ନିଜ ନାତୁଣୀ ବୟସର କୁନି ଝିଅ ସହିତ ବୃଦ୍ଧ କଲେ ଏପରି କା-ଣ୍ଡ , ଆଶ୍ଚର୍ଯ୍ୟ ହୋଇଗଲା ପୁରା ଗାଆଁ

ଜେଜେ ଆଉ ନାତୁଣୀର ସ-ମ୍ପର୍କ କେତେ ପବିତ୍ର ସ-ମ୍ପର୍କ । ସେମାନଙ୍କ ଭିତରେ ଏପରି ଏକ ସମ୍ପ-ର୍କ ରହିଥାଏ , ଯାହା ସହଜରେ ଭା-ଙ୍ଗି ନଥାଏ । ପିଲା ଦିନେ ଆମେ ମାଆ ଅପେକ୍ଷା ନିଜ ଜେଜେ ଜେଜେମା ଙ୍କୁ ବେଶୀ ଭଲ ପାଇଥାଉ ଆଉ ସେମାନଙ୍କୁ ସବୁ କଥା କହିଥାଉ । ଆଉ ସେ ବି ଆମକୁ ବହୁତ୍ ଭଲ ପାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଘ-ଟଣା ବିଷୟରେ ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

ଜଣେ ଜେଜେ ନିଜ ନାତୁଣୀ ବୟସର ଛୋଟ ଝିଅ ସହିତ ଏପରି କା-ଣ୍ଡ କରିଛନ୍ତି। ବୟସର ଶେଷ ପର୍ଯ୍ୟାୟରେ ପାଦ ଦେଇଥିଲେ ମଧ୍ୟ ଦେହରୁ ଭୋକ ମେଣ୍ଟି ନାହିଁ ଆଉ ଏପରି କା-ଣ୍ଡ କରୁଛନ୍ତି । ତେବେ ଏପରି ଏକ ଖବର ସାମ୍ନାକୁ ଆସିଛି ଜଗତସିଂହପୁରରେ ଜିଲ୍ଲା ବାଲିକୁଦା ଥା-ନା ଅଞ୍ଚଳରୁ । ଜଣେ ବୃଦ୍ଧ ନିଜ ନାତୁଣୀ ବୟସର ୪ ବର୍ଷର କୁନି ଝିଅର ଛାତିକୁ କା-ମୁଡି ଦେଇଛନ୍ତି ।

ସୂଚନା ଅନୁଯାୟୀ , କୁନି ଝିଅଟି ଗାଆଁ ଦାଣ୍ଡରେ ଖେଳୁଥିଲା ଆଉ ସେହି ସମୟରେ ବୃଦ୍ଧ ଜଣକ ତାକୁ ଘର ଭିତରକୁ ଡ଼ାକି ଥିଲେ ଆଉ ତାକୁ ଡ୍ରେସ୍ ଖୋଲିବାକୁ କହି ତାର ଛାତିକୁ କା-ମୁଡି ଦେଇଥିଲେ । ତେବେ ଏହାପରେ ଝିଅଟି ଘରକୁ ଫେରିଥିଲା ଆଉ ଖାଇ ପିଇ ଶୋଇବାକୁ ଯିବା ସମୟରେ ତାର ମାଆ ତାକୁ ଡ୍ରେସ୍ ଖୋଲିବାକୁ କହିଥିଲେ ଆଉ ଏହି ସମୟରେ ଯାହା ଦେଖିଥିଲେ ହୋଇ ଯାଇଥିଲେ ଚକିତ ।

ଝିଅର ଛାତିରେ ର-କ୍ତ ଜମାଟ ବାନ୍ଧି ହୋଇ ଯାଇଥିଲା । ତେବେ ଏହାର କାରଣ ଝିଅକୁ ପଚାରିିବାରୁ ଝିଅ କହିଥିଲା ଟିଭି ଜେଜେ ଏପରି କରିଛନ୍ତି । ଆଉ ଏହାପରେ ଝିଅର ବାପା ଯାଇ ବୃଦ୍ଧଙ୍କୁ ପଚାରିବାରୁ ବୃଦ୍ଧ ଜଣକ ଓଲଟା ରା-ଗି ଯାଇଥିଲେ ଆଉ ଗାଁର ମୁଖିଆ ମାନେ ମଧ୍ୟ ଏକଥା ବୁଝି ନଥିଲେ । ତେବେ ବାଧ୍ୟ ହୋଇ ସେ ପୋ-ଲିସ ନିକଟରେ ଅଭି-ଯୋଗ ଦେଇଥିଲେ । ବର୍ତ୍ତମାନ ପୋ-ଲିସ ବୃଦ୍ଧଙ୍କୁ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *