ସମୁଦ୍ର କୂଳରେ ପୁଅ ସହ ଢ଼େଉ ଖେଳୁଥିଲେ , ନିମିଷକେ ପୁଅ ସାମ୍ନାରେ ଲୀନ ହୋଇଗଲେ ସମୁଦ୍ରରେ , ଚାଲିଥିଲା ଲାଇଭ ରେକର୍ଡ଼ିଂ :-

କଥାରେ ଅଛି ସମୁଦ୍ରର ଶକ୍ତି ଅସୀମ । ତେଣୁ ତାହାଙ୍କୁ ହେୟାଜ୍ଞାନ ଦୁଃ-ସାହ-ସିକ ନୁହେଁ ନିହାତି ବୋକାମୀ ଅଟେ । ଯେଉଁ ବୋକାମୀ ପାଇଁ ଜଣେ କୁନି ପୁଅ ଆଗରେ ତାର ବାପା ସମୁଦ୍ରରେ ଲୀନ ହୋଇ ଯାଇଛନ୍ତି । ଆଖି ପିଛୁଳାକେ ପରିବାର ଜଣେ ସଦସ୍ୟକୁ ହ-ରାଇଛି । କେହିବି ଭାବି ନଥିଲେ ସମୁଦ୍ରରେ ଲମ୍ଫ ମା-ରିବା ଏତେ ମ-ହ-ଙ୍ଗା ପଡ଼ିବ ଯେ ସେ ଆଉ ଫେରିବ ନାହିଁ । ନିଜ ଦୁର୍ଭାଗ୍ୟ ହେଉ କିମ୍ବା ବୋକାମୀର ଫଳ ହେଉ ସମୁଦ୍ରରେ ଜୁଆରରେ ଭାସି ଯାଇଛନ୍ତି ଜଣେ ଯୁବକ । ନିଜ କୁନି ପୁଅ ସହିତ କୂଳରେ ଖେଳୁଥିଲେ ମନ ମାନିଲାନି ଯେ ଆହୁରି ଭିତରକୁ ଚାଲିଗଲେ କିନ୍ତୁ ଆଉ ଫେରିଲେ ନାହିଁ ।

ତେବେ ସୂଚନା ଅନୁଯାୟୀ ପୁରୀ ଚୈତନ୍ୟ ଛକ ସମ୍ମୁଖ ସମୁଦ୍ର କୂଳରେ ଆଜି ଘଟି ଯାଇଛି ଏକ ଦୁର୍ଘ-ଟଣା । ସମୁଦ୍ର ଭିତରେ ନି-ଖୋ-ଜ ହୋଇ ଯାଇଛନ୍ତି ବାଲେଶ୍ୱର ଜିଲ୍ଲା ସଚିନା ଗାଁର ବଂଶୀଧର ବେହେରା । ତେବେ ବାସ୍ତବ ଘଟଣା ଅନୁଯାୟୀ ବଂଶୀଧର ତାଙ୍କ ପରିବାର ସହିତ ପୁରୀ ବୁଲିବାକୁ ଯାଇ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିଲେ । କିନ୍ତୁ କେହିବି ଭାବି ନଥିଲେ ଯେ ସମ୍ୱଦ୍ର ଜଣଙ୍କ ଜୀବନ ନେଇଯିବ ବୋଲି । ତେବେ ବଂଶୀଧର ନିଜ କୁନି ପୁଅ ସହିତ ସମୁଦ୍ରକୂଳରେ ଜୁଆରରେ ଖେଳୁଥିଲେ । ଏହି ସମୟରେ ସମ୍ପର୍କୀୟ ଭିଡ଼ିଓ ମଧ୍ୟ ବନାଉଥିଲେ ।

ଲାଇଭ ଭିଡ଼ିଓ ବନାଉଥିବା ସମୟରେ ସବୁ ଘ-ଟ-ଣା ବି ରେ-କ-ର୍ଡ଼ ହୋଇଛି । ତେବେ ଏହିପରି କିଛି ସମୟ ପରେ ବଂଶୀଧର ସମୁଦ୍ର ଭିତରୁ ଆସୁଥିବା ବଡ଼ ଜୁଆରକୁ ଲମ୍ଫ ମା-ରିଥିଲେ ।ଅନେକ ସମୟ ଅପେକ୍ଷା ପରେ ବି ସେ ଆଉ ବାହାରକୁ ଆସି ନଥିଲେ ।ଅନେକ ସମୟ ପର୍ଯ୍ୟନ୍ତ ସମ୍ପର୍କୀୟ ଅପେକ୍ଷା କରିବା ସତ୍ତ୍ୱେ ବି କିଛି ଲାଭ ହୋଇ ନଥିଲା । ଲାଇଫ ଗାର୍ଡ ଏବଂ ଅଗ୍ନିଶମ କର୍ମଚାରୀ ଜେଟସ୍କିରେ ବହୁତ ସମୟ ଖୋଜାଖୋଜି ପରେବି ଏବେ ସୁଦ୍ଧା କିଛି ସୁଫଳ ମିଳିନାହିଁ ।

ତେବେ କାଲି ପୁଣି ଆଉ ଦୁଇ ଜଣ ପର୍ଯଟକ ମଧ୍ୟ ସମୁଦ୍ରରେ ଗାଧେଇବା ବେଳେ ଭାସି ଯାଇଥିଲେ । ତେବେ ସୌଭାଗ୍ୟ ବଶତଃ ସେମାନଙ୍କୁ ଉ-ଦ୍ଧା-ର କରାଯାଇଛି । ମହୋଦଧିର ଚାରି କିଲୋମିଟର ସମୁଦ୍ର କୂଳକୁ ୧୪ ଟି ଜୋନରେ ବି-ଭ-କ୍ତ କରାଯାଇଥିବା ବେଳେ ଗତବର୍ଷ ଏହି ଜୋନ ଗୁଡ଼ିକ ଭିତରେ ୬ ଜଣଙ୍କ ଜୀବନ ଯାଇଛି । ୨୦୫ ଜଣ ଉ-ଦ୍ଧା-ର ହୋଇଛନ୍ତି । ଏବର୍ଷ ଏଯାଏଁ ତିନି ଜଣଙ୍କ ପ୍ରାଣ ହାନୀ ଘ-ଟିଛି । ତେବେ ଜୋନ ବାହାରେ କିଛି ପର୍ଯ୍ୟଟକଙ୍କ ମୃ-ତ୍ୟୁ ଘଟିଥିଲେ ମଧ୍ୟ ଲାଇଫ ଗାର୍ଡ କାର୍ଯ୍ୟାଳୟରେ ତାର ହିସାବ ନାହିଁ । ସମୁଦ୍ରକୂଳ ଥା-ନା ଆଇଆଇସି କହିଛନ୍ତି ଏଭଳି ଘ-ଟ-ଣା ଆଡେଇବା ପାଇଁ ପର୍ଯ୍ୟଟକଙ୍କୁ ସଚେ-ତନ କରାଯିବା ସହ

Leave a Reply

Your email address will not be published. Required fields are marked *