ଝିଅର ଦେଖାଶୁଣା କରିବା ପାଇଁ ଘରକୁ ଆସିଥିଲା ମାଉସୀ , କିନ୍ତୁ ସେପଟେ ବାପା ସହିତ କଲା ଏମିତି କାମ

ଏ ଦୁନିଆଁରେ ଅନେକ ପ୍ରକାରର ଲୋକ ଅଛନ୍ତି । ଆଉ ସମସ୍ତଙ୍କ ଚରିତ୍ର ଭିନ୍ନ ଭିନ୍ନ ହୋଇଥାଏ । କେହି ନିଜ ସ୍ବାର୍ଥ ପାଇଁ ଅନ୍ୟ ଲୋକଙ୍କୁ ଭୁଲି ଯାଏ ତ ଆଉ କିଏ ଅନ୍ୟକୁ ସାହାଯ୍ୟ କରିବା ପାଇଁ ନିଜର ସବୁକିଛି ଭୁଲି ଯାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମାଉସୀ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜେ ଦେହ ସୁଖ ଟିକିଏ ପାଇବା ପାଇଁ ସବୁକିଛି ଭୁଲି ଯାଇଥିଲେ ଆଉ ନିଜ ଭିଣେଇ ସହିତ ରାତି ରାତି ରଖୁଥିଲେ ଶାରୀ-ରିକ ସ-ମ୍ପର୍କ । ତେବେ ବର୍ତ୍ତମାନ ଏହି କଥା ଧରା ପଡ଼ିଯାଇଛି ।

ଆଉ ଏପରି କଥାକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚା ଜୋରଦାର ଚାଲିଛି । ଘରକୁ ମାଆଙ୍କ ଭଉଣୀ ଆସିଥିଲେ ନିଜ ପୁତୁରା ଆଉ ଝିଆରୀ ମାନଙ୍କ ଯତ୍ନ ନେବା ପାଇଁ କିନ୍ତୁ ଏପରି କାମ କଲେ ଯେ , ଶେଷରେ ସମସ୍ତଙ୍କର ମୁଁହ ପୋଡ଼ି ରଖିଦେଲେ । ତେବେ ବର୍ତ୍ତମାନ ଏହି କଥା ଶୁଣିବା ପରେ ସମସ୍ତେ ଛି ଛି କରିବାରେ ଲାଗିଛନ୍ତି । ତେବେ ଏପରି ଘଟଣା ଜାଣିବା ପରେ ବର୍ତ୍ତମାନ ପୋ-ଲିସ ନିକଟରେ ଅଭି-ଯୋଗ ଦେଇଛନ୍ତି ଝିଅ ଆଉ ମାଆ । ଆଉ ବର୍ତ୍ତମାନ ନିଜ ତ-ଦନ୍ତ ଚଳାଇ ଦେଇଛି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ତାଳବଣିଆ ଥା-ନା ଅନ୍ତର୍ଗତ ମଧୁବନ ଦ୍ଵିତୀୟ ଲେନ୍ ରେ । ସୂଚନା ଅନୁଯାୟୀ , ମଧୁସୂଦନ ପ୍ରଧାନ ନାମକ ଜଣେ ବ୍ୟକ୍ତି ପେଶାରେ ଶିକ୍ଷକ ଅଟନ୍ତି । ଘରେ ତାଙ୍କର ଏକ ବଢିଲା ଝିଅ ଆଉ ସ୍ତ୍ରୀ ରହୁଥିଲେ । ତେବେ ଘରେ କାମରେ ଟିକିଏ ଅସୁବିଧା ଆଉ ଝିଅକୁ ସ୍କୁଲ ନେବା ଆଣିବା କରିବା ପାଇଁ ମାଆ ଜଣକ ଗାଆଁରୁ ଜଣେ ସମ୍ପର୍କୀୟ ଭଉଣୀକୁ ନିଜ ପାଖକୁ ଆଣି ଦେଇଥିଲେ । କିନ୍ତୁ ସେ ଯାହା କେବେ ସ୍ୱପ୍ନରେ ବି କଳ୍ପନା କରି ନଥିଲେ , ତାହା ହୋଇ ଯାଇଥିଲା ।

ମଧୁସୂଦନ ପ୍ରଧାନ ଆଉ ସେହି ଯୁବତୀ ମଧ୍ୟରେ ଗଢ଼ି ଉଠିଥିଲା ଭଲ ପାଇବା ଆଉ ତାପରେ ଦୁହେଁ ଶାରୀ-ରିକ ସ-ମ୍ପର୍କ ରଖି ଚାଲିଥିଲେ । ଏକ ଭଡ଼ା ଘରେ ରହି ଉଭୟ ରାତି ରାତି ଶାରୀ-ରିକ ସ-ମ୍ପର୍କ ରଖୁଥିଲେ । କିନ୍ତୁ ଏହି କଥା ତାଙ୍କ ସ୍ତ୍ରୀ ଆଉ ଝିଅକୁ ସ-ନ୍ଦେହ ହୋଇଥିଲା ଆଉ ସେମାନେ ଧରିବା ପାଇଁ ଚେଷ୍ଟା କରିଥିଲେ । ଆଉ ଗତକାଲି ରାତିରେ ସେମାନେ ଯାଇ ନାଲି ହାତରେ ମଧୁସୂଦନ ଆଉ ସେହି ସମ୍ପ-ର୍କିୟ ଯୁବତୀଙ୍କୁ ଧରି ନେଇଥିଲେ । ଆଉ ସାଙ୍ଗେ ସାଙ୍ଗେ ଥା-ନାରେ ଯାଇ ଅଭି-ଯୋଗ ଦେଇଥିଲେ । ତେବେ ଏହାପରେ ପୋ-ଲିସ ଆସି ମଧୁସୂଦନ ପ୍ରଧାନଙ୍କୁ ଗି-ରଫ କରି ନେଇଥିଲା ।

Leave a Reply

Your email address will not be published. Required fields are marked *