ମୋ ସ୍ୱାମୀର ଛୁଆ ମୋ ପେଟରେ ବଢୁଛି ହେଲେ ସ୍ୱାମୀ ମୋ ସହ ଖେଳୁଛି..

୯ ମାସର ଛୁଆକୁ ପେଟରେ ଧରି ମହିଳା ମାଗୁଛନ୍ତି ନ୍ୟା-ୟ। ମହିଳାଙ୍କ ଅଭି-ଯୋଗ ସ୍ୱାମୀ ଗର୍ଭ-ବତୀ କରାଇ ଏବେ ଧରା ଛୁଆଁ ଦେଉ ନାହାଁନ୍ତି। ମହିଳା ଜଣଙ୍କ ଏକ ଅଭି-ନେତ୍ରୀ ବୋଲି କହୁଥିବା ବେଳେ ସେ ବିବାହ କରିଥିବା ଯୁବକଙ୍କର ଆଉ ଏକ ପତ୍ନୀ ମଧ୍ୟ ପୂର୍ବରୁ ଥିଲେ। ତେବେ ବର୍ତ୍ତମାନ ମହିଳା ଚାହୁଁଛନ୍ତି ତାଙ୍କ ପେଟରେ ବଢୁଥିବା ପିଲାକୁ ବାପାର ପରିଚୟ ମିଳୁ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ମହିଳା ଜଣଙ୍କ ଓଡ଼ିଆ ହିରୋଇନ ବୋଲି ସେ କହିଛନ୍ତି। ତେବେ ଆସନ୍ତୁ ଘ-ଟଣା ଭିତରକୁ ଯିବା ଓ ଜାଣିବା କିପରି ମହିଳାଙ୍କର ଉକ୍ତ ଯୁବକଙ୍କ ସହିତ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଓ କାହିଁକି ପରେ ଯୁବକ ମହିଳାଙ୍କୁ ଧୋ-କ୍କା ଦେଲେ।

କଲିକତାର ଜଣେ ବଙ୍ଗୀୟ ଝିଅ ଓଡିଶା ଆସି ଓଡ଼ିଆ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଥିଲେ ସେହି ସମୟରେ ତାଙ୍କର ପ୍ରେମ ଗଢିଉଠିଥିଲା ଏକ ଯୁବକଙ୍କ ସହ ତେବେ ମହିଳାଙ୍କ କହିବା ଅନୁଯାୟୀ ସେ ଜାଣିନଥିଲେ ତାଙ୍କୁ ଭଲ ପାଉଥିବା ଯୁବକ ଜଣଙ୍କ ପୂର୍ବରୁ ବିବାହିତା ବୋଲି। ତେବେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପ-ର୍କ ଓ ସମ୍ପ-ର୍କକୁ ଯୁବକଙ୍କ ପରିବାର ଲୋକେ ମଧ୍ୟ ଜାଣିଥିଲେ।

ପରେ ସବୁକିଛି ଠିକ ଠାକ ଚାଲିଥିବା ବେଳେ ମହିଳା ଜଣଙ୍କ ଗର୍ଭ-ବତୀ ହୋଇଥିଲେ ଆଉ ଏହା ପରେ ସ୍ବାମୀ ତାଙ୍କୁ ବ୍ଳକ କରିଦେଇଥିଲେ ମହିଳାଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ବା ତାଙ୍କ ସ୍ୱାମୀ ତାଙ୍କ ସହ 8 ବର୍ଷ ସମୟ ବିତାଇବା ପରେ ପ୍ରଥମଥର ପାଇଁ ତାଙ୍କୁ ବ୍ଳକ କରିଦେଇଛନ୍ତି ଓ ତାଙ୍କ ସହ ଖେଳୁଛନ୍ତି ଏପରିକି ସ୍ୱାମୀଙ୍କ ମ୍ୟାନେଜର ଓ ତାଙ୍କ ସାଙ୍ଗ ତାଙ୍କୁ ମା-ଡ଼ ମା-ରିଥିବା ମଧ୍ୟ ସେ ଅଭି-ଯୋଗ କରିଛନ୍ତି।

ମହିଳା ଜଣଙ୍କ କହିଛନ୍ତି ଆଜି ପୋ-ଲିସ ତାଙ୍କ ସ୍ୱାମୀ ଡାକିଥିଲେ ହେଲେ ତାଙ୍କ ସ୍ୱାମୀ ଆସିନଥିଲେ।ବୋଧେ ହୁଏ ସେ ଲ-ଜ୍ୟାରେ ତାଙ୍କ ସ୍ତ୍ରୀଙ୍କୁ ସାମ୍ନା କରି ପାରୁନାହାଁନ୍ତି। ଆଉ ସେପଟେ ମହିଳା ଜଣଙ୍କ ଧୀରେ ଧୀରେ ଆଶା ହରାଇ ବସିଛନ୍ତି ଆଉ କହିଛନ୍ତି କି ୮ ବର୍ଷ ଭିତରେ ପ୍ରଥମ ଥର ଏମିତି ହୋଇଛି ମୁଁ ଜାଣିନି ଆଉ ଥରେ ଆମ ସ-ମ୍ପର୍କ ପୂର୍ବ ପରି ହେବ କି ନାହିଁ। ମୁଁ ସ୍ୱାମୀଙ୍କୁ ଫେରିପାଇବା ଆଶାରେ ଭୁବନେଶ୍ୱର ଆସିଥିଲି ହେଲେ ମୋ ସ୍ୱାମୀ ମୋ ସହ ଖେଳୁଛନ୍ତି।

ମତେ ନ୍ୟା-ୟ ଦରକାର ମୋ ଛୁଆକୁ ବାପାର ପରିଚୟ ଦରକାର।ମୋ ଛୁଆ ଦୁନିଆର ଆଲୋକ ଦେଖିବ ମୋ ଛୁଆ ଦୁନିଆକୁ ଆସିବ ଆଉ ସେ ଯେତେବେଳେ ତା ବାପାକୁ ଖୋ-ଜିବ ମୁଁ ତାକୁ କି ଉତ୍ତର ଦେବି ବୋଲି ମହିଳା ଜଣଙ୍କ କୋହକୁ ଚାପି ରଖି କହିଛନ୍ତି। ତେଣୁ ସେ ଅନୁରୋଧ କରିଛନ୍ତି ଘଟ-ଣାର ତ-ଦନ୍ତ କରାଯାଇ ତାଙ୍କୁ ନ୍ୟା-ୟ ଦିଆଯାଉ କାରଣ ତାଙ୍କ ସ୍ୱାମୀଙ୍କ ଛଡା ଏ ଦୁନିଆରେ ତାଙ୍କର ଆଉ କେହି ନାହାଁନ୍ତି। ତେବେ ଦେଖିବାକୁ ବାକି ରହିଲା ମହିଳାଙ୍କୁ କେବେ ମିଳୁଛି ନ୍ୟା-ୟ।

Leave a Reply

Your email address will not be published. Required fields are marked *