କଲେଜ ଲାଇବ୍ରେରୀରେ ଛାତ୍ରୀଙ୍କ ସହିତ ଅସ-ଦାଚରଣ କଲେ ପିଜିକ୍ସ ଅଧ୍ୟାପକ । ଭାଇରଲ ହେଲା ଅଡ଼ିଓ ।

ମାର୍ଚ୍ଚ ୨୦୨୩ ର ଏକ ଘ-ଟଣା କିନ୍ତୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁ ଅଡ଼ିଓରେ ଶୁଣିବାକୁ ମିଳିଛି ଯେ ଜଣେ କଲେଜ ଅଧ୍ୟାପକ ଯୁକ୍ତ ୩ ଛାତ୍ରୀଙ୍କ ସହିତ ଭଲ ବ୍ୟବହାର କରୁ ନାହାଁନ୍ତି । ତାଙ୍କୁ ବହି ଦେବେ କହି ଅନ୍ଧାରକୁ ଡାକୁଥିଲେ । ଆଉ ଯଦି ସେ ତାଙ୍କୁ କି-ସ କରନ୍ତି ତେବେ ତାଙ୍କୁ ବହି ଦେବା ସହିତ ପରୀକ୍ଷାରେ ତାଙ୍କର ଏବଂ ତାଙ୍କ ଭଉଣୀକୁ ଭଲ ମାର୍କ ଦେବେ ବୋଲି ମଧ୍ୟ କହିଛନ୍ତି ।

ଯେଉଁ ମାମଲା ବର୍ତ୍ତମାନ ସାମ୍ନାକୁ ଆସିବା ପରେ ସବୁଠି ଏହି ଅଧ୍ୟାପକଙ୍କୁ ନିନ୍ଦା କରାଯାଇଛି । ସୂଚନା ଅନୁଯାୟୀ ଫିଜିକ ଅଧ୍ୟାପକ ରାଧାକାନ୍ତ ଦାସଙ୍କ ଦ୍ଵାରା ଯୌ-ନ ନିର୍ଯା-ତନାର ଶି-କାର ହୋଇଛନ୍ତି ଜଣେ ଯୁକ୍ତ ୩ ଛାତ୍ରୀ ।ଯେଉଁ ମାମ-ଲା ପରେ ଉକ୍ତ ଛାତ୍ରୀଙ୍କ ପରିବାର ଲୋକେ ତାଙ୍କର କଲେଜ ଯିବା ବନ୍ଦ କରି ଦେଇଥିଲେ ।

ପୋକ୍ସ ଆକ୍ଟରେ କେଶ କରିବା ପରିବର୍ତ୍ତେ ସୋର ଥା-ନାରେ ଏକ ମ-କଦ୍ଦ-ମା ରୁଜ୍ଜୁ କରି ତ-ଦନ୍ତ କରିବା ସମୟରେ ଅସାମୀ ଆଗୁଆ ଦୁଇଥର ଜାମିନ ଆବେଦନ କରି ପରେ ସୋର କୋର୍ଟରେ ଆତ୍ମସମର୍ପଣ ନକରି ଫେ-ରାର ହୋଇ ଯାଇଥିଲେ । ମାତ୍ର କଲେଜର ଅଧ୍ୟକ୍ଷ ତାଙ୍କୁ ମେଡ଼ିକାଲ ଲିଭ ଦର୍ଶାଇ ତାଙ୍କୁ ଦରମା ଦେଇଥିବା ଅଭି-ଯୋଗ ହୋଇଛି । ଏହାବ୍ୟତୀତ ପୋ-ଲିସ ଏବଂ କଲେଜ ଅଧ୍ୟକ୍ଷ ସେଦିନ ଅସା-ମୀ କଲେଜ ଆସି ନଥିବା ଦର୍ଶାଇ କେ-ଶକୁ ବନ୍ଦ କରି ଦେବାକୁ ଉଦ୍ୟମ କରିଥିଲେ ।

ଏହାକୁ ନେଇ କର୍ତ୍ତୃପକ୍ଷ କହିଛନ୍ତି ଯେ ସେହି ମାମ-ଲା ଠାରୁ କଲେଜରେ ସେହି ଷ୍ଟ୍ରିମରେ ଆଉ କେହି ଆଡ଼ମିଶନ ନେଉ ନାହାଁନ୍ତି । ଏମିତିକି କଲେଜରେ ସବୁ ପିଲା ମିଶି ୧୬ ଜଣ ଅଛନ୍ତି ଯେଉଁ କାରଣରୁ କଲେଜ ଅନୁଷ୍ଠାନ ମଧ୍ୟ ବୁଡ଼ି ଯାଉଛି ବୋଲି କହିଛନ୍ତି କର୍ତ୍ତୃପକ୍ଷ । କଲେଜର ଅଧିକାଂଶ କର୍ମଚାରୀ ଘଟ-ଣାର ସତ୍ୟତା ଜାଣି ମଧ୍ୟ କଲେଜ ଅଧ୍ୟାପକଙ୍କ ଚାପରେ ମୁହଁ ଚୁପ କରି ବସିଛନ୍ତି ଏବଂ ନିଜର ନାମ ଗୋପନ କରି ସବୁ କଥାକୁ ସତ୍ୟ ବୋଲି କହିଛନ୍ତି । ଏହାକୁ ଗୋପନ ରଖି ଯଦି ପୋ-ଲିସ ତ-ଦନ୍ତ କରେ ତେବେ ଅସାମୀ ସାମ୍ନାକୁ ଆସିବା ସହିତ ପୀଡ଼ି-ତାଙ୍କୁ ମଧ୍ୟ ନ୍ୟା-ୟ ମିଳିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *