ଭଉଣୀ ସ୍ୱାମୀ ପ୍ୟାଣ୍ଟ ଖୋଲି ଆମକୁ ଦେଖାଏ,ଏମିତି ଅଭ-ଦ୍ର ଲୋକ ଟା ଛି ଛି।

ନି-ଶାସ-କ୍ତ ଯୁବକଙ୍କ ଉ-ନ୍ନତ କା-ଣ୍ଡ।ସ୍ତ୍ରୀକୁ ଜା-ଳି ଦେଲେ ଆଉ ସ୍ତ୍ରୀଙ୍କ ଭଉଣୀକୁ ପ୍ୟାଣ୍ଟ ଖୋଲି ଦେଖେଇଲେ। ଧନ୍ୟ କହିବ ତୁମକୁ ଆଉ ଧନ୍ୟ କହିବ ତୁମ ମ-ଦ ପିଇବାକୁ ଯଦି ମ-ଦ ପିଇ ନିଜକୁ ସମ୍ଭାଳି ପାରୁନ ତାହାଲେ ମ-ଦ ପିଉଛ କାହିଁକି। ଯଦି ମ-ଦ ପିଇବାକୁ ଟଙ୍କା ମିଳୁନି ତାହାଲେ ନିଜେ ରୋଜଗାର କରୁନ କାହିଁକି। ଦର୍ଶକ ବନ୍ଧୁ ଏ ପ୍ରଶ୍ନ ଆମର ନୁହେଁ ଏ ପ୍ରଶ୍ନ ହେଉଛି ପ୍ରଭାତୀଙ୍କ ଭଉଣୀଙ୍କର। ପ୍ରଭାତୀଙ୍କ ଭଉଣୀଙ୍କ ଅଭି-ଯୋଗ ଅନୁଯାୟୀ ଗତ 22 ତାରିଖ ରାତିରେ ପ୍ରଭାତୀଙ୍କୁ ତାଙ୍କ ସ୍ୱାମୀ ଜୀ-ଅନ୍ତା ଜା-ଳି ଗୁରୁ-ତର କରି ପକାଇଛନ୍ତି।

ହଁ ଆଜ୍ଞା ଏମିତି ସୈ-ତାନ ସ୍ୱାମୀ ଯେ ତାଙ୍କ କା-ଣ୍ଡ କା-ରନା-ମା ଶୁଣିଲେ ଆପଣଙ୍କ ମୁଣ୍ଡ କଣ ହୋଇଯିବ। ଯେତେବେଳେ ପ୍ରଭାତୀ ଘରେ ନଥିଲେ ସ୍ୱାମୀ ନି-ଶାସ-କ୍ତ ଅବସ୍ଥାରେ ଆସି ପ୍ରଭାତୀଙ୍କୁ ଘରକୁ ଆସିବାକୁ କହିଥିଲେ। ହେଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମ-ଦକୁ ନେଇ ସବୁବେଳେ ଝ-ଗଡା ଲାଗି ରହୁଥିଲା। ସ୍ତ୍ରୀ ଏକା ପରିବାର ପ୍ରତିପୋଷଣ କରୁଥିବା ବେଳେ ସ୍ୱାମୀ ମ-ଦ ପିଇବାକୁ ସବୁବେଳେ ଟଙ୍କା ମାଗୁଥିଲେ। ନିଜେ କୌଣସି କାମ ଧନ୍ଦା କରୁନଥିବାରୁ ପ୍ରଭାତୀ ସ୍ୱାମୀଙ୍କ ଉପରେ ରା-ଗୁଥିଲେ। ହେଲେ କିଏ ଜାଣିଥିଲା ଏହି ଛୋଟ ଛୋଟ କଳି ଯେ ଦିନେ ଭ-ୟଙ୍କର ରୁପ ନେବ ବୋଲି।

22 ତାରିଖ ସ୍ୱାମୀ ମ-ଦ ପିଇ ଘରକୁ ଆସନ୍ତି ଓ ପ୍ରଭାତୀଙ୍କୁ ଘରକୁ ଡାକନ୍ତି। ଯେତେବେଳେ ପ୍ରଭାତୀ ସ୍ୱାମୀ କୁଳମଣିଙ୍କ କଥାରେ ଘରକୁ ଆସିବାକୁ ରାଜି ନହୁଅନ୍ତି ସେହି ସମୟରେ ପ୍ରଭାତୀଙ୍କୁ ତାଙ୍କ ସ୍ୱାମୀ ଧ-ମକ ଦିଅନ୍ତି ଯଦି ତୁ ନ ଆସିବୁ ତେବେ ଝିଅକୁ ଜୀବନରୁ ମା-ରି ଦେବି। ନିଜ ଝିଅର ଜୀବନ ପାଇଁ ପ୍ରଭାତୀ ଥା-ନାର ଦ୍ୱାରସ୍ଥ ହୋଇଥିଲେ ଆଉ ପ୍ରଭାତୀଙ୍କ ଭଉଣୀଙ୍କ କହିବା ଅନୁଯାୟୀ ଥା-ନା ବାବୁଙ୍କୁ ଆମେ କହିଥିଲୁ କି କୁଳମଣି କୁ ଏବେ ଘରକୁ ନ ଛାଡିବା ପାଇଁ କାରଣ ଘରକୁ ଗଲେ ସେ ତା ଛୁଆ ଓ ମୋ ଭଉଣୀକୁ ମା-ରିଦେବ।

ମାତ୍ର ଥା-ନା ବାବୁ ଆମକୁ କହିଥିଲେ କି ସେମିତି କିଛି ହେବ ନାହିଁ ତୁମେ ଯାଅ ସେ ଅଧା ଘଣ୍ଟା ପରେ ଯିବ। ଆମ ଅନୁମାନ ସତ ହେଲା ଯେତେବେଳେ ଘରକୁ ଆସିଲା ଝିଅକୁ ଗୋଟେ ଘରେ ବନ୍ଦ କରି ଝିଅକୁ ମା-ରି ଦେବାକୁ ବାରମ୍ବାର ଧ-ମକ ଦେଲା। ଯେତେବେଳେ ଝିଅର ଜୀବନ ବଞ୍ଚାଇବାକୁ ପ୍ରଭାତୀ ଘର ଭିତରୁ ଗଲେ ସେତେବେଳେ ପ୍ରଭାତୀଙ୍କୁ ଗ୍ୟାସ ଖୋଲି ଡିଆସିଲ ମା-ରି ଜା-ଳି ଦେଲା ଓ କି ନୃ-ଶଂ-ସ। ମ-ଦ ନି-ଶାରେ ମଣିଷ କଣ ଏତେ ତଳକୁ ଖସି ଯାଇ ପାରେ ବୋଲି ପ୍ରଭାତୀଙ୍କ ଭଉଣୀ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି।

କା-ନ୍ଦି କା-ନ୍ଦି ପ୍ରଭାତୀଙ୍କ ଭଉଣୀ କହିଛନ୍ତି କି ସେ ଏମିତି ଏକ ମଣିଷ ଯିଏକି ଆମକୁ ମଧ୍ୟ ଛାଡ଼ନ୍ତି ନାହିଁ ମ-ଦ ପିଇଦେବା ପରେ ଆମକୁ ପ୍ୟାଣ୍ଟ ଖୋଲି ଦେଖାନ୍ତି। ଏଭଳି ମଣିଷ ପାଖରେ ଚଲିବା ବହୁତ କଷ୍ଟ।ସବୁ ବେଳେ ତ ଝ-ଗଡା କରି କହୁଥିଲା – ଦେବ ମା-ରି ଦେବ ଆଉ ସତରେ ସେ ମୋ ଭଉଣୀକୁ ଜା-ଳି ଦେଲା। ମୋ ଭଉଣୀ ତା ଆଖିରେ ଚି-ତ୍କାର କରୁଥିଲା। ନି-ଆଁର ଆଁରେ ମୋ ଭଉଣୀ ଶରୀରର ପ୍ରାୟ ଅଂଶ ପୋ-ଡି ଯାଇଛି। ଆମେ ତାକୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲୁ ହେଲେ ଅଧିକ ଚିକିତ୍ସା ପାଇଁ ତାକୁ କଟକ ବଡ଼ ମେଡ଼ିକାଲକୁ ଡାକ୍ତର ପଠାଇ ଦେଇଛନ୍ତି। ମୋ ଭଉଣୀ ଏବେ ଜୀବନ ମ-ରଣ ସହ ସଂ-ଘର୍ଷ କରୁଛି। ଏମିତି ସ୍ୱାମୀ ଭଗବାନ କାହାକୁ ନଦିଅନ୍ତୁ। ସେ ସ୍ୱାମୀ ନୁହେଁ ନର ରା-କ୍ଷାସ। ଏପରି କା-ଣ୍ଡ ଭିଆଇଲା ଯେ ଯାହା ଆମେ କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲୁ।

ଏ ଘ-ଟଣା ହେଉଛି ଭୁବନେଶ୍ୱର ଭରତପୁର ଅଞ୍ଚଳର। ଏକ ନି-ଶାସ-କ୍ତ ସ୍ୱାମୀ ମ-ଦ ପିଇବା ପରେ ନିଜର ହିତାହିତ ଜ୍ଞାନ ହରାଇ ସ୍ତ୍ରୀକୁ ଜି-ଅନ୍ତା ଜା-ଳି ଦେଇଛି। ତେବେ ଏ ଘଟଣା ଯିଏ ମଧ୍ୟ ଶୁଣୁଛନ୍ତି ତାଙ୍କ ଲୋମ ଟା-ଙ୍କୁରି ଉଠୁଛି। କେତେ କଷ୍ଟ ହୋଇଥିବ ଜଣେ ମହିଳାଙ୍କୁ ଯେତେବେଳେ ଗ୍ୟାସ ଖୋଲି ନିଜ ସ୍ୱାମୀ ଡିଆସିଲ ମା-ରିଥିବେ ଆଉ ସେହି ନିଆଁରେ ଯେତେବେଳେ ମହିଳା ଜଣଙ୍କ ପୋ-ଡି ହୋଇଯାଉଥିଲେ।

ମଣିଷ କଣ ଏତେ ତଳକୁ ଖସି ଯାଇ ପାରେ ମଣିଷ କଣ ଏପରି ଅମାନୁଷିକ କା-ଣ୍ଡ ଭିଆଇ ପାରେ। ସାମାନ୍ୟ ଝ-ଗଡା କଣ ଏପରି ରୁପ ନେଇ ପାରେ। ବର୍ତ୍ତମାନ ପ୍ରଭାତୀ ଡାକ୍ତରଖାନାର ବେଡ଼ରେ ଚିକିତ୍ସା ହେଉଥିବା ବେଳେ ପ୍ରଭାତୀଙ୍କୁ କି ନ୍ୟା-ୟ ମିଳୁଛି ଆଉ ତାଙ୍କ ସ୍ୱାମୀଙ୍କ ବିରୋ-ଧରେ କଣ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ତାହା ତ ସମୟ ସାପେକ୍ଷ ମାତ୍ର ପ୍ରଭାତୀଙ୍କ ଭଉଣୀ କା-ନ୍ଦି କା-ନ୍ଦି ତାଙ୍କ ଭଉଣୀଙ୍କୁ ନ୍ୟା-ୟ ଦେବାକୁ ଗୁହାରି କରିଛନ୍ତି।

Leave a Reply

Your email address will not be published. Required fields are marked *