କଲା ବେଳେ ଜଣାନଥିଲା କି ଛୁଆ ହୋଇଯିବ ବୋଲି,ଏବେ ସେ ଯଦି ଝିଅକୁ…”ଦେଖନ୍ତୁ କଣ କହୁଛନ୍ତି ପ୍ରମିଳା ମା

ରେଶମ ସହର ବ୍ରହ୍ମପୁରରୁ ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଅଛି । କିଏ କାହାକୁ ହତ୍ୟା କରୁଛି ତ ଆଉ କିଏ ନିଜେ ଆ-ତ୍ମହ-ତ୍ୟା କରିଦେଉଛି । ତେବେ ଏଭଳି ଖବର ଆଜିର ଦୁନିଆଁରେ ସାଧାରଣ କଥା ପାଲଟିଗଲାଣି । ବର୍ତ୍ତମାନ ଏଭଳି ଏକ ଖବର ଆସିଛି , ଯାହା ଅତ୍ୟନ୍ତ ଦୁଃ-ଖଦା-ୟକ ଅଟେ । ଆପଣ ସମସ୍ତେ ଜାଣିଥିବେ କି , କିଛିଦିନ ପୂର୍ବରୁ ବ୍ରହ୍ମପୁରର ତପସ୍ୱିନୀ ଏବଂ ସୁମିତ ମା-ମ-ଲା ଚାଲିଥିଲା ଆଉ ବର୍ତ୍ତମାନ ସେହିଭଳି ରାସ୍ତାକୁ ଓଲ୍ହାଇଛନ୍ତି ଦୀପିକା ।

ନିଜର ଛୋଟ ଝିଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ବର୍ଷା ହେଉ , ଖରା ହେଉ , ଯାହା ବି ହେଉ ନା କାହିଁକି ଦୀପିକା ଆଉ ଶାଶୁ ଘର ଆଗରୁ ଉଠୁ ନାହାଁନ୍ତି । କାହିଁକି ନା ଦୀପିକାଙ୍କୁ ଦରକାର ନ୍ୟା-ୟ । କେ ଦିନେଶ ନାମକ ଜଣେ ପୁଅ ତାଙ୍କ ସହ ପ୍ରେମ ସମ୍ପ-ର୍କ ରଖିବା ପରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀ-ରିକ ସ-ମ୍ପର୍କ ଆଉ ସେଥିରୁ ଜନ୍ମ ହୋଇଥିଲା ଗୋଟିଏ ଝିଅ । କିନ୍ତୁ ଉଭୟେ ବିବାହ କରିନଥିଲେ ।

ତେବେ ବର୍ତ୍ତମାନ ସମୟରେ ଦୀପିକାଙ୍କୁ ତାଙ୍କ ଶାଶୁ ଘର ଲୋକ ଗ୍ରହଣ କରୁନାହାଁନ୍ତି ଆଉ ତାଙ୍କ ସ୍ୱାମୀ ମଧ୍ୟ କୁଆଡ଼େ ଗା-ଏବ ହୋଇ ଯାଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ସମା-ଜସେ-ବୀ ପ୍ରମିଳା ଦାସ ଦୀପିକାଙ୍କ ପାଖରେ ଯାଇ ଛିଡା ହୋଇଛନ୍ତି । ତାଙ୍କ ସାଥ ଦେବେ ବୋଲି ପ୍ରମିଳା କହିଛନ୍ତି । ଦୀପିକାଙ୍କୁ ଭ-ୟ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି କି , ଦୀପିକାଙ୍କ ଶାଶୁ ଘର କବାଟ ବାଡେଇବା ପରେ ମଧ୍ୟ ସେମାନେ ଖୋଲି ନଥିଲେ ।

ଏହା ଅତ୍ୟନ୍ତ ଲ-ଜ୍ଜାଜ-ନକ କଥା । ନିଜ ସ୍ତ୍ରୀ ଆଉ ଛୋଟ ଝିଅକୁ କିପରି ଛାଡି ଦେଇ ସେ ପୁଅ କୁଆଡ଼େ ପ-ଳାଇ ଯାଇଛି । ପ୍ରେମ କଲା ବେଳକୁ କରିଦେଲ କିନ୍ତୁ ଜାଣି ନଥିଲା ଛୁଆ ହୋଇଯିବ , ଏଭଳି କଥା ମଧ୍ୟ ସେ କହିଛନ୍ତି । ତେଣୁ ସେ ଗଣମାଧ୍ୟମ ଆଗରେ ଦିନେଶକୁ କହିଛନ୍ତି କି , ସେ ଶୀଘ୍ର ଆସି ଦୀପିକାଙ୍କୁ ଗ୍ରହଣ କରନ୍ତୁ ଆଉ ତାଙ୍କ ଜୀବନରେ ଆଗକୁ ବଢ଼ନ୍ତୁ । ବର୍ଷାରେ ଦୀପିକା ଏଭଳି ଶୋଉଛନ୍ତି , ଯାହା ଅତ୍ୟନ୍ତ ଲ-ଜ୍ଜାକ-ର କଥା ଅଟେ ।

Leave a Reply

Your email address will not be published. Required fields are marked *