ଚଉଠି ରାତିରେ ମଥାରୁ ସିନ୍ଦୁର ପୋଛି ବାପ ଘରକୁ ପଳାଇଲା କନିଆ । ମ-ଦ ପିଇଥିଲା ବର , ଆଉ ତାପରେ ………

ବେଦୀରେ ବର କନିଆ ବିବାହ ସରିଥିଲା । କିନ୍ତୁ ଚଉଠି ରାତିରେ କିଛି ଏଭଳି ଘଟିଲା ଯାହାଦ୍ୱାରା କନିଆ ମଥାରୁ ସିନ୍ଦୁର ପୋଛି ବାପ ଘରକୁ ପଳାଇଲା । ବର୍ତ୍ତମାନ କନିଆ ଠାରୁ ଜାଣିବାକୁ ମିଳିଛି ଯେ , ବର କୁଆଡ଼େ ବିବାହ ଦିନ ମ-ଦ ପିଇ ବେଦୀରେ ବସିଥିଲା ଏବଂ ଚଉଠି ରାତି ଦିନ ମ-ଦ ପିଇ କୁଆଡ଼େ କନିଆକୁ ମା-ଡ଼ ମା-ରିଥିଲା । ଆଉ ସେଥିପାଇଁ ହିଁ କନିଆ ଆଦୋୖ ସହି ନପାରି ସିନ୍ଦୁର ପୋଛି ଘରକୁ ପଳାଇ ଆସିଥିଲା ।

ତାପରେ ଝିଅ ଆଣିଥିବା ଦାମୀ ଯୌତୁକକୁ ବାପ ଘର ଲୋକ ଏବେ ଫେରାଇ ନେଉଛନ୍ତି । ବେଦୀରେ ବିବାହ ସମୟର ଭିଡ଼ିଓ ଦେଖିଲେ ଆପଣ ଜାଣି ପାରିବେ ଯେ ସେଦିନ ବେଦୀରେ କନିଆ କା-ନ୍ଦୁଥିଲା ଏବଂ ମୁହଁ ଫୁଲାଇ ବସିଥିଲା । ଚଉଠି ରାତିରେ କିନ୍ତୁ ବର କୁଆଡ଼େ ମ-ଦ ପିଇ କନିଆକୁ ମା-ରିଥିଲା ।

ଯେଉଁ କାରଣରୁ ଏବେ ପୋ-ଲିସ ଆଗରେ ସବୁ ଯୌ-ତୁକ ନିଆ ଯାଉଛି ଏବଂ କନିଆ ବାପ ଘରକୁ ଚାଲି ଗଲାଣି । କିନ୍ତୁ ଏହି ଘ-ଟଣା ପରେ ବର ଘର ଲୋକେ କହୁଛନ୍ତି ଯେ କୁଆଡ଼େ କନିଆ ଅନ୍ୟ କାହାକୁ ଭଲ ପାଉଛି । ତେଣୁ ମି-ଛରେ ସେ ବର ନାମରେ ମି-ଥ୍ୟା ଅଭି-ଯୋଗ କରୁଛି । ବର୍ତ୍ତମାନ କନିଆ ବାପ ଘରକୁ ଚାଲିଯିବା ପରେ ବର ଘର ଲୋକେ ଏବଂ କନିଆ ଘର ଲୋକେ ପରସ୍ପର ଉପରକୁ ଦୋ-ଷ ଫିଙ୍ଗା ଫିଙ୍ଗି ହେଉଛନ୍ତି ।

କିନ୍ତୁ ସତ କଣ ତାହା ଏବେ ସୁଦ୍ଧା ଜଣା ପଡ଼ିନାହିଁ । ସୂଚାନ ଅନୁଯାୟୀ ଏଭଳି ଏକ ଘ-ଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥା-ନା କନ୍ଦରସିଆ ଗାଁରେ ଘଟ ଯାଇଛି । ଚତୁର୍ଥୀ ରାତିରେ ନବ ବିବାହିତା ଝିଅ ବାପ ଘରକୁ ଚାଲି ଯିବାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଅନୁଗୁଳ କୁମଣ୍ଡ ଅଞ୍ଚଳର ଜଣେ ଝିଅକୁ ପରଜଙ୍ଗ କନ୍ଦରସିଅ ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲେ । କିନ୍ତୁ ଚତୁର୍ଥୀ ଦିନ ଝିଅ ନିଜ ବାପ ଘରକୁ ଚାଲି ଯାଇଛି । କିନ୍ତୁ ଝିଅ ଅଭି-ଯୋଗ କରିଛି ଯେ ବର କୁଆଡ଼େ ମ-ଦ ପିଇ ତାଙ୍କୁ ମା-ଡ଼ ମା-ରୁଥିଲା । ଏହା ଶୁଣିବା ପରେ ବର ଘର ଲୋକେ ଏହି କଥାକୁ ଖଣ୍ଡନ କରିଛନ୍ତି ।

ସେମାନେ କହିଛନ୍ତି ଯେ ନି-ର୍ବନ୍ଧ ଦିନ ମଧ୍ୟ ଝିଅ କା-ନ୍ଦୁଥିଲା ଏବଂ ତାର ବିବାହ କରିବାର ଇଚ୍ଛା ନଥିଲା । ଝିଅର ଅନ୍ୟ କେଉଁଠି ଚକ୍କର ଥିବା କାରଣରୁ ବର ଘର ଲୋକ ଉପରେ ଏଭଳି ଅଭି-ଯୋଗ ଆଣୁଥିବା କହିଛନ୍ତି ବର ଘର ଲୋକେ । ତେବେ ବର୍ତ୍ତମାନ ଏହି ମାମ-ଲା ପରଜଙ୍ଗ ଥା-ନାକୁ ଯାଇଛି ଏବଂ ସେଠାରେ ସରପଞ୍ଚ ଏବଂ କିଛି ବୁଦ୍ଧିଜୀବୀଙ୍କ ଆଲୋଚନା ପରେ ମାମ-ଲାର ସମାଧାନ ହୋଇଥିଲା ।

Leave a Reply

Your email address will not be published. Required fields are marked *