ସାମ୍ନାକୁ ଆସିଲା ବାବୁସାନ ଓ ପ୍ରକୃତିଙ୍କ ଭାଇରଲ ଅଡିଓ,ଶୁଣନ୍ତୁ କେମିତି କଥା ହେଉଛନ୍ତି ଦୁଇ ଜଣ ?

କୁହାଯାଏ ସତ କେବେ ବି ଲୁ-ଚି ରହି ପାରେନାହିଁ । କେବେ ନା କେବେ ତାହା ସାମ୍ନାକୁ ଆସିଥାଏ । ଠିକ୍ ସେହିପରି ବାବୁଶାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କର ଗୋଟିଏ ପରେ ଗୋଟିଏ ସତ୍ୟତା ସାମ୍ନାକୁ ଆସିବାରେ ଲାଗିଅଛି । ପ୍ରକୃତି ନିଜକୁ ଯେତେ ସତୀ କହୁଥିଲେ ମଧ୍ୟ ତାଙ୍କର ପ୍ରକୃତ ସତୀଗୁଣ ଏବେ ସାମ୍ନାକୁ ଆସିଯାଇଛି । ଏହାବ୍ୟତୀତ ବାବୁଶାନ ପ୍ରକୃତିଙ୍କୁ ଯେତେ ବାନ୍ଧବୀ କହୁଥିଲେ ବି ବର୍ତ୍ତମାନ ସାମ୍ନାକୁ ଆସିଛି ଏଭଳି ଅଡିଓ କଲ ।

ତେବେ ଭାଇରାଲ ଅଡିଓ କଲ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାହିଁକି ନା ସେଥିରେ ବାବୁଶାନ ଆଉ ପ୍ରକୃତି ପ୍ରେମା-ଳାପ କରୁଥିବାର ଶୁଣିବାକୁ ମିଳିଛି । ତେବେ ଅଡିଓ କଲ ରେ ଶୁଣିବାକୁ ମିଳିଛି କି , ବାବୁଶାନ ପ୍ରକୃତିଙ୍କୁ ଡୁଡୁ ବୋଲି ଡାକି ସମ୍ବୋଧନ କରୁଛନ୍ତି । ଆଉ ପ୍ରକୃତି ତାଙ୍କୁ ଶୁଣୁଛନ୍ତି । ଏହାପରେ ପ୍ରକୃତି କା-ନ୍ଦି ପକାଉଛନ୍ତି ଆଉ କହୁଛନ୍ତି ତୁ ମୋ କଥା ବୁଝିବୁ ନାହିଁ । ଏହାପରେ ବାବୁଶାନ ବ୍ୟସ୍ତ ହୋଇ ପଚାରୁଛନ୍ତି କଣ ହୋଇଛି ।

ପ୍ରକୃତି କହୁଛନ୍ତି ତାଙ୍କ ଦେହ ଆଦୌ ଭଲ ଲାଗୁନାହିଁ । ଏହାବ୍ୟତୀତ ଗୋଡ଼ ହାତ ଅତ୍ୟନ୍ତ ବିନ୍ଧା ମଧ୍ୟ ହେବାରେ ଲାଗିଛି । ଗୋଡ଼ରୁ ର-କ୍ତ ବାହାରୁଛି ଏବଂ ତାଙ୍କୁ ଠିକ୍ ଅନୁଭବ ହେଉ ନାହିଁ । ଏହାର ଉତ୍ତର ସ୍ୱରୁପ ବାବୁଶାନ କହୁଛନ୍ତି କି , ବର୍ତ୍ତମାନ ବ୍ୟସ୍ତ ହେବାର କିଛି ନାହିଁ । ଆରାମରେ ଯାଇ ବିଶ୍ରାମ ନେଇ ନେ । ପ୍ରକୃତି କହୁଛନ୍ତି ତୁ ମୋତେ ଆଦୌ ବୁଝିବୁ ନାହିଁ କିନ୍ତୁ ବାବୁଶାନ କହୁଛନ୍ତି ବ୍ୟସ୍ତ ହେବାର କିଛି ନାହିଁ ମୁଁ ବୁଝୁଛି ।

ତେବେ ଏହାପରେ ବାବୁଶାନ ତାଙ୍କୁ ପଚାରୁଛନ୍ତି କେତେବେଳେ ପ୍ରୋଗ୍ରାମ ଯିବୁ । ଆଉ ପ୍ରକୃତି କହୁଛନ୍ତି କିଛି ସମୟ ପରେ ଯିବାର ଅଛି । ଏହା ପରର କଥା ଶୁଣି ତ ଆପଣ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବାବୁଶାନ କହୁଛନ୍ତି ତୁ କେଉଁ ରଙ୍ଗର ଶାଢୀ ପିନ୍ଧି ଯିବୁ ଆଉ ପ୍ରକୃତି କହୁଛନ୍ତି ଡ୍ରେସ ପିନ୍ଧି ଯିବି । ଏହାପରେ ବାବୁ କହୁଛନ୍ତି ଆଚ୍ଛା ଠିକ୍ ଅଛି ଫୋଟ ପଠାଇ ଦେବୁ । ଶେଷରେ ଦୁହେଁ ଦୁହିଁଙ୍କୁ ଆଇ ଲଭ ୟୁ କହି ଫୋନ ରଖି ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ଅଡିଓ କଲ ରେ-କର୍ଡ ଚାରିଆଡେ ହଇ-ଚଇ ସୃଷ୍ଟି କରିଦେଇଛି ।

Leave a Reply

Your email address will not be published. Required fields are marked *