ବିଶ୍ୱା-ସଘା-ତକ ପାଲଟିଗଲା ସାଙ୍ଗ , ପ୍ରେମିକାକୁ ଛଡାଇ ନେବାରୁ ଦୁଃ-ଖରେ ଜୀବନ ହାରିଦେଲା ପ୍ରେମିକ

ପ୍ରେମ , ପ୍ରତାରଣାର ଏ ଦୁନିଆଁରେ ଦୈନନ୍ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଅଛି । ଯାହା ଅତ୍ୟନ୍ତ ଅବି-ଶ୍ୱନୀୟ ଅଟେ। କିଏ ନିଜ ପ୍ରେମିକା ପାଇଁ ଆ-ତ୍ମହ-ତ୍ୟା କରିଦେଉଛି ତ ଆଉ କିଏ ପ୍ରେମିକ ପାଇଁ ଆଉ ପୁଣି କିଏ କାହାର ହ-ତ୍ୟା କରିଦେଉଛି । ତେବେ କୁହାଯାଏ ପ୍ରେମ ପବିତ୍ର , କିନ୍ତୁ ଆଜିକାର ଦୁନିଆଁରେ ଆଉ ସେଭଳି କିଛି ହୋଇ ରହିନାହିଁ । ପ୍ରେମକୁ ଅପବିତ୍ର କରିସାରିଲେଣି । ତେବେ ଏଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଅଛି । ଆସନ୍ତୁ ସେ ବିଷୟରେ ଜାଣିବା ।

ବାପା ମୋତେ କ୍ଷମା କରିଦେବ । ମୁଁ ଯାହାକୁ ସବୁଠାରୁ ଅଧିକ ବିଶ୍ୱାସ କରୁଥିଲି , ସେ ହିଁ ବିଶ୍ୱାସରେ ବି-ଷ ଦେଇ ଦେଲା ଆଉ ମୋ ବିଶ୍ୱାସ ଭା-ଙ୍ଗି ଦେଲା । ମୁଁ ଯାହାକୁ ମୋର ନିଜର ଭାବିଥିଲି , ସେ ହିଁ ମୋତେ ପର କରିଦେଲା । ଆଉ ମୋ ଜୀବନକୁ ନ-ଷ୍ଟ କରିଦେଲା । ମୋତେ ଏ ଦୁନିଆଁରେ ବଞ୍ଚିବାକୁ ଦେଲା ନାହିଁ । ମୋ ଠାରୁ ମୋର ନିଜ ଲୋକଙ୍କୁ ଦୂରେଇ ଦେଲା । ମୁଁ ବହୁତ ନି-ନ୍ଦା ଅପ-ମାନ ସହିଛି ଆଉ ସହିପାରିବି ନାହିଁ । ଏ ସମାଜରେ ମୁଁ ଆଉ ବଞ୍ଚିପାରିବି ନାହିଁ । ଟଙ୍କା ପାଇଁ ମୋତେ ସବୁ ପର କରିଦେଲେ । ମୁଁ ଆଉ କାହାର ହୋଇ ରହିପାରିଲି ନାହିଁ ।

ମୁଁ ମୋର ଛାତିର କୋହକୁ ଆଉ କାହାକୁ କହିପାରୁନାହିଁ । ମୋ ମନର ଦୁଃ-ଖକୁ ଜଣାଇବା ପାଇଁ ମୋ ପାଖରେ ଆଉ କେହି ନାହିଁ । ନିଜର ବଡ଼ ଭାଇ ବୋଲି ମୁଁ ଯାହାକୁ ଭାବିଥିଲି , ସେ ହିଁ ମୋତେ ଧୋ-କା ଦେଇଗଲା । ଝିଅ ପାଇଁ ମୋତେ ପର କରିଦେଲା ଆଉ ମୋତେ ପୁରାପୁରି ଭୁଲିଗଲା । ଆଉ ସେହି ଝିଅ ଯାହା ପାଇଁ ମୁଁ ଜୀବନ ଦେବାକୁ ରାଜି ଥିଲି , ସେ ମୋ ବିଶ୍ୱାସକୁ ଭା-ଙ୍ଗିଦେଲା । ସେ ବି ମୋତେ ଭୁଲିଗଲା ଆଉ ପର କରିଦେଲା । ଆଉ ମୁଁ ଯାହାକୁ ବଡ଼ ଭାଇ ବୋଲି ଭାବୁଥିଲି , ତା ସହ ପଳାଇଲା । ପ୍ରକୃତରେ ମୋର ବୁଝିବା ହିଁ ଭୁଲ୍ ଥିଲା । ଜୀବନ ଯୁ-ଦ୍ଧରେ ମୁଁ ହାରିଗଲି । ମୁଁ ଆଉ କିଛି ସହି ପାରୁନାହିଁ । ତେଣୁ କରି ମୁଁ ଚାଲିଲି । ମୋତେ କ୍ଷ-ମା କରିଦେବ ବାପା , ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ଯେମିତି କ-ଷ୍ଟରେ ମ-ରିଛି , ସେମାନଙ୍କୁ ମଧ୍ୟ ସେତିକି କ-ଷ୍ଟ ଦେବ । ଆଉ ବାକି ସବୁ ଜିନିଷ ମୋ ମୋବାଇଲରୁ ପାଇଯିବ ।

ତେବେ ଉପରେ ବର୍ଣ୍ଣନା କରାଯାଇଥିବା ସବୁ କଥା ମୃ-ତ ଦିଗବିଜୟ ସ୍ୱାଇଁଙ୍କ ଦ୍ଵାରା ଲେଖା ଯାଇଥିବା ଚିଠିରେ ରହିଛି । ମ-ରି-ବା ପୂର୍ବରୁ ଲେଖି ଯାଇଛନ୍ତି ସେ ଗୋଟିଏ ଚିଠି । ଯେଉଁଥିରେ ସେ ସବୁ କଥା କହି ଯାଇଛନ୍ତି । ଭଦ୍ରକ ଜିଲ୍ଲା ତେନ୍ତୁଳିଗଢିଆ ଗାଁର ୨୨ ବର୍ଷୀୟ ଦିଗବିଜୟ ସ୍ୱାଇଁ । ଡିପ୍ଲୋମା ପଢ଼ିସାରିବା ପରେ ସେ ଘରେ ରହୁଥିଲେ । ଆଉ କିଛିଦିନ ହେବ ନିଜ ପ୍ରେମ ସମ୍ପର୍କକୁ ନେଇ ଅତ୍ୟନ୍ତ ଚିନ୍ତାରେ ଥିଲେ । ତେବେ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଦିଗବିଜଙ୍କ ବଡ଼ବାପାଙ୍କୁ ତାଙ୍କ ସାଙ୍ଗର ଏକ ଫୋନ ଆସିଥିଲା । ଆଉ ସେ ଫୋନ ମାଧ୍ୟମରେ ଦିଗବିଜୟଙ୍କ ସୁ-ଇସା-ଇଡ଼ ନୋଟ କଥା କହିଥିଲେ ।

ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ତାଙ୍କ ରୁମକୁ ଯିବା ପରେ ଦିଗବିଜୟଙ୍କର ଝୁଲନ୍ତା ଶ-ବ ଉ-ଦ୍ଧା-ର କରିଥିଲେ । କିନ୍ତୁ ସେମାନେ ସେହି ସୁ-ଇସା-ଇଡ଼ ନୋଟ କି ତାଙ୍କ ମୋବାଇଲ ପାଇନଥିଲେ । ତେବେ ଏଥିପାଇଁ ସେମାନେ ଦିଗବିଜୟଙ୍କର ସେହି ସାଙ୍ଗକୁ ସ-ନ୍ଦେ-ହ କରୁଛନ୍ତି । ସେ ହିଁ ସୁ-ଇସା-ଇଡ଼ ନୋଟ ଏବଂ ମୋବାଇଲକୁ ଭା-ଙ୍ଗି ଦେଇଛନ୍ତି ବୋଲି ପରିବାର ଲୋକେ କହୁଛନ୍ତି । ତେବେ ଏ ନେଇ ସେମାନେ ଗାଁ ଥା-ନାରେ ଅଭି-ଯୋଗ କରିଛନ୍ତି । ପୋ-ଲି-ସ ଏ ନେଇ ତ-ଦ-ନ୍ତ ଜା-ରି ରଖିଛି । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ , ପ୍ରେମ ପ୍ରତା-ରଣା ପରେ ଗୋଟିଏ ମଣିଷ ଏମିତି ବି କରିପାରେ । ତେବେ ସୁ-ଇସା-ଇଡ଼ ନୋଟ ତାଙ୍କ ସାଙ୍ଗ ଏବଂ ପ୍ରେମିକାଙ୍କ ଆଡ଼କୁ ଇ-ଙ୍ଗି-ତ କରୁଛି । ଆଗକୁ କଣ ହେଉଛି , ସେ ବିଷୟରେ ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *