ମୋ ଭଉଣୀର ଦିଅର ମୋ ସହ ୮ ମାସ ବାଧ୍ୟ କରି ସ-ମ୍ପର୍କ ରଖିଲା ..

ଭଉଣୀର ଦିଅର ପ୍ରେମରେ ଧୋ-କା ଦେଇଛନ୍ତି। କେବଳ ଧୋକା ନୁହେଁ ଦୀର୍ଘ ୮ ମାସ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଛ-ଳନା କରିଛନ୍ତି ଯୁବତୀଙ୍କ ସହିତ। ଆଉ ଏବେ ଯୁବତୀ ଜଣଙ୍କ ନ୍ୟା-ୟ ପାଇଁ ଆଗକୁ ଆସି ଗଣମାଧ୍ୟମ ଆଗରେ କହିଛନ୍ତି

କି ଯୁବକ କିପରି ତାଙ୍କୁ ବିବାହର ପ୍ରଲୋ-ଭନ ଦେଖାଇ ଏବେ ଅଧା ରାସ୍ତାରେ ଧୋ-କା ଦେଇଛନ୍ତି ସେ କଥା ଯୁବତୀ ନିଜେ ହିଁ ବଖାଣିଥିଲେ । ତେବେ ଯୁବକ ଓ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ଅନେକ ନିର୍ଯା-ତନା ଦେଇ ଶେଷରେ ମା-ରି ଦେବାକୁ ବି ଧ-ମକ ଦେଇଥିଲେ।ଏହିଭଳି ଘଟ-ଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲାରୁ। ଭଉଣୀର ଦିଅ ସହ ପ୍ରଥମେ ଗଢିଉଠିଥିଲା ପ୍ରେମ ସ-ମ୍ପର୍କ। ଓ ତା ପରେ ବିବାହ କରିବାକୁ ପରିବାର ଲୋକ ଯୁବତୀଙ୍କୁ କହିଥିଲେ ମାତ୍ର ସେହି ସମୟରେ ଯୁବତୀଙ୍କ ବୟସ ଖୁବ କମ ଥିବାରୁ ଯୁବତୀଙ୍କ ପରିବାର ଲୋକେ ବିବାହ ପ୍ରସ୍ତାବକୁ ପ୍ର-ତ୍ୟାଖ୍ୟା-ନ କରିଥିଲେ।

ଏହା ପରେ ଯୁବକ ଜଣଙ୍କ ଭଉଣୀର ଦେହ ଖରାପ ଥିବା କହି ଯୁବତୀଙ୍କୁ ଡାକିଥିଲେ ଦେଖା କରିବାକୁ ଏହା ପରେ ଯୁବତୀ ଭଉଣୀକୁ ଦେଖା କରିବାକୁ ଚାଲିଆସିଥିବା ବେଳେ ଯୁବକ ପ୍ରେମ ନିବେଦନ କରିଥିଲେ ଓ ଯୁବତୀଙ୍କ କହିବା ଅନୁଯାୟୀ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସ-ମ୍ପର୍କ। ଧୀରେ ଧୀରେ ପ୍ରେମ ସମ୍ପ-ର୍କ ଶାରୀ-ରିକ ସମ୍ପ-ର୍କରେ ପରିଣତ ହେବାପରେ। ଯୁବକ ଯୁବତୀଙ୍କୁ କହୁଥିଲେ ମୁଁ ତୁମକୁ ବିବାହ କରିବି ତୁମ ଉପରେ ମୋର ସମ୍ପୁର୍ଣ୍ଣ ହକ୍ ଅଛି।

ଏହା ପରେ କିଛି ଦିନ ଠିକ ଠାକ ଚାଲିଥିବା ବେଳେ ପ୍ରେମର ଦୁନିଆରେ ଉଡ଼ିବୁଲୁଥିଲେ ଯୁବକ ଯୁବତୀ। ହେଲେ ଏହି ସବୁ ଭିତରେ ହଟାତ ସମ୍ପ-ର୍କ ଭିତରେ ଧସେଇ ଆସିଥିଲା ଯୌ-ତୁକ ଯେତେବେଳେ ବିବାହର କଥା ପଡୁଥିଲା ସେତେବେଳେ ଯୁବକଙ୍କ ପରିବାର ଲୋକେ ମୋଟା ଅଙ୍କର ଟଙ୍କା ଦାବି କରୁଥିଲେ ଯାହା ଯୁବତୀଙ୍କ ପରିବାର ପକ୍ଷରୁ ଦେବା ସମ୍ଭବ ନଥିଲା ବୋଲି ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି। ସେପଟେ ଯୁବତୀଙ୍କ ପରିବାର ଟଙ୍କା ଦେଇ ନ ପାରିବାରୁ ଏପଟେ ଯୁବତୀଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଅକ-ଥନୀୟ ନିର୍ଯ୍ୟା-ତନା।

ଯୁବତୀଙ୍କ ଅଭି-ଯୋଗ ମୁତାବକ ଟଙ୍କା ଦେଇ ପାରିଲେନି ବୋଲି ଉକ୍ତ ଯୁବକଙ୍କ ମା ତାଙ୍କୁ ଫିନାଇଲ ପିଆଇ ଦେଇଥିବା ବେଳେ ଖରାରେ ଛିଡା କରେଇ ନିର୍ଯ୍ୟା-ତନା ଦେଉଥିଲେ। ସେପଟେ ତାଙ୍କ ସହ ଯୁବକ ଶାରୀ-ରିକ ସ-ମ୍ପର୍କ ରଖି ଏବେ ପ୍ରେମରେ ଛଳ-ନା କରିଥିବାରୁ ଯୁବତୀ ଜଣଙ୍କ ନ୍ୟା-ୟ ଭିକ୍ଷା କରିଛନ୍ତି।କିଭଳି ଉକ୍ତ ଯୁବକଙ୍କ ପରିବାର ଲୋକେ ତାଙ୍କୁ ବୋହୂର ପରିଚୟ ଦେବେ କାରଣ ତାଙ୍କ ପୁଅ ଯୁବତୀଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିଛନ୍ତି ତେଣୁ ତାଙ୍କୁ ନ୍ୟା-ୟ ଦେବାକୁ ସେ ନେହୁରା ହେଉଛନ୍ତି।

Leave a Reply

Your email address will not be published. Required fields are marked *