ଭାଇରାଲ ଭିଡ଼ିଓ:- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦି-ବ୍ୟାଙ୍ଗ ମଧ୍ୟରେ ମା-ରପି-ଟ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚ-ର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଦୃ-ଶ୍ୟ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇ ଦି-ବ୍ୟାଙ୍ଗ ମା-ରପି-ଟ ହେଉଥିବାର ଭାଇରାଲ ହେଉଛି କିନ୍ତୁ ବିଶେଷ କଥା ହେଉଛି ଏହି ଘ-ଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘ-ଟିଛି।

ଦି-ବ୍ୟାଙ୍ଗ ଲୋକଙ୍କୁ ଦେଖିଲେ ମନରେ ଏକ ସହାନୁଭୂତି ଚାଲି ଆସେ। ସେମାନଙ୍କ ଖରାପ ଅବସ୍ଥା ଯାହାକି ସେମାନେ ନିଜ ଜୀବନକୁ ମଧ୍ୟ ଧି-କାର କରନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଦୁଇ ଜଣ ଦି-ବ୍ୟାଙ୍ଗ ପରସ୍ପର ମଧ୍ୟରେ ମା-ରପି-ଟ ହେବା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ପୁରୁଷ ଦି-ବ୍ୟାଙ୍ଗ ଜଣକ ନିଜ ଗୋଡ଼ରେ ଲାଗିଥିବା କୁତ୍ରିମ ଗୋଡ଼କୁ କାଢି ମହିଳାଙ୍କ ଉପରେ ଆତ-ର୍କିତ ଆକ୍ର-ମଣ କରିଥିଲେ। ତେବେ ଏହି ଘ-ଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘ-ଟିଛି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାପାଳଙ୍କ ନିକଟକୁ ଅନେକ ଦି-ବ୍ୟାଙ୍ଗ ନିଜ ନିଜର ଅଭି-ଯୋଗ ନେଇ ଆସିଥିଲେ। ତେବେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ଦି-ବ୍ୟାଙ୍ଗ ନିଜ ନିଜର ଅଭି-ଯୋଗ ନେଇ ଆସିଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦୁହିଁଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ପା-ଟିତୁ-ଣ୍ଡ ହୋଇଥିଲା। ତେବେ ଏହା ମାର-ପିଟ ଅବସ୍ଥାକୁ ଚାଲି ଆସିଥିଲା। ଦିବ୍ୟାଙ୍ଗ ମହିଳା ଓ ପୁରୁଷ ପରସ୍ପରକୁ ମା-ଡ଼ ମା-ରିବା ମଧ୍ୟ ଆରମ୍ଭ କରିଦେଲେ।

ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ପୁରୁଷ ଦି-ବ୍ୟାଙ୍ଗ ଜଣକ ମହିଳାଙ୍କ ଉପରେ କୁତ୍ରିମ ଗୋଡ଼ରେ ମା-ଡ଼ ମା-ରୁଥିବାର ଦେଖିବାକୁ ପାଇବେ। କେବଳ ସେତିକି ନୁହେଁ ଅନ୍ୟ କୌଣସି ବ୍ୟକ୍ତି ଜଣକ ରା-ଗି ଯାଇ ଦି-ବ୍ୟାଙ୍ଗ ବ୍ୟକ୍ତିଙ୍କୁ ତଳେ ପକେଇ ନି-ର୍ଧୁମ ମା-ଡ଼ ମା-ରୁଥିବାର ମଧ୍ୟ ଦେଖିବାକୁ ପାଇବେ।

ତେବେ ଖବର ପାଇ ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ଥିଲା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁଇ ଦି-ବ୍ୟା-ଙ୍ଗ ମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠେଇ ଥିଲେ। ସୂଚନାରୁ ଜଣା ପଡ଼ିଛି ଯେ ଦି-ବ୍ୟା-ଙ୍ଗ ବ୍ୟକ୍ତି ଜଣକ ମ-ଦ ନି-ଶାରେ ଥିଲେ। ତେବେ ଅଭି-ଯୋଗ ନେଇ ଜିଲ୍ଲାପାଳଙ୍କ ନିକଟକୁ ଆସିଥିବା ଦୁଇ ଦି-ବ୍ୟା-ଙ୍ଗ ବର୍ତ୍ତମାନ ଥା-ନାରେ କେ-ସ ଚାଲିଛି।

Leave a Reply

Your email address will not be published. Required fields are marked *