ପଡୋଶୀ ଭାଇ ବ୍ରିଜ ତଳେ କଲା ଦୁଇ ଘଣ୍ଟା କାଳ ଦୁ-ଷ୍କ-ର୍ମ

ଏ କଳିଯୁଗରେ ମଣିଷ ସାଯୁଛନ୍ତି ନର ରାକ୍ଷସ । ଭୁଲି ଯାଉଛନ୍ତି ନିଜ ଭିତରେ ଥିବା ମାନବିକତା । ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ଖସି ଯାଉଛନ୍ତି ଏକ ଦମ୍ ତଳକୁ । ମଣିଷ ପାଲଟି ଯାଉଛନ୍ତି ମଣିଷରୁ ଜଲ୍ହାଦ । ହଁ ବନ୍ଧୁଗଣ ଆମେ ବର୍ତ୍ତମାନ ଆପଣଙ୍କୁ ଏମିତି ଏକ ଘଟଣା କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣ କାହାକୁ ବି ବିଶ୍ୱାସ କରିବା କଷ୍ଟକର ହୋଇଯିବ ଆପଣଙ୍କ ପାଇଁ । ମଣିଷ କିପରି ମଣିଷରୁ ରାକ୍ଷସ ସାଜେ ତାହାର ଏ କାହାଣୀ ହେଉଛି ଜ୍ୱଳନ୍ତ ଉଦାହରଣ । ପଡୋଶୀ ଭାଇ ସାଜିଲା କାଳ ରାକ୍ଷସ ।

ସେ ଦିନ ସନ୍ଧ୍ୟା ସମୟରେ ନାବାଳିକା ଝିଅ ଜଣଙ୍କ ମାମୁଁ ଘରକୁ ଯିବାକୁ ମନା କରିଥିଲା । ମାମୁ ଘରେ ମଜା ମସ୍ତି କରିବାକୁ ଭାବିଥିଲା । କାରଣ ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ନାବାଳିକା ଯୁବତୀ ସୁଦୂର ତାମିନାଡୁରେ ରହି କାର୍ଯ୍ୟ କରୁଥିଲେ । ଆଉ ଘରକୁ ବୁଲିବାକୁ ଆସୁଥିବା ବେଳେ ମାମୁଁ ଘରକୁ ଯିବା ପାଇଁ ବାହାରି ଥିଲେ । ଘର ପାଖରେ ଜଣେ ଭାଇଙ୍କ ସାଥିରେ ଯୁବତୀ ଜଣଙ୍କ ମାମୁଁ ଘରକୁ ସନ୍ଧ୍ୟା ସମୟରେ ବାହାରି ଯାଇଥିଲେ । ସେତେବେଳେ ଭାଇ ଭାଇରୁ ସାଜିଥିଲେ ନର ରାକ୍ଷସ ।

ସନ୍ଧ୍ୟା ନଇଁ ଆସୁଥିଲା ଜଙ୍ଗଲ ରାସ୍ତାରେ ଧୀରେ ଧିରେ ଯୁବତୀଙ୍କୁ ବସାଇ ପୁପୁନ ପାତ୍ର ଆଗକୁ ଆଗକୁ ମାଡ଼ି ଚାଲିଥିଲେ । ଆଉ ଯେତେବେଳେ ମୁଁହ ସଞ୍ଜ ଆସିଗଲା ସେତେବେଳେ ଯୁବକ ଜଣଙ୍କ ଭିତରେ ରାକ୍ଷସ ଗୁଣ ଜାଗି ଉଠିଲା । ଆଉ ଯୁବକ ଜଣଙ୍କ ନାବାଳିକାକୁ ନେଇ ବ୍ରିଜ ତଳକୁ ଚାଲିଯାଇଥିଲେ । ଯୁବତୀ ଜଣଙ୍କ ବହୁତ୍ ଜୋରେ ଚିତ୍କାର କରୁଥିଲେ କିନ୍ତୁ ସେହି ଜଙ୍ଗଲ ଆଉ ବ୍ରିଜ ଭିତରେ ନାବାଳିକାଙ୍କ ଚିତ୍କାର କାହାକୁ ବି ଶୁଣା ଯାଉନଥିଲା । ଆଉ ଯୁବକ ଜଣଙ୍କ ନାବାଳିକାଙ୍କୁ ବେହୋସ୍ କରାଇ କରିଥିଲେ ସାଙ୍ଘାତିକ କାଣ୍ଡ ।

ନାବାଳିକାଙ୍କ ସହିତ ଦୀର୍ଘ ଦୁଇ ଘଂଟା ଧରି ଦୁ-ଷ୍କ-ର୍ମ କରିବା ପରେ ମଧ୍ୟ ଯୁବକ ଜଣଙ୍କ ଶାନ୍ତି ହୋଇନଥିଲେ । ଶେଷରେ ଯୁବକ ଜଣଙ୍କ ନାବାଳିକା ଯୁବତୀଙ୍କ ଜୀବନ ନେଇଯାଇଥିଲେ । ପରେ ଏହି ଘଟଣା ପରିବାର ଲୋକେ ଜାଣିବା ପରେ ପୋଲିସରେ ଖବର ଦେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନାବାଳିକାଙ୍କୁ ପ୍ରଥମେ ବଳା-ତ୍କାର ଆଉ ପରେ ହ-ତ୍ୟା କରାଯାଇଛି । ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ସ୍ଥଳରେ ସିନ ରିକ୍ରେଏସନ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *