ଅଖା ଭିତରୁ ବାହାରିଲା ଖଣ୍ଡ ଖଣ୍ଡ ମାଂ-ସ । ହତ୍ୟା ହୋଇଥିବା ନେଇ ଅଭି-ଯୋଗ ।

ବର୍ତ୍ତମାନ ସମୟରେ ଏକ ଘଟ-ଣା ସବୁଠି ଚର୍ଚ୍ଚା ସୃଷ୍ଟି କରିଛି ଯେଉଁଠି ଏକ ପୋଖରୀ ଭିତରେ ଭାସୁଥିବା ସେହି ସନ୍ଦି-ଗ୍ଧ ଅଖା ଭିତରେ କଣ ଥାଇପାରେ ବୋଲି ସ-ନ୍ଦେହ କରି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସିଥିଲା । କିନ୍ତୁ ଆହୁରି ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେଥିରୁ ଖୁବ ଖରାପ ଦୁ-ର୍ଗନ୍ଧ ବାହାରି ଆସୁଥିଲା ।

ଏହି ଘ-ଟଣା ପରେ ଲୋକେ ତାହାକୁ ଖୋଲି ନଥିଲେ ଏବଂ ପୋଲି-ସ ଘଟ-ଣାସ୍ଥ-ଳରେ ପହଞ୍ଚିଥିଲା । ଅଖା ଖୋଲିବା ପରେ ତାହା ଭିତରୁ ଖଣ୍ଡ ଖଣ୍ଡ ମାଂସ ଏବଂ ଶରୀରର ବିଭିନ୍ନ ଅଂଶ ପଚି ଯାଇଥିଲା । ଏମିତିକି ଅଖାଟି ମଧ୍ୟ ର-କ୍ତରେ ଭିଜି ଯାଇଥିଲା । ଅଖାରୁ ମିଳିଥିବା ମୁଣ୍ଡ ସହିତ ସେହି ଗାଁର ଜଣେ ବ୍ୟକ୍ତି ଯିଏକି ଗତ ତିନି ତାରିଖରୁ ନିଖୋଜ ଥିଲେ ତାଙ୍କ ଚେହେରା ସହିତ ମେଳ ଖାଉଥିଲା ।

ତେବେ ପ୍ରକାଶଙ୍କର ଏଭଳି ମୃ-ତ୍ୟୁ ଏବଂ ଏଭଳି ଅବସ୍ଥାକୁ ପରିବାର ଲୋକେ ଦେଖିବା ପରେ ସେମାନଙ୍କ ହୋସ ଉଡ଼ି ଯାଇଛି ଏବଂ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯେ ଏହା କିଏ ଘଟାଇଲା ବୋଲି । କାନ୍ଦ ବୋବାଳିରେ ପୁରା ଘର ଫା-ଟି ପଡୁଛି । ନିଆଳି ଥା-ନା ଅନ୍ତର୍ଗତ କସୁଦା ପଞ୍ଚାୟତ କବିଚନ୍ଦ୍ରପୁର ଗାଁର ପ୍ରକାଶ ଚନ୍ଦ୍ର ସାହୁ ।

ଗତ ତିନି ତାରିଖରୁ ପ୍ରକାଶ କେଉଁ ଆଡ଼େ ନି-ଖୋଜ ଥିବା ବେଳେ ଆଜି ପୋଖରୀରୁ ଅତି କଦର୍ଜ ଅବସ୍ଥାରେ ତାଙ୍କର ମୃ-ତ ଦେହ ଉ-ଦ୍ଧାର ହୋଇଛି । ତାଙ୍କୁ ବିଭତ୍ସ ଭାବରେ ହ-ତ୍ୟା କରି ଟିକ ଟିକ କରି କା-ଟି ଅଖାରେ ପୁରାଇ ପୋଖ-ରୀରେ ଭସାଇ ଦିଆଯାଇଛି । ଏହାକୁ ନେଇ ପରିବାର ଲୋକେ ସଙ୍ଗିନ ଅଭି-ଯୋଗ ଆଣିଛନ୍ତି ।

ପୂର୍ବ ଶତ୍ରୁ-ତାକୁ କେନ୍ଦ୍ର କରି ତାଙ୍କ ସ୍ୱାମୀଙ୍କୁ ଏଭଳି ହ-ତ୍ୟା କରାଯାଇଥିବା କହିଛନ୍ତି ସ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ ପ୍ରକାଶ ଧାନ କଟା ମେସିନ ସମ୍ବନ୍ଧରେ ସହଯୋଗୀଙ୍କ ପାଖକୁ ହିସାବ କିତାବ କରିବାକୁ ଯାଇ ଘରକୁ ଆଉ ଫେରି ନଥିଲେ । ଏନେଇ ସ୍ତ୍ରୀ ବାରମ୍ବାର କଲ କରିବା ସତ୍ତ୍ୱେ ସ୍ୱାମୀଙ୍କ ସହିତ କୌଣସି ଯୋଗାଯୋଗ ହୋଇ ପାରି ନଥିଲା ।

ସେହିଦିନ ରାତି ଠାରୁ ସ୍ୱାମୀ କେଉଁଠି ନି-ଖୋଜ ହୋଇ ଯାଇଥିଲେ । ପାଞ୍ଚ ଦିନ ଧରି ଫାଣ୍ଡିରୁ ଥା-ନା ଏବଂ ଥା-ନାରୁ ଫାଣ୍ଡି ହେବା ପରେ ଆଜି ପରିବାର ଲୋକଙ୍କୁ ପ୍ରକାଶଙ୍କ ଶ-ବ ମିଳିଛି । ଯାହାକୁ ଦେଖିବା ପରେ ଯେମିତି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଛି । ତେବେ ଏନେଇ ପୋ-ଲିସ ତ-ଦନ୍ତ ଆରମ୍ଭ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *