ମୋ ୪ ବର୍ଷର ପ୍ରେମକୁ ୨ ମିନିଟରେ ଫଇସଲା କରିଦେଲେ ଥା-ନା ବାବୁ..ଏସବୁ କଥାକୁ ଲେଖିଛନ୍ତି ୨୫ ବର୍ଷୀୟ ଜୟନ୍ତ ବେହେରା

ପ୍ରତିଦିନର ନୂଆ ସକାଳ କାହା ଜୀବନରେ ଦୁଃ-ଖ ତ ଆଉ କାହା ଜୀବନରେ ସୁଖ ଆଣି ଦେଇଥାଏ । କିଏ ଖୁସିରେ ଆ-ତ୍ମହରା ହୋଇ ପଡୁଥିବା ବେଳେ ଆଉ କିଏ ଦୁଃ-ଖରେ ଭାଙ୍ଗି ପଡେ । ତେବେ ବର୍ତ୍ତମାନର ସମାଜରେ ଗୋଟିଏ କଥା ସାଧାରଣ ହୋଇଗଲାଣି । ଆଉ ଯେଉଁଥିପାଇଁ ଅନେକ ଲୋକଙ୍କର ଘର ପରିବାର ଭା-ଙ୍ଗି ଯାଉଛି ଆଉ ଅନେକ ଜୀବନ ହାରି ଦେଉଛନ୍ତି । ପ୍ରେମ ପ୍ରତାରଣା ବିଷୟରେ ଆମେ ନିଶ୍ଚିତ ଭାବରେ ପ୍ରତିଦିନ ଶୁଣିବାକୁ ପାଉଛେ ।

ଅନେକ ଯୁବକ ଯୁବତୀ ପ୍ରେମରେ ଧୋ-କା ଖାଇବା ପରେ ଆତ୍ମହତ୍ୟାକୁ ହିଁ ଶେଷ ଉପାୟ ବାଛି ନେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଖବର ଟିକିଏ ଅଲଗା । ଯାହା ବିଷୟରେ ଆପଣ ଆଗରୁ କେବେ ଶୁଣି ନଥିବେ । ଜଣେ ଯୁବକଙ୍କର ଏଭଳି ପଦକ୍ଷେପକୁ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଉ ସମସ୍ତେ ଅବାକ ହୋଇ ରହି ଯାଇଛନ୍ତି । ଥା-ନା ଅଧିକାରୀ ଯୁବକଙ୍କର ଅଭି-ଯୋଗ ନ ଶୁଣିବା କାରଣରୁ ଯୁବକ ଜଣକ ଆ-ତ୍ମହ-ତ୍ୟା କରିଥିବା କଥା ଶେଷ ଚିଠିରେ ଲେଖି ଯାଇଛନ୍ତି ।

ତେବେ ସୂଚନା ମୁତାବିକ , ବାଲେଶ୍ଵର ଜିଲ୍ଲା ରୁପ୍ସା ଥା-ନା ଅନ୍ତର୍ଗତ ଆଙ୍କ ଗ୍ରାମର ଜୟନ୍ତ ବେହେରା । ଦୀର୍ଘ ୪ ବର୍ଷ ଧରି ସେ ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲେ । ଆଉ ବିବାହ କରିବା ସ୍ବପ୍ନ ମଧ୍ୟ ଦେଖିଥିଲେ । ଅନ୍ୟପକ୍ଷରେ ଯୁବତୀ ଜଣକ ମଧ୍ୟ ତାଙ୍କୁ ଭଲ ପାଉଥିଲେ । ତାଙ୍କ ପ୍ରେମ ଏକତ-ରଫା ନଥିଲା ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । କିନ୍ତୁ କାହାଣୀରେ ମୋଡ଼ ସେତେବେଳେ ଆସିଲା , ଯେତେବେଳେ ଜୟନ୍ତଙ୍କୁ ଜ୍ବାଇଁ କରିବେ ନାହିଁ ବୋଲି ଝିଅ ଘର ମନା କରିଦେଲେ ।

ଆଉ ଏହାପରେ ଥା-ନାର ଦ୍ୱାରସ୍ଥ ହୋଇଥିଲେ ଜୟନ୍ତ । ଆଉ ଥା-ନା ଅଧିକାରୀଙ୍କୁ ସବୁ କଥା ଜଣାଇଥିଲେ । କିନ୍ତୁ ଥା-ନା ବାବୁ ଜୟନ୍ତଙ୍କର କୌଣସି କଥା ଶୁଣିବା ପାଇଁ ନାରାଜ ଥିଲେ । ଆଉ ସେ ଥା-ନାରେ ଏଭଳି କଥା କହନ୍ତି ନାହିଁ ବୋଲି କହିଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ , ଜୟନ୍ତ ସେହି ଝିଅଙ୍କୁ ମଧ୍ୟ ଥାନାକୁ ଡକାଇ ସତ କଥା କହିବାକୁ କହିଥିଲେ । ଏହାପରେ ବି ଥା-ନା ବାବୁ ଅଭି-ଯୋଗ ଲେଖିବାକୁ ମନା କରି ଦେଇଥିଲେ । ପରିଶେଷରେ ଜୟନ୍ତ ଆଉ କଣ କରିବେ ବୋଲି ଭାବି ପାରିନଥିଲେ ଆଉ ନିଜ ଜୀବନ ହାରି ଦେଇଥିଲେ ।

Leave a Reply

Your email address will not be published. Required fields are marked *