ଭ-ଣ୍ଡ ବାବାଙ୍କର କଳା କାର-ନମା , କହିଲେ ସାଙ୍ଗେ ସାଙ୍ଗେ ଭଲ କରିଦେବେ ରୋଗ

ଭ-ଣ୍ଡ ବାବାଙ୍କର ଏଭଳି କଳା କାର-ନାମା , ଯାହା ବିଷୟରେ ଆପଣ ମାନେ ଶୁଣି ହୋଇଯିବେ ସ୍ତବ୍ଧ । ସମାଜରେ ଏଭଳି ବାବାଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଉ ସମାଜ ଉପରେ ଏମାନେ କୁପ୍ର-ଭାବ ପକାଉଛନ୍ତି । ଯୌ-ନ ଲାଳ-ସାରେ ବୁଡି ରହିଥିବା ଏହି ବାବା ମାନେ ଏଭଳି କା-ଣ୍ଡ କରୁଛନ୍ତି , ଯାହାଦ୍ୱାରା ମହିଳା ମାନେ ଆଉ ବାଟରେ ମୁଣ୍ଡ ଟେକି ଚାଲି ପାରୁନାହାଁନ୍ତି ।

ତେବେ ବର୍ତ୍ତମାନ ସମୟରେ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସୁଅଛି । ବରଗଡ଼ ଜିଲ୍ଲା ପାଟଲା ଥା-ନା ଅନ୍ତର୍ଗତ ଭଟିଲି ଗ୍ରାମରୁ ଆସିଛି । ସେହି ଅଞ୍ଚଳର ସମସ୍ତ ଲୋକ ଜଣେ ବାବାଙ୍କୁ ବହୁତ ମାନନ୍ତି । ତାଙ୍କ ଶରୀରକୁ ଭଗବାନ ଆସନ୍ତି ବୋଲି ସେମାନେ ବିବେଚନା କରନ୍ତି । ଆଉ ସେଥିପାଇଁ କାହିଁ କୁଆଡୁ ଭକ୍ତ ତାଙ୍କ ପାଖକୁ ଦୌଡି ଆସିଥାନ୍ତି । ସମସ୍ତେ ତାଙ୍କୁ ବରୁଆ ବାବା ବୋଲି କହିଥାନ୍ତି । ତେବେ ବାବା ଜଣକ ପେଷାରେ ଏକ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକ ହୋଇଥିବା ବେଳେ ମନ୍ଦିରରେ ତାଙ୍କୁ ସମସ୍ତେ ବାବା କହିଥାନ୍ତି।

ତାଙ୍କ ପାଖକୁ ଅନେକ ଲୋକ ଅନେକ ଆଶା ନେଇ ଆସିଥାନ୍ତି ଆଉ ବିଶ୍ୱାସ କରନ୍ତି ବାବା ସବୁ ରୋଗ ଭଲ କରିଦେବେ । କିନ୍ତୁ ବାବା ଏପଟେ ଦେହ ପ୍ରେମରେ ପାଗଳ । ତେବେ ସେହି ଗ୍ରାମର ଜଣେ ବିବାହିତା ମହିଳା ବାବାଙ୍କ ପାଖକୁ ଯାଇଥିଲେ କାହିଁକି ନା ଦୀର୍ଘ ଦିନ ଧରି ତାଙ୍କ ଦେହ ଅସୁସ୍ଥ ରହୁଥିଲା । ଆଉ ବାବା ତାଙ୍କୁ ଦେଖି ସାଙ୍ଗେ ସାଙ୍ଗେ ଭଲ କରିଦେବେ ବୋଲି କହିଥିଲେ । ଆଉ ବାବା କହିଥିଲେ କି ଅନ୍ଧାର ଘରକୁ ମାତ୍ର ୧୦ ମିନିଟ ଗଲେ ସବୁ ରୋଗ ଗା-ଏବ ହୋଇଯିବ ।

ଏହାପରେ ମହିଳା ଜଣକ ବାବାଙ୍କ ସହିତ ୧୦ ମିନିଟ ଅନ୍ଧାର ଘରକୁ ଯାଇଥିଲେ ଆଉ ସେହି ସମୟରେ ବାବା ତାଙ୍କୁ ଦୁ-ଷ୍କ-ର୍ମ କରିଥିବାର ମହିଳା ଜଣକ ଅଭି-ଯୋଗ କରିଛନ୍ତି । ତେବେ ବର୍ତ୍ତମାନ ସେହି ଭ-ଣ୍ଡ ବାବାଙ୍କୁ ପୋ-ଲିସ ପଚ-ରାଉ-ଚରା କରୁଛି । ଅନ୍ୟପଟେ ମହିଳା ଆଉ ତାଙ୍କ ସ୍ୱାମୀ ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି । ବାସ୍ତବରେ ଏଭଳି ଭ-ଣ୍ଡ ବାବାଙ୍କୁ ଦ-ଣ୍ଡ ମିଳିବା ଉଚିତ , ନଚେତ ସମାଜ ଉପରେ ଏମାନେ ଖରାପ ପ୍ର-ଭାବ ପକାଉଛନ୍ତି ବୋଲି ଅନେକ କହିଛନ୍ତି ।

Leave a Reply

Your email address will not be published. Required fields are marked *