ଅର୍ଚ୍ଚନାଙ୍କୁ ନାଗଙ୍କୁ ନେଇ ଏମିତି କହିଲେ ମିଷ୍ଟର ଗଜପତି । କହିଲେ ” ଜେଲରୁ ନୁହେଁ ପାର୍ଲରରୁ ବାହାରିଲେ ।

ଗତକାଲି ହନୀ ଟ୍ରାପର କୁହାଯାଉଥିବା ଅର୍ଚ୍ଚନା ନାଗ ଜେଲରୁ ଆସିବା ପରେ ତାଙ୍କର ରୂପ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ତାଙ୍କୁ ତିନୋଟି କେସରେ ହାଇକୋର୍ଟ ଜାମିନ ଦେଇଛନ୍ତି । ଆଉ ଜେ-ଲରୁ ଫେରି ଅର୍ଚ୍ଚନା ନାଗ ନୂଆ ରୂପରେ ନଜର ଆସିଛନ୍ତି । ସେ ଯେ ଖାଲି ନୂଆ ଲୁକରେ ନଜର ଆସିଛନ୍ତି ତାହା ନୁହେଁ ସେ ଜେଲରୁ ଘରକୁ ଆସି ଲୋ ପରୀକ୍ଷା ମଧ୍ୟ ଦେବାକୁ ଯାଇଥିଲେ ।

ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି । ଆଉ ଏହାକୁ ନେଇ ମିଷ୍ଟର ଗଜପତି ମଧ୍ୟ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ” ଅର୍ଚ୍ଚନା ନାଗ ଜେ-ଲରୁ ନୁହେଁ ପାର୍ଲରରୁ ବାହାରିବା ଭଳି ଜେ-ଲ ଭିତରୁ ବାହାରି ଥିଲେ । ” ଆଉ ତାଙ୍କୁ ଦେଖିଲେ ଲାଗୁନି ସେ କେବଳ ଚୁପ ଚାପ ରହିବା ପାଇଁ ଘରକୁ ଯାଉଛନ୍ତି ।

ମିଷ୍ଟର ଗଜପତିଙ୍କ କହିବା କଥା ଯେ ପ୍ରଥମତଃ ପ୍ରତ୍ୟେକ ମଣିଷ ନିଜର ବ୍ୟକ୍ତିଗତ ଜୀବନ ବଞ୍ଚିବା ପାଇଁ ନିଜ ଅନୁଯାୟୀ କିଛିବି କାମ କରି ପାରନ୍ତି । ତାହା ସେମାନଙ୍କ ଉପରେ ନିର୍ଭର କରେ । ଆଉ ଅର୍ଚ୍ଚନାଙ୍କ ମାମ-ଲାରେ ଘ-ଟଣା ଏହା ଥିଲେ ଯେ ନେତା ମନ୍ତ୍ରୀ ଏବଂ ବଡ଼ ଲୋକଙ୍କ ମଧ୍ୟରେ ଅର୍ଚ୍ଚନାଙ୍କ ସ-ମ୍ପର୍କ ଥିଲେ ହେଁ ସେମାନେ ଯଦିବି ଅର୍ଚ୍ଚନାଙ୍କୁ ଟଙ୍କା ଦେଉଥିଲେ । ତେଣୁ ଅର୍ଚ୍ଚନା ଟଙ୍କା ରୋଜଗାର କରିବା ଏବଂ ଏତେ ବଡ଼ ଘର କରିବା ପଛରେ ଲୋକଙ୍କର ଏତେ ବଡ଼ ଅଭି-ଯୋଗ କାହିଁକି ? କାରଣ ଆଜିକାଲି କେବଳ ଅର୍ଚ୍ଚନା ନୁହଁନ୍ତି ଅନେକ ଲୋକ ସେମିତି କାମ କରୁଥିବେ ।

କିନ୍ତୁ ଏଠାରେ ନେତା ମନ୍ତ୍ରୀଙ୍କ ନାମ ରାଜନୀତି କାରଣରୁ ଦବାଇ ଦିଆଗଲା ଏବଂ ଅର୍ଚ୍ଚନାଙ୍କ ସୁଲଭ ନାମକୁ ଯେତେ ଇଚ୍ଛା ସେତେ ବଦନାମ କରାଗଲା । ଯାହା ହେବା ବାସ୍ତବରେ ଉଚିତ ନଥିଲା । ଆଗକୁ ମିଷ୍ଟର ଗଜପତି ନିନ୍ଦା ମଧ୍ୟ କରିଛନ୍ତି । ତେଣୁ ଅର୍ଚ୍ଚନା ନାଗ ଜେଲରୁ ବାହାରି ଏଭଳି ଭାବରେ ଲୁକ ଦେବା ଏବଂ ଲୋ ପରୀକ୍ଷା ଦେବା ସହିତ ନିଜ କେ-ସ ନିଜେ ଲ-ଢ଼ିବାକୁ ନେଇଥିବା ଜିଦ ସ୍ୱାଭାବିକ ଅଟେ ।

ଏହାସହିତ ମିଷ୍ଟର ଗଜପତି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଧନ୍ୟବାଦ ଦେଇଛନ୍ତି । କାରଣ ଜଗବନ୍ଧୁ ଏତେ ସମସ୍ୟା ଏବଂ ନିନ୍ଦା ସହ୍ୟ କରି ମଧ୍ୟ ନିଜ ସ୍ତ୍ରୀ ଅର୍ଚ୍ଚନାଙ୍କ ହାତ କେବେ ଛାଡ଼ି ନାହାଁନ୍ତି । ଏମିତିକି ଜେ-ଲରୁ ବାହାରିବା ସମୟରେ ମଧ୍ୟ ସେ ଅର୍ଚ୍ଚନାଙ୍କ ହାତ ଧରି ବାହାରକୁ ବାହାରିଥିଲେ ।

Leave a Reply

Your email address will not be published. Required fields are marked *