ପରୀ ମାମ-ଲାରେ ହେଲା ଶୁଣାଣି । ପରୀକୁ ଜାମୁକୋଳି ଦେଇ ହ-ତ୍ୟା କରିଥିବା ଅଭି-ଯୁକ୍ତକୁ ହେଲା ୨୦ବର୍ଷ ଜେ-ଲ ଦ-ଣ୍ଡ ।

ସେଦିନର ସେହି ପରୀ ଘଟ-ଣାକୁ କେହିବି ଭୁଲି ନଥିବେ । ଆଉ ବର୍ତ୍ତମାନ ସମୟରେ ଯେଉଁ ଖବର ଶୁଣିବାକୁ ମିଳିଛି ଯେ ପରୀକୁ ଜାମୁକୋଳି ଦେଇଥିବା ଅ-ଭିଯୁ-କ୍ତକୁ ୧୦ ବର୍ଷ ଜେ-ଲ ଦ-ଣ୍ଡ ହୋଇଛି । ବୋହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହ-ତ୍ୟାକା-ଣ୍ଡ ବିଷୟରରେ ଯିଏ ଜାଣିଥିବ ସେହି ବୁଝିଥିବ ଯେ ସେହି ଘ-ଟଣା କେତେ ଦୁଃ-ଖଦ ଏବଂ ବିଭତ୍ସ ଥିଲା ।

କହିରଖିବୁ ଯେ ଆଜି ସେହି ପରୀ ମାମ-ଲାର ରାୟ ପ୍ରକାଶ ପାଇଛି । ସେହି ମାମ-ଲାରେ ଜଡ଼ିତ ଅଭି-ଯୁକ୍ତକୁ ଆଜି ୨୦ ବର୍ଷ ଜେ-ଲ ଦ-ଣ୍ଡାଦେଶ ହୋଇଛି । ସ୍ୱତନ୍ତ୍ର ଚିଲଡ୍ରେନ କୋର୍ଟ ଏହି ମାମ-ଲାରେ ଦ-ଣ୍ଡାଦେଶ ଶୁଣାଇଛନ୍ତି । ସେହି ଅଭି-ଯୁକ୍ତକୁ ଗତକାଲି କୋର୍ଟରେ ହାଜର କରାଯାଇଥିଲା ।

ଏଥିପାଇଁ ରାଉରକେଲା ବାଳ ସୁଧାର ଗୃହରୁ ଅଭି-ଯୁକ୍ତକୁ ନୟାଗଡ଼ ଚିଲଡ୍ରେନ କୋର୍ଟକୁ ଅଣା ଯାଇଛି । ଗତ ୩୦ ତାରିଖରେ ଏହି ମାମ-ଲାର ଶୁଣାଣି ହୋଇଥିଲେ ହେଁ ତାହାକୁ ସଂର-କ୍ଷିତ ରଖା ଯାଇଥିଲା । ପରୀ ହ-ତ୍ୟାକା-ଣ୍ଡ ମାମ-ଲାରେ ଗଠିତ ଏସଆଇଟି ଗତ ଡିସେମ୍ବର ୨୦ ରେ ଅଭି-ଯୁକ୍ତକୁ ଗି-ରଫ କରାଯାଇଥିଲା ।

ବହୁ ବାଦ ବି-ବାଦ ଏବଂ ରାଜ୍ୟ ରାଜନୀତି ସତ୍ତ୍ୱେ ସେହି ଅଭି-ଯୁକ୍ତକୁ ଗତ ଡିସେମ୍ବର ୨୦ , ୨୦୨୦ ରେ ଧରା ଯାଇଥିଲା । କୁହାଯାଏ ଯେ ସେହି ଅଭି-ଯୁକ୍ତ ଜଣକ ପରୀକୁ ଜାମୁକୋଳି ଖାଇବାକୁ ଦେଇ ହ-ତ୍ୟା କରିଥିଲା । ଆଉ ଆଜି ସେହି ଅଭି-ଯୁକ୍ତକୁ କଠୋର ଦ-ଣ୍ଡ ଦିଆଯାଇଛି ଯାହାକି ୨୦ ବର୍ଷ ଜେ-ଲ ଦ-ଣ୍ଡ ଅଟେ ।

ନୟାଗଡ଼ ସଦର ଥା-ନା ଲକ୍ଷ୍ମୀପ୍ରସାଦ ଅନ୍ତର୍ଗତ ଯଦୁପୁର ଗାଁର ୬ ବର୍ଷର ଝିଅ ପରୀ ୨୦୨୦ ଜୁଲାଇ ୧୪ ତାରିଖ ଦିନ ଘର ଆଗରେ ଖେଳୁଥିବା ସମୟରେ କୁଆଡ଼େ ନି-ଖୋଜ ହୋଇ ଯାଇଥିଲା । ପରିବାର ଲୋକେ ବୋହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ସଦର ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ । ଆଉ ତାପରେ ଯାହାସବୁ ହେଲା ତାହା ତ ସମସ୍ତଙ୍କୁ ଜଣା ।

ସେହି ମାସ ୨୩ ତାରିଖ ଦିନ ତାଙ୍କ ଘରର ବାଡ଼ି ପଛରେ ଥିବା ଏକ ଗାଡ଼ିଆରୁ ଝିଅ ପରୀର ଖଣ୍ଡ ବିଖଣ୍ଡିତ ଗଳିତ ମୃ-ତ ଶ-ବ ଏକ ବସ୍ତାରେ ବନ୍ଧା ହୋଇଥିବାର ମିଳିଥିଲା । ପୂର୍ବ ଶ-ତ୍ରୁତା କାରଣରୁ ଝିଅକୁ ହ-ତ୍ୟା କରି ଫିଙ୍ଗି ଦେଇଥିବା ଅଭି-ଯୁକ୍ତ ଜଣକ ନିଜେ ସ୍ୱୀକାର କରିଥିଲା । ଅଭି-ଯୁକ୍ତ ନିଜର ଦୋ-ଷ ସ୍ୱୀକାର କରିବା ପରେ ତାକୁ ଗି-ରଫ କରାଯାଇଥିଲା । ଆଉ ଆଜି ସେହି ଘଟ-ଣାର ରାୟ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *