜେଇ ଲିଙ୍ଗରାଜ ବେହେରା ଚରିତ୍ରରେ ଖୁବ ଖରାପ ମନୁଷ୍ୟ ।

ଲୋକଙ୍କ କଥା ବୁଝିବା ତ ଦୂରରେ ଥାଉ ସେ ବୋଧହୁଏ ଆଗରୁ ଅନେକ ପୀଡ଼ି-ତଙ୍କର ଫାଇଦା ନିଶ୍ଚୟ ଉଠାଇ ଥିବ । ହରିହର ପଞ୍ଚାୟତର ଲକ୍ଷ୍ମୀ ମଣ୍ଡପ ନିକଟରେ ଚାଲୁଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅନି-ୟମିତ-ତାର ଅଭି-ଯୋଗ ନେଇ ଲୋକମାନେ ହରିପୁର ସରପଞ୍ଚ ଶର୍ମିଷ୍ଠା ବରାଳଙ୍କ ନିକଟକୁ ଯାଇଥିଲେ ।

ତେଣୁ ସେ ଏହି ସମ୍ବ-ନ୍ଧରେ ପଚାରିବାକୁ ସୁକିନ୍ଦା ବ୍ଲକ ଜେଇ ଲିଙ୍ଗରାଜ ବେହେରାଙ୍କ ପାଖକୁ କଲ କରିଥିଲେ । ମାତ୍ର ଜେଇ ତାଙ୍କୁ ଭିଡ଼ିଓ କଲ କରିବାକୁ କହିଥିଲେ ଏମିତିକି ତାଙ୍କ କାର୍ଯ୍ୟାଳୟକୁ ଆସିବାକୁ ମଧ୍ୟ କହିଥିଲେ । ମାତ୍ର କାର୍ଯ୍ୟାଳୟକୁ ଯାଇ ମହିଳା ଜଣକ ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଲିଙ୍ଗରାଜ ବେହେରା ନିଜର କିଛି ବନ୍ଧୁଙ୍କ ସହିତ ମିଶି ସେଠାରେ ମ-ଦ ପିଉଥିଲା । ଏହା ଦେଖି ମହିଳା ଜଣକ ସେଠାରୁ ପଳାଇ ଆସୁଥିଲେ ମାତ୍ର ଲିଙ୍ଗରାଜ ତାଙ୍କ ବାଟ ଅଟକାଇବା ସହିତ ତାଙ୍କୁ ଖରାପ ଭାଷାରେ ଗା-ଳିଗୁ-ଲଜ କରିବା ସହିତ ଅସ-ଦାଚ-ରଣ କରିଥିଲେ । ତାଙ୍କୁ ଏହା ବିଷୟରେ ଗଣମାଧ୍ୟମରେ ପଚ-ରା ଯିବା ପରେ ବି ସେ ଏସବୁ ବିଷୟରେ କିଛି ଜାଣି ନଥିବା କହିଥିଲେ ।

ତାଙ୍କୁ ମ-ଦ ନି-ଶା ଏତେ ଘାରିଥିଲା ଯେ ସେ ଠିକ ଭାବରେ ଛିଡ଼ା ହୋଇପାରୁ ନଥିଲେ । ସେଠାରୁ ଆସି ସୁକିନ୍ଦା ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ତେବେ ତାଙ୍କ କହିବା କଥା ଯେ ଲିଙ୍ଗରାଜ ବେହେରାଙ୍କୁ ତାଙ୍କର ଏପରି ବ୍ୟବହାର ପାଇଁ ଉଚିତ ଶାସ୍ତି ଦିଆଯାଉ ।

Leave a Reply

Your email address will not be published. Required fields are marked *