ପ୍ରେମ ବିବାହ କରିଥିଲେ ପ୍ରେମିକ ପ୍ରେମିକା , କିନ୍ତୁ ଶେଷରେ ଦେହରେ ପେଟ୍ରୋଲ ଲଗାଇ ଜୀବନ ହାରି ଦେଲେ ପ୍ରେମିକ

ଦୁଃଖ କାହା ଜୀବନରେ କେତେବେଳେ ଆସିଥାଏ , ସେ କଥା କେହି ବି ଜାଣି ନଥାଏ । କିଏ ହଠାତ୍ ଏ ଦୁନିଆଁରୁ ଚାଲିଯିବ , ସେ କଥା ବି କେହି କହି ପାରିବେ ନାହିଁ । ମଣିଷ ଜୀବନ ଅଛି ମାନେ ଦୁଃ-ଖ ଆଉ ସୁଖ ଦୁଇଟି ଯାକ ପରସ୍ପର ସହିତ ଜଡିତ ହୋଇ ଅଛନ୍ତି । ତେବେ ଏପରି ଏକ ଘ-ଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରୁ ଲୁହ ଆଣିଦେବ , ଆଉ ଆପଣ ବି ଏପରି କଥା ଶୁଣି ମନ ଦୁଃ-ଖ କରିବେ । ପ୍ରେମ କରି ବିବାହ କରିଥିଲେ କିନ୍ତୁ ଜାଣି ନଥିଲେ ତାଙ୍କ ଜୀବନରେ ଏପରି ବି ଦିନ ଦେଖିବାକୁ ପଡ଼ିବ । ହଠାତ୍ ଏପରି ଏକ କଳା ବାଦଲ ତାଙ୍କ ଜୀବନରେ ମା-ଡ଼ି ଆସିବ ଆଉ ତାଙ୍କ ସ୍ଵାମୀ ତାଙ୍କ ଠାରୁ ଦୂରେଇ ଚାଲିଯିବେ । ତେବେ ବର୍ତ୍ତମାନ ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ମହିଳା ।

ନିଜ ସ୍ଵାମୀଙ୍କ ଠାରୁ ଦୂରେଇ ଯାଇ ପୁରାପୁରି ଭାଙ୍ଗି ପଡିଛନ୍ତି ମହିଳା । ଆଉ ଏବେ କୁଆଡେ ଯିବେ , କଣ କରିବେ ସେ କଥା ଭାବି ପାରୁ ନାହାଁନ୍ତି। ଜାଣି ନାହାଁନ୍ତି ସେ କଣ କରିବେ । ଏହା ଛଡା ସମସ୍ତେ ତାଙ୍କ ନାମରେ ସ୍ବାମୀଙ୍କୁ ମା-ରିଥିବାର ଅଭି-ଯୋଗ ଆଣିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ମହିଳା ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । କେବଳ ଭୋ ଭୋ ହୋଇ କା-ନ୍ଦିବାରେ ଲାଗିଛନ୍ତି। କେହି କଥା ତାଙ୍କର ଶୁଣିବାକୁ ନାହିଁ । ବାସ୍ ସେପଟେ ଶାଶୁ ଘର ଲୋକ ତାଙ୍କ ଉପର ଅଭି-ଯୋଗ ଆଣିବାରେ ଲାଗିଛନ୍ତି କି , ସେ ନିଜ ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ତେଣୁ ଶେଷରେ ମହିଳା କେବଳ ନିଜ ଛୋଟ ଝିଅକୁ ଧରି ଆଖିରୁ ଲୁ-ହ ଝରାଇବା ପାଇଁ ଲାଗିଛନ୍ତି । ତେବେ ଏପରି ଏକ ଦୁଃ-ଖ ମା-ଡ଼ି ଆସିଛି ମାମିନାଙ୍କ ଜୀବନରେ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତଣ୍ଡିକୂଳ ଗାଆଁର ମାମିନା ଗୋଛାୟତ । କିଛି ବର୍ଷ ପୂର୍ବରୁ ନିକଟସ୍ଥ ଗାଆଁର ଅଜିତ ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଏହି ବିବାହରେ କେହି ଖୁସି ନଥିବାରୁ ସେମାନେ ଘର ଠାରୁ ଦୂରେଇ ଏକ ଘର ଭଡ଼ା ନେଇ ରହୁଥିଲେ ଆଉ ପରେ ବାଙ୍ଗାଲୋର ପଳାଇ ଯାଇଥିଲେ । ସେଠାରେ କିଛି ବର୍ଷ ରହିବା ଭିତରେ ତାଙ୍କ କୋଳକୁ ଏକ କନ୍ୟା ସନ୍ତାନ ଆସିଥିଲା । ଆଉ ଯାହା ପରେ ଅଜିତଙ୍କ ପରିବାର ଲୋକ ସେମାନଙ୍କୁ ଘରକୁ ଫେରି ଆସିବାକୁ କହିଥିଲେ। ଯାହା ପରେ ଦୁହେଁ ନିଜ ଘରକୁ ଫେରି ଯାଇଥିଲେ । କିନ୍ତୁ କାହାଣୀରେ ମୋଡ ସେତେବେଳେ ଆସିଲା , ଯେତେବେଳେ ଦୁହେଁ ଘରେ ପହଞ୍ଚିଲେ । କିଛି ବର୍ଷ ଠିକ୍ ଠାକ୍ ଚାଲିଥିଲା କିନ୍ତୁ ତାପରେ ଦୁହିଁଙ୍କ ମଧ୍ୟରେ ଝଗ-ଡା ଆରମ୍ଭ ହୋଇଥିଲା ।

ଆଉ ତାପରେ ମାମିନା ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ । ସେଠାରେ ନିଜ ଝିଅ ସହିତ ଯାଇ ରହିଥିଲେ । ତେବେ ଚାରି ପାଞ୍ଚ ଦିନ ପୂର୍ବରୁ ଅଜିତ ନିଜ ଶଶୁର ଘରକୁ ଯାଇ ମାମିନା ଆଉ ନିଜ ଝିଅକୁ ଖୋଜି ଥିଲେ । କିନ୍ତୁ ଘରୁ ଶାଶୁ ବାହାରି ଆସି ମାମିନା ଘରେ ନାହିଁ ବୋଲି କହିଥିଲେ । ଯାହାପରେ ଅଜିତ ନିଜ ଉପରେ ପେଟ୍ରୋଲ ଢାଳି ଦେଇ ନି-ଆଁ ଲଗାଇ ଦେଇଥିଲେ । ପଡିଶା ଘର ଲୋକଙ୍କୁ ଡାକି ହସ୍ପିଟାଲ ନେବା ବେଳକୁ ଆଜିର ଆଉ ନଥିଲେ । ତେବେ ବର୍ତ୍ତମାନ ମାମିନାଙ୍କ ଶାଶୁ ଘର ଲୋକ ପୁଅକୁ ମା-ରିବା ପଛରେ ମାମିନା ଆଉ ତାଙ୍କ ମାଆଙ୍କର ହାତ ରହିଛି ବୋଲି ଅଭି-ଯୋଗ କରିଛନ୍ତି । କିନ୍ତୁ ଏହି ଅଭି-ଯୋଗକୁ ଖଣ୍ଡନ କରିଛନ୍ତି ମାମିନା ଆଉ କହିଛନ୍ତି ସେ ପ୍ରେମ ବିବାହ କରିଥିଲେ , ଏମିତି କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି କି , ଏହି କା-ଣ୍ଡ ହୋଇଥିବା ସମୟରେ ସେ ଘରେ ନଥିଲେ ।

Leave a Reply

Your email address will not be published. Required fields are marked *