ଭଣଜା ପ୍ରେମରେ ଉବୁଟୁବୁ ମାଇଁ ; କୁଆଡେ ଭଣଜା ଯୋଉ ସୁଖ ଦେଉଛନ୍ତି ସ୍ୱାମୀ ଦେଇ ପାରୁନାହାନ୍ତି |

କୁହାଯାଏ ମାଇଁ ଆଉ ଭଣଜା ସ-ମ୍ପର୍କ ମାଆ ଏବଂ ପୁଅ ସ-ମ୍ପର୍କ ସହିତ ସମାନ । ମାଆଟିଏ ଯେପରି ନିଜ ପୁଅକୁ ଭଲ ପାଏ , ଠିକ୍ ସେହିପରି ମାଇଁଟିଏ ମଧ୍ୟ ତା ଭଣଜାକୁ ସେତିକି ଭଲପାଏ । କିନ୍ତୁ ବର୍ତ୍ତମାନର କଳିଯୁଗ ଏଭଳି ସ୍ଥାନରେ ଯାଇ ପହଞ୍ଚିଛି , ଯେଉଁଠାରେ ଘଟୁଥିବା ଘ-ଟଣା ଗୁଡିକ ବିଷୟରେ କହିବା ଅତ୍ୟନ୍ତ ଲ-ଜ୍ଜାକର ଅଟେ । କେନ୍ଦ୍ରାପଡା ଜିଲ୍ଲାରୁ ବର୍ତ୍ତମାନ ଆସିଛି ଏଭଳି କିଛି ଖବର ।

ମାଇଁ ଆଉ ଭଣଜା ମଧ୍ୟରେ ଗଢି ଉଠୁଥିଲା ଅନୈ-ତିକ ସ-ମ୍ପର୍କ । ଏ କଥା ଜାଣି ପାରିଥିଲେ ମାମୁଁ । ଆଉ ତାପରେ ଯାହା ଘ-ଟିଲା ତାହା ଅତ୍ୟନ୍ତ ଭ-ୟଙ୍କର ଅଟେ । ସୂଚନା ମୁତାବିକ , ମହିଳା ଜଣକ ଦୀର୍ଘ ବର୍ଷ ଧରି ନିଜ ଭଣଜାକୁ ଭଲ ପାଉଥିଲେ , ଏପରିକି ସେମାନେ ପ୍ରେମରେ ପୁରାପୁରି ମଜି ଯାଇଥିଲେ । ତାଙ୍କୁ ଆଉ କିଛି ଜଣା ପଡୁନଥିଲା । ସେଥିପାଇଁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଶାରୀ-ରିକ ସ-ମ୍ପର୍କ ।

ପ୍ରତିଦିନ ସ୍ୱାମୀଙ୍କ ଯିବା ବାଟକୁ ଅନାଇ ବସୁଥିଲା ସ୍ତ୍ରୀ । ଆଉ ଠିକ୍ ସ୍ୱାମୀ ଗଲା ପରେ ନିଜର ଭଣଜା ପ୍ରେମିକକୁ ଡାକି ଦେଉଥିଲେ ମହିଳା । ଆଉ ଦେହର ଭୋକ ମେଣ୍ଟା-ଉଥିଲେ । ତେବେ ଏଭଳି ଖବର ବିଷୟରେ ସ୍ୱାମୀ ଏକଦା ଅବଗତ ହୋଇଥିଲେ ଆଉ ଏଭଳି କାମ ନ କରିବାକୁ ମନା କରିଥିଲେ କିନ୍ତୁ ନିଜ ମନକୁ ବୁଝାଇ ପାରିନଥିଲେ ମହିଳା । ଆଉ ଏଭଳି କଥା ତାଙ୍କ ମନକୁ ବହୁତ ଆ-ଘାତ ଦେଇଥିଲା । ନିଜ ଭଣଜାକୁ ଏ ବାବ-ଦରେ ଜଣାଇଥିଲେ ସେ

ଏହାପରେ ଦୁହେଁ ମାମୁଁଙ୍କୁ ଜୀବନରୁ ମା-ରି ଦେବାପାଇଁ ଷ-ଡଯ-ନ୍ତ୍ର କରିଥିଲେ ଆଉ ସବୁକିଛି ଯୋଜନା ମୁତାବିକ ଚାଲିଥିଲା । ତେବେ ଏହା ମଧ୍ୟରେ ସ୍ୱାମୀ ନିଜ ମନର ପୀ-ଡାକୁ ଆଉ ଚାପି ପାରିନଥିଲେ । ଏ ବାବ-ଦରେ ସେ ଗାଁ ଲୋକଙ୍କୁ ଜଣାଇଥିଲେ । ତେବେ ଭଣଜା ଆଉ ମାଇଁ ମାମୁଁଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହା-ଣିଥିଲେ । କିନ୍ତୁ ସୌଭା-ଗ୍ୟବ-ଶତଃ ସେ ବଞ୍ଚି ଯାଇଥିଲେ । ବର୍ତ୍ତମାନ ଦୁହିଁଙ୍କ ବିରୁ-ଦ୍ଧରେ ଥା-ନାରେ ମାମ-ଲା ଦାୟର ହୋଇଛି ।

Leave a Reply

Your email address will not be published. Required fields are marked *