ପୁଅର ଡ୍ରେସ ଧରି କା-ନ୍ଦୁଛି ମା’ , ଆଖି ଆଗରେ ପୁଅର ହସ ହସ ମୁହଁ । କିନ୍ତୁ ଆଉ ପାଖରେ ସତରେ ନାହିଁ ପୁଅ ।

ବାଲେଶ୍ଵର ଜିଲ୍ଲା ସୋର ପୌରପାଳିକା ରାୟପୁର ଚାରି ନମ୍ବର ୱାର୍ଡର ମୋହନ ସାହୁଙ୍କର ଏକମାତ୍ର ଅଢେ଼ଇ ବର୍ଷର ପୁଅ ଶୁଭମ ସାହୁ ଆଉ ଏ ଦୁନିଆରେ ନାହାଁନ୍ତି ଏବଂ ନିଜ ପରିବାର ବାପା ମା’ଙ୍କୁ ଛାଡ଼ି ଚାଲି ଯାଇଛନ୍ତି । କୁନି ପିଲାଟି ଦୁନିଆ ବିଷୟରେ କିଛିବି ଜାଣି ନଥିଲା । ଡାକ ନାମ ଥିଲା ମୁନା । ଗାଁ ସାରା ଲୋକେ ତାକୁ ଖୁବ ଭଲ ପାଉଥିଲେ ।

ଠିକ ସେ କଥା କହିବା ମଧ୍ୟ ଶିଖିନଥିଲା ଶୁଭମ । କିନ୍ତୁ ସେହି ନିରୀହ ମୁହଁ ଆଜି ଆଉ କାହା ଆଖିରେ ଦେଖା ଯିବନି । ବର୍ତ୍ତମାନ ମୃ-ତ୍ୟୁର ସେଜରେ ଶୋଇ ଯାଇଛି କୁନି ପୁଅ ଶୁଭମ । ଯେଉଁ ଦୃ-ଶ୍ୟ ଦେଖିଲେ ଆପଣଙ୍କ ହୃଦୟ ମଧ୍ୟ କା-ନ୍ଦି ଉଠିବ । ପୁଣି ଯଦି ପରିବାର ଲୋକଙ୍କ କା-ନ୍ଦିବାର ଦୃଶ୍ୟ ଦେଖିବେ ତେବେ ଆପଣ ଆହୁରି ଦୁଃ-ଖିତ ହେବେ ।

କାନ୍ଦି କାନ୍ଦି ଜେଜେମା ଏବଂ ମା’ ନ-ୟାନ୍ତ ହୋଇ ଯାଇଛନ୍ତି । କାରଣ ନିଜର ଆଖିର ତାରାକୁ ହରାଇ ବର୍ତ୍ତମାନ ମା’ ଏବଂ ଜେଜେମା ସବୁକିଛି ହରାଇ ଦେଇଛନ୍ତି ଭଳି ଲାଗୁଛି । କାନ୍ଦ ବୋବାଳିରେ ପୁରା ଘର ଫାଟି ପଡ଼ୁଛି । ୨୪ ଘଣ୍ଟା ପରେ ମିଳିଛି ନିଖୋଜ ଶୁଭମ ସାହୁର ମୃ-ତ ଦେହ । ଗତ ସୋମବାର ଦିନ ନୂଆବର୍ଷ ଥିବାବେଳେ ସମସ୍ତେ ବେଶ ଖୁସି ଥିଲେ ।

ହାସଖୁସିରେ ନୂଆବର୍ଷକୁ ପାଳିବା ପାଇଁ ସମସ୍ତେ ବେଶ ଖୁସି ଥିବାବେଳେ ଶୁଭମଙ୍କର ହଠାତ ନି-ଖୋଜ ହେବାର ଘ-ଟଣା ସମସ୍ତଙ୍କୁ ବେଶ ଚକିତ କରି ଦେଇଥିଲା । ପୁରା ଗାଁ ସାରାର ଲୋକ ଶୁଭମଙ୍କୁ ଖୋଜିବାରେ ଲାଗି ପଡ଼ିଥିଲେ । ଗଳି କନ୍ଦି ପୋଖରୀ ନାଳ ନ-ର୍ଦ୍ଦମା ସବୁଠି ଲୋକେ ଶୁଭମଙ୍କୁ ଖୋଜିଥିଲେ । କିନ୍ତୁ ଶୁଭମଙ୍କର କୌଣସି ସ-ନ୍ଧାନ ମିଳି ନଥିଲା ।

କିନ୍ତୁ ଆଗାମୀ ଦିନ ସକାଳ ଅର୍ଥାତ ଜାନୁଆରୀ ୨ ସମୟ ୧୧.୩୦ ରୁ ୧୨.୦୦ ମଧ୍ୟରେ ୨୪ ଘଣ୍ଟା ପରେ ଘର ପାଖ ପୋଖରୀରୁ କୁନି ପୁଅ ଶୁଭମର ମୃ-ତ ଦେହ ମିଳିଥିଲା । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଗାଁ ଲୋକେ ସବୁଠି ଶୁଭମଙ୍କୁ ତନ୍ନତନ୍ନ କରି ଖୋଜିଥିଲେ ହେଁ ତାଙ୍କୁ କେହିବି ପାଇନଥିଲେ । ତେବେ ହଠାତ ଆଗାମୀ ଦିନ ଶୁଭମଙ୍କ ମୃ-ତ୍ୟୁ କିଭଳି ମିଳିଲା । କେଉଁଠୁ ଆସିଲା ଶୁଭମଙ୍କ ମୃ-ତ ଦେହ ।

ଯାହାକୁ ନେଇ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକ ମାନେ ମଧ୍ୟ ପ୍ରଶ୍ନ କରିଛନ୍ତି । ଏଭଳି ସନ୍ଦେହ ମଧ୍ୟ କରାଯାଉଛି ଯେ କେହି ନିରୀହ ଶୁଭମଙ୍କୁ ହ-ତ୍ୟା କରି ପାଣିରେ ଆଣି ଫିଙ୍ଗି ଦେଇଛି । ନିଖୋଜ ହେବାର ୨୪ ଘଣ୍ଟା ପରେ ଘରପାଖ ପୋଖରୀରୁ ସୋହମଙ୍କ ମୃ-ତ ଦେହ ମିଳିଛି । ଏହାକୁ ନେଇ ପରିବାର ଲୋକେ ଅଭି-ଯୋଗ କରିଛନ୍ତି । ସେପଟେ ପୁଅର ମୃ-ତ୍ୟୁକୁ କେହିବି ସହଜରେ ଗ୍ରହଣ କରିପାରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *