ଶ୍ୱେତାଙ୍କ ହ୍ଵାଟ୍ସଆପ ଚାଟ କଲା ବଡ଼ ଖୁଲାସା।

ବର୍ତ୍ତମାନ ସାମ୍ନାକୁ ଆସିଛି ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ମାଙ୍କ ସାଥିରେ ଶ୍ୱେତା କରିଥିବା ଚାଟ। ଆଉ ଚାଟରେ ଶ୍ୱେତା ସୌମ୍ୟଜିତଙ୍କ ମାଙ୍କୁ ଯାହା କହିଛନ୍ତି ତାହା ଜାଣିଲେ ବୋଧେ ହୁଏ ଆପଣ ଆଷ୍ଟର୍ଯ୍ୟ ହୋଇଯିବେ।ଶ୍ୱେତାଙ୍କ ଆ-ତ୍ମହ-ତ୍ୟା ପରେ ଯେଉଁ ବିବା-ଦ ସୃଷ୍ଟି ହୋଇଥିଲା ଚାରି ଆଡ଼େ ଯେଉଁ କଥା ଚ-ହଳ ସୃଷ୍ଟି କରିଥିଲା ତାହା ଉପରୁ ଧୀରେ ଧୀରେ ପରଦା ଉଥିବାରେ ଲାଗିଛି।

ଲୋକଙ୍କ ମନରେ ଯେଉଁ ପ୍ରଶ୍ନ ଥିଲା ବା ପରିବାର ଲୋକେ ଯେଉଁ ଅଭି-ଯୋଗ ଆଣିଥିଲେ ତାହା ସତ ପ୍ରମାଣିତ ହୋଇଛି।କି ଶ୍ୱେତାଙ୍କ ଠାରୁ ସୌମ୍ୟଜିତ କିଛି ନା କିଛି ଜିନିଷ ନେଇଉଥିଲେ ଯାହା ଶ୍ୱେତାଙ୍କ ହ୍ଵାଟ୍ସଆପ ଚାଟ ହିଁ ଏହାର ଖୁଲାସା କରିଛି।

ଶ୍ୱେତା ହ୍ଵାଟ୍ସଆପରେ ସୌମ୍ୟଜିତଙ୍କ ମାଙ୍କୁ ମ୍ୟାସେଜ କରିଛନ୍ତିକି ଆଉ ଯଦି ହେବ ଆପଣଙ୍କ ପୁଅ ଯେଉଁ ମୋ ପଇସାରେ ଡ୍ରେସ ଜୋତା ପିନ୍ଧିଛି ତାର ପଇସା ଭି ଦେଇ ଦେବ। ଶ୍ୱେତା ଆହୁରି କହିଛନ୍ତି କି ତାର ତ ସରମ ନାହିଁ ସେ ନେଲା ପରେ ବି ବ୍ରେ-କଅ-ପ କଲା ପଇସା ଦେଇଦେଉ।ଆଉ ମତେ ଧମ-କୀ କଣ ଦେଉଛି ମୋ ଫଟୋ ଭାଇରାଲ କରିବ। ତାକୁ କହିଦେବେ ମୋ ପଇସାରେ ଯେଉଁ ଅଏସ ଆରମ କରିଛି 3 ବର୍ଷ ମୋ ପଇସା ଦେଇ ଦେଉ। ଆଉ ସେ ଏମିତି କି ବ୍ରେକ-ଅପ ସମୟରେ ବି ଜିନିଷ ମାଗିବାକୁ ପଛାଉ ନଥିଲେ ବୋଲି ଶ୍ୱେତା କହିଛନ୍ତି।

ସେପଟେ ଶ୍ୱେତାଙ୍କ ମୃ-ତ୍ୟୁ ପରେ ପରିବାର ଲୋକେ ଯେଉଁ ଅଭି-ଯୋଗ ଆଣିଥିଲେ କି ସୌମ୍ୟଜିତ ଟଙ୍କା ମାଗୁଥିଲା କି ସୌମ୍ୟଜିତ ଶ୍ୱେତାଙ୍କୁ ବ୍ଲା-କମେ-ଲ କରୁଥିଲା ଶ୍ୱେତାଙ୍କ ପରିବାର ଲୋକେ ଯାହା ଅଭି-ଯୋଗ ଆଣିଥିଲେ ତାହା ସତ ବୋଲି ଏ ହ୍ଵାଟ୍ସ-ଆପ ମ୍ୟାସେଜ ହିଁ ଜଣାଉଛି ବୋଲି ଲୋକେ କହୁଛନ୍ତି। ସେପଟେ ଝିଅକୁ ହରାଇ ଏକ ଦମ ଭା-ଙ୍ଗି ପଡିଥିବା ଝିଅର ପରିବାର ଲୋକେ କିନ୍ତୁ ସୌମ୍ୟଜିତଙ୍କୁ କଠୋର ରୁ କଠୋର ଶା-ସ୍ତି ମିଳୁ ବୋଲି ଅନୁରୋଧ କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ଶ୍ୱେତାଙ୍କ ହ୍ଵାଟ୍ସଆପ ଚାଟ ଉପରେ।

ସେପଟେ ସମସ୍ତଙ୍କ ମନରେ ଗୋଟେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କି ସୌମ୍ୟଜିତଙ୍କ ମା ଏ କେଳେ-ଙ୍କାରୀ ବିଷୟରେ ଜାଣିଥିଲେ ବି କାହିଁକି ସୌମ୍ୟଜିତ ଙ୍କୁ ବୁଝାଇ ନଥିଲେ। ପୁଅର ସବୁ କା-ନ୍ଦ କାର-ନାମା ଜାଣିଲା ପରେ ମଧ୍ୟ ଶ୍ୱେତାଙ୍କୁ ସୌମ୍ୟଜିତ ଙ୍କ ମା ବୁଝାଇ ପାରିଥାନ୍ତେ ଦୁଇ ଜଣଙ୍କ ଜୀବନରେ ଝଡ଼ ଉଥିବା ପୂର୍ବରୁ ଦୁଇ ଜଣଙ୍କୁ ବୁଝାଇ ପାରିଥାନ୍ତେ ହେଲେ କାହିଁକି ସବୁଜାଣି ଚୁପ ରହିଥିଲେ ସୌମ୍ୟଜିତଙ୍କ ମା ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *