କା-ନ୍ଦି କା-ନ୍ଦି ହାତଯୋଡି ସାହାଯ୍ୟ ପାଇଁ ଅନୁରୋଧ କଲେ ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଜୋଜୋ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି ଅନେକ କଳାକାର ଅଛନ୍ତି , ଯେଉଁମାନେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନ କିଣି ନେଇଛନ୍ତି ତଥା ସେମାନଙ୍କ ହୃଦୟରେ ଘର କରି ନେଇଛନ୍ତି । ଅନ୍ୟପକ୍ଷରେ ଏଭଳି କଳାକାର ମଧ୍ୟ ଅଛନ୍ତି , ଯେଉଁମାନେ ଖୁବ କମ୍ ଦିନ ମଧ୍ୟରେ ଦର୍ଶକ ମାନଙ୍କର ମନ ଜିଣିବାରେ ସଫଳ ହୋଇଛନ୍ତି । ଅନେକ କଳାକାର ବହୁତ କମ୍ ଦିନ ପାଇଁ ଆସି ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ଏଭଳି ଛାପ ଛାଡି ଦେଇଛନ୍ତି , ଯାହା କେବେ ମଧ୍ୟ ଲିଭି ପାରିବ ନାହିଁ । ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ଏଭଳି ଜଣେ କଳାକାରଙ୍କ ବିଷୟରେ ଆମେ କହିବାକୁ ଯାଉଛୁ , ଯାହାଙ୍କ କଥା ଶୁଣିଲେ ତଥା ଯାହାଙ୍କ ନାମ ଶୁଣିଲେ ଆପଣ ହସି ହସି ଗଡ଼ିଯିବେ ।

ତେବେ ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ କଳାକାର ଯୋଗେଶ ଜୋଜୋ । ପଶ୍ଚିମ ଓଡିଶାର ଜଣେ ସଫଳ ହାସ୍ୟ ଅଭିନେତା । ତେବେ ସେ କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ଓଡ଼ିଶାର ଜଣେ ସଫଳ କଳାକାର । ପ୍ରତି ଘରେ ଘରେ ସେ ପରିଚିତ ଅଟନ୍ତି । ସମସ୍ତଙ୍କର ହସର ମାଧ୍ୟମ ସେ ଅଟନ୍ତି । ହସାଇ ହସାଇ ସେ ସମସ୍ତଙ୍କର ପେଟ ବ୍ୟ-ଥା କରି ଦେଇଥାନ୍ତି । ହସ ମାଧ୍ୟମରେ ସେ ଦର୍ଶକ ମାନଙ୍କର ମନୋରଞ୍ଜନ କରାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି , ଯେଉଁଥିରେ ଆପଣ ଯୋଗେଶ ଜୋଜୋଙ୍କୁ ଦେଖିପାରିବେ ।

ଆପଣ ସେହି ଭିଡିଓରେ ଦେଖିପାରିବେ ଯେ , ଯୋଗେଶ ଜୋଜୋ ହାତ ଯୋଡି ସମସ୍ତଙ୍କ ଆଗରେ ପ୍ରାର୍ଥନା କରିଛନ୍ତି । ତେବେ ଏହା ପଛର କାରଣ କଣ ରହିଛି । କଣ କାରଣ ପାଇଁ ଯୋଗେଶ ଜୋଜୋ ସମସ୍ତଙ୍କ ଆଗରେ ହାତ ଯୋଡି ପ୍ରାର୍ଥନା କରିଛନ୍ତି । ଏମିତି କଣ କାରଣ ଅଛି , ଏମିତି କଣ ସମସ୍ୟା ଅଛି , ଯେଉଁଥିପାଇଁ ସେ ଅନ୍ୟମାନଙ୍କ ଆଗରେ ହାତ ଯୋଡିଛନ୍ତି । ତେବେ ଏହା ପଛର କାରଣ ଜାଣିଲେ ଆପଣ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ପଛର ଏକ କାରଣ ହେଉଛି , ଯୋଗେଶ ଜୋଜୋ ଏକ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି ।

https://youtu.be/oQXiHbfvDbE

ତେବେ ଏହି ଚଳଚ୍ଚିତ୍ର କରିବା ନେଇ ଅନେକ ଲୋକ ତାଙ୍କୁ ହଇ-ରାଣ କରିବାରେ ଲାଗିଛନ୍ତି । ଆଉ ତାଙ୍କୁ ଅନେକ ଧ-ମ-କ ଚମକ ଦେଉଛନ୍ତି । ଯେଉଁଥିପାଇଁ ଜୋଜୋ ଅନେକ ଭ-ୟଭୀ-ତ ହୋଇ ଯାଇଛନ୍ତି । ଆଉ ହାତ ଯୋଡି ଦର୍ଶକ ମାନଙ୍କୁ ତଥା ନିଜର ପ୍ରଶଂସକ ମାନଙ୍କୁ ସାହାଯ୍ୟ ମାଗିଛନ୍ତି । ତେବେ ଦର୍ଶକ ମାନଙ୍କୁ ନିଜ ମନର ଦୁଃ-ଖ ଜଣାଇ ସେ ସାହାଯ୍ୟ କରିବାପାଇଁ ନିବେଦନ କରିଛନ୍ତି । ତଥା ଏହି ବାର୍ତା ଜଣାଇଛନ୍ତି , ଚଳଚ୍ଚିତ୍ରଟି ଶୀତଳ ଷଷ୍ଠୀରେ ରିଲିଜ ହେବ ଏବଂ ଏପ୍ରିଲ ମାସରେ ଏହି ଚଳଚ୍ଚିତ୍ରର ଶୁ-ଟିଂ ଆରମ୍ଭ ହେବ।

ଏହି ଚଳଚ୍ଚିତ୍ରକୁ ନେଇ ସେ ଅତ୍ୟନ୍ତ ଇଚ୍ଛା ଆଗଭର ଅଛନ୍ତି । ଏହାବ୍ୟତୀତ ଏହି ଚଳଚ୍ଚିତ୍ର ପଛରେ ସେ ନିଜ ରୋଜଗାରର ଅନେକ ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଆଉ ସାହାଯ୍ୟ ପାଇଁ ନିଜ ଦର୍ଶକ ମାନଙ୍କୁ ପ୍ରାର୍ଥନା କରିଛନ୍ତି । ଏହାବ୍ୟତୀତ ସେ ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାହିଁକି ନା ଦର୍ଶକ ମାନଙ୍କ ପାଇଁ ସେ ଆଜି ଏତେ ଆଗକୁ ଯାଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *