ପ୍ରଜ୍ଞାଙ୍କ ଆ-ତ୍ମହ-ତ୍ୟାକୁ ନେଇ ସ୍ୱାମୀଙ୍କ ଉପରେ ସ-ନ୍ଦେହ।

ଦିନ ଯେତିକି ଗଡୁଛି ସ-ନ୍ଦେହ ସେତିକି ବୃଦ୍ଧି ପାଉଛି। କାହିଁକି କଲେ ପ୍ରଜ୍ଞା ଆ-ତ୍ମହ-ତ୍ୟା କଣ ଥାଇ ପାରେ ଏହା ପଛର ଘ-ଟଣା। ପ୍ରଜ୍ଞାଙ୍କର ସ୍ୱାମୀ ଓ ପୁଅ ଥିବା ବେଳେ ପ୍ରଜ୍ଞା କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି। ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମା-ରୁଥିବା ବେଳେ ଏବେ ସିସିଟିଭି ଫୁଟେଜ ଲୋକଙ୍କ ସନ୍ଦେ-ହକୁ ଆହୁରି ଦୁଇ ଗୁଣିତ କରିଛି। ସିସିଟିଭି ଫୁଟେଜ ଅନେକ କିଛି କାହାଣୀ କହୁଛି। ଯାହା ମୃ-ତ୍ୟୁ ପୂର୍ବରୁ ପ୍ରଜ୍ଞା ଛାଡି ଯାଇଛନ୍ତି। କଣ ଏହି ସିସିଟିଭି ଫୁ-ଟେଜ ହିଁ ଖୋଲିବ କି ପ୍ରଜ୍ଞା କାହିଁକି କଲେ ଆ-ତ୍ମହ-ତ୍ୟା ? ଏହି ସିସିଟିଭି ଫୁ-ଟେଜ ରୁ ଜଣା ପଡିଯିବ କି ପ୍ରଜ୍ଞାଙ୍କ ଆ-ତ୍ମହ-ତ୍ୟା ପଛରେ ପ୍ରକୃତରେ ଦାୟୀ କିଏ

ସିସିଟିଭି ଫୁଟେଜ ଅନେକ କିଛି କଥା କହୁଛି। ଯେମିତିକି ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ମୃ-ତ୍ୟୁ ପୂର୍ବରୁ ପ୍ରଜ୍ଞାଙ୍କର ଚାଲି ଚଳଣି ଓ ସେ କେତେ ବ୍ୟସ୍ତ ଆଉ ବିବ୍ରତ ଲାଗୁଥିଲେ। ଯେଉଁ ସିସିଟିଭି ଫୁ-ଟେଜ ବର୍ତ୍ତମାନ ସାମ୍ନାକୁ ଆସିଛି ସେହି ଫୁ-ଟେଜ ହିଁ ଜଣାଉଛି କି ଯେତେବେଳେ ପ୍ରଜ୍ଞା ତାଙ୍କ ପଡ଼ୋଶୀଙ୍କ ଘରକୁ ଯାଉଛନ୍ତି ସେହି ସମୟରେ ସେ ଏକ ଦମ ବିଚଳିତ ଭାବେ ପଡ଼ୋଶୀଙ୍କ ଘରୁ ବାହାରି ନିଜ ଘରକୁ ଆସିଛନ୍ତି।

ପୁଣି କିଛି ସମୟ ପରେ ପ୍ରଜ୍ଞା ଘରୁ ପଡ଼ୋଶୀଙ୍କ ଘରକୁ ଯାଉଛନ୍ତି ପୁଣି ପଡ଼ୋଶୀଙ୍କ ଘରୁ ଆସି ନିଜ ଘରକୁ ଯାଉଛନ୍ତି। ତା ପରେ ପଡୋଶୀ ପ୍ରଜ୍ଞାଙ୍କ ଘରକୁ ଯାଉଛନ୍ତି କିଛି ସମୟ ପ୍ରଜ୍ଞାଙ୍କ ଘରେ ରହିବା ପରେ ପୁଣି ସେ ନିଜ ଘରକୁ ଫେରୁଛନ୍ତି। ପରେ ପ୍ରଜ୍ଞାଙ୍କ ସ୍ୱାମୀ ପୁଅକୁ ସାଥିରେ ଧରି ଘରକୁ ଯାଉଛନ୍ତି।

ତେବେ ପ୍ରଶ୍ନ ଉଠୁଛି ପରିବାର ଭିତରେ ଏମିତି କଣ ହୋଇଥିଲା ଯାହା ଦ୍ୱାରା ସମସ୍ତେ ଏତେ ବ୍ୟସ୍ତ ଥିଲେ।ସେ ଦିନ ଭୋଜିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦେଖା ଦେଇଥିଲା କି ମନ ମତାନ୍ତର ? ପ୍ରଜ୍ଞାଙ୍କ ଘର ପାଖ ଲୋକଙ୍କର କହିବା ଅନୁଯାୟୀ ଭୋଜି ପରଠୁ ଘରୁ ପା-ଟି ତୁ-ଣ୍ଡ ଶୁଭିଥିଲା। ଓ ପରେ ପ୍ରଜ୍ଞା ଆ-ତ୍ମହ-ତ୍ୟା କରିଦେଇଥିଲେ।

ଯେତେବେଳେ ପ୍ରଜ୍ଞା ଆ-ତ୍ମହ-ତ୍ୟା କଲେ ସେତେବେଳେ ପ୍ରଜ୍ଞାଙ୍କୁ ପ୍ରଥମେ କିଏ ଦେଖିଥିଲେ। ଓ କାହିଁକି ପ୍ରଜ୍ଞା ଆ-ତ୍ମହ-ତ୍ୟା ପରି ଚରମ ନିଷ୍ପତ୍ତି ନେଲେ। ପରିବାର ଭିତରେ ଏମିତି କେଉଁ ଝଡ଼ ସୃଷ୍ଟି ହୋଇଥିଲା ଯେ ଯେଉଁଥି ପାଇଁ ପ୍ରଜ୍ଞା ଆ-ତ୍ମହ-ତ୍ୟା କରିବାକୁ ବାଛି ନେଇଥିଲେ। ସନ୍ଦେହ ନା ରା-ଗ ଅଭିମାନ ନା ପ୍ରଜ୍ଞାଙ୍କ ମୃ-ତ୍ୟୁ ପଛରେ ରହିଛି ଆଉ କିଛି ର-ହସ୍ୟ ? ତେବେ ସେ ଯାହା କିଛିବି ହୋଇଥାଉ ପ୍ରଜ୍ଞାଙ୍କ ଆ-ତ୍ମହ-ତ୍ୟାର ରହସ୍ୟ ଉପରୁ ଏହି ସିସିଟିଭି ଫୁ-ଟେଜ ପରଦା ହଟାଇବ ବୋଲି ବେଶ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *