ଗୋଟିଏ ପରିବାରର ୫ ଜଣଙ୍କର ତ-ଣ୍ଟି ଚି-ପି ହ-ତ୍ୟା କଲେ ବ୍ୟକ୍ତି , ନିଜେ କଲେ ଆ-ତ୍ମହ-ତ୍ୟା

ସାମ୍ନାକୁ ଆସିଛି ଏଭଳି କିଛି ସାଂଘା-ତିକ ଘ-ଟଣା , ଯାହା ଆପଣଙ୍କ ଛାତି ଥରାଇ ଦେବ । ଜଣେ ବ୍ୟକ୍ତି ନିଜେ ନିଜ ପରିବାରର ୫ ଜଣଙ୍କୁ ହ-ତ୍ୟା କରି ଦେଇଛନ୍ତି । ଆଉ ତାପରେ ନିଜେ ବି ଆ-ତ୍ମହ-ତ୍ୟା କରି ଦେଇଛନ୍ତି । ନିଜ ବାପା ମାଆ ଏବଂ ନିଜ ଜନ୍ମ କଲା ଦୁଇ ଝିଅ ସହିତ ପତ୍ନୀଙ୍କୁ ମଧ୍ୟ ହ-ତ୍ୟା କରିଛନ୍ତି ବ୍ୟକ୍ତି । ତେବେ ବର୍ତ୍ତମାନ ସମୟରେ ଘ-ଟଣା ବିଷୟରେ ଜଣାପଡିଛି ।

ସୂଚନା ଅନୁଯାୟୀ , ହରିୟାଣାର ଅମ୍ବାଲା ସ୍ଥିତ ବଲାନା ଗାଁରେ ରହୁଥିଲେ ସୁଖବିନ୍ଦର ସିଂ ଏବଂ ତାଙ୍କ ପରିବାର । ବଡ଼ ଝିଅ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ଝିଅ ଏଲ କେଜିରେ ପାଠ ପଢୁଥିଲା । ଏପଟେ ସୁଖବିନ୍ଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଥିରେ ହସଖୁସିରେ ତାଙ୍କ ପରିବାର ଚଳି ଯାଉଥିଲା । କିନ୍ତୁ ହଠାତ ଜୀବନରେ ଝଡ଼ ସୃଷ୍ଟି ହେଲା । ସୁଖବିନ୍ଦର ମୃ-ତ୍ୟୁ ପୂର୍ବରୁ ଏକ ସୁଇସା-ଇଡ଼ ନୋଟ ଲେଖିଛନ୍ତି ।

ତେବେ ସେଥିରେ ସେ ଲେଖୁଛନ୍ତି କି , ତାଙ୍କୁ ଦୁଇ ଜଣ ବ୍ୟକ୍ତି ୧୦ ଲକ୍ଷ ଟଙ୍କା ମାଗୁଥିଲେ କିନ୍ତୁ ଏତେ ଟଙ୍କା ତାଙ୍କ ପାଖରେ ନଥିଲା । ଆଉ ସେଥିପାଇଁ ତାଙ୍କୁ ଦୁଇ ଜଣ ବ୍ୟକ୍ତି ବହୁତ ହଇ-ରାଣ କରୁଥିଲେ । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ଘର ଭିତରୁ ସୁଖବିନ୍ଦରଙ୍କର ଝୁ-ଲନ୍ତା ମୃ-ତଦେ-ହ ମିଳିବା ସହିତ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ତଳେ ପଡ଼ିଥିଲେ । ଏହାପରେ ତାଙ୍କର ସମ୍ପର୍କୀୟ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ।

ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃ-ତ ଘୋଷିତ କରିଥିଲେ ଆଉ ତାପରେ ସେମାନଙ୍କର ପୋ-ଷ୍ଟମୋ-ର୍ଟମ୍ କରା ଯାଇଥିଲା । ତେବେ ବର୍ତ୍ତମାନ ସୁଖବିନ୍ଦରଙ୍କର ସମ୍ପ-ର୍କୀୟ ମାନଙ୍କର ଅଭି-ଯୋଗ ଅନୁଯାୟୀ ସୁଇସା-ଇଡ଼ ନୋ-ଟରେ ଉଲ୍ଲେଖ କରା ଯାଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଧ-ରିବା ପାଇଁ ପୋ-ଲିସ ତ-ଦନ୍ତ ଚଳାଇଛି । ଏପଟେ ଗୋଟିଏ ପରିବାରର ୬ ଜଣଙ୍କୁ ହରାଇ ସୁଖବିନ୍ଦରଙ୍କର ସମ୍ପ-ର୍କୀୟ ମାନେ ଭା-ଙ୍ଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *