ବାପାଙ୍କ ସାମାନ୍ୟ ଗା-ଳିକୁ ସହି ନପାରି ଘର ଛାଡ଼ି ଚାଲିଗଲା ନାବାଳକ , କା-ନ୍ଦି କା-ନ୍ଦି ବାପା କହିଲେ …………

ବାପା ମା ନିଜ ସନ୍ତାନକୁ ଆକଟ କରିବା ପାଇଁ ବେଳେବେଳେ ଗା-ଳି କରିବା ସହିତ ଶା-ସନ ମଧ୍ୟ କରିଥାନ୍ତି । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ବାପା ମା ନିଜ ସନ୍ତାନ ପ୍ରତି କ୍ରୋ-ଧ କିମ୍ବା ଘୃଣା ଭାବ ରଖିଥାନ୍ତି । କେବଳ ନିଜ ସନ୍ତାନକୁ ଭଲ ବାଟକୁ ଆଣିବା ପାଇଁ ବାପା ମା ଇଚ୍ଛା ନଥିଲେ ବି ଏପରି କରିଥାନ୍ତି । ମାତ୍ର ଆଜିକାଲିକା ପିଲା ଏସବୁକୁ ନବୁଝି ଭୁଲ ନିଷ୍ପତ୍ତି ନେଇ ଯାଉଛନ୍ତି । ଭୁଲ ନିଷ୍ପତ୍ତି ନେବା ଆଗରୁ ଥରୁଟିଏ ଭାବୁ ନାହାଁନ୍ତି ଯେ ତାଙ୍କ ବିନା ପରିବାରର ଏବଂ ତାଙ୍କ ବାପା ମା’ଙ୍କ ଅବସ୍ଥା କଣ ହେବ ।

ଏହି ବାପାଙ୍କ ଅବସ୍ଥା ଯେମିତି ହୋଇଛି ସେମିତି ହିଁ ହେବ । ତେବେ ଆଜିକାର ଲେଖାରେ ଆମେ ଯେଉଁ ଘଟ-ଣା ବିଷୟରେ କହିବୁ ସେଠାରେ ଜଣେ ବାପା ନିଜ ପୁଅକୁ ଖୋ-ଜିବା ପାଇଁ ଯେଉଁ ଧାଁ ଦୌଡ଼ କରିବାରେ ଲାଗିଛି ତାହା ଅତ୍ୟନ୍ତ ଦୁଃ-ଖଦ ଅଟେ । ବାପା ଯେତେବେଳେ ଗା-ଳି କରି ଦେଇଥିଲେ ଯେ ପୁଅ ରା-ଗି ଘର ଛାଡ଼ି ପଳାଇ ଯାଇଛି । ଆଉ ବାପା ଦିନ ରାତି ପୁଅକୁ ଖୋଜିବାରେ ଉଦ୍ୟମ ଜାରି ରଖିଛି ।

ବାଲେଶ୍ଵର ଜିଲ୍ଲା ନୀଳଗିରି ଥା-ନା ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମର ସୋମନାଥ ଗିରିଙ୍କ ବଡ଼ ପୁଅ ଗୋପାଳ ଗିରି ଘର ଛାଡ଼ି କୁଆଡ଼େ ଚାଲି ଯାଇଛି । ୧୩ ବର୍ଷର ପୁଅ ଗୋପାଳ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ । ତେବେ ଗତକାଲି ଗୋପାଳ ଟିଉସନରେ ପରୀକ୍ଷା ଥିବା ସତ୍ତ୍ୱେ ଟିଉସନ ନଯାଇ ମାମୁଁ ଘରକୁ ପଳାଇ ଥିଲେ । ଆଉ ଯେଉଁ କାରଣରୁ ବାପା ବିର-କ୍ତ ହୋଇ ଆକଟ କରିବା ଲାଗି ଗାଳି କରିଥିଲେ । ମାତ୍ର ବାପାଙ୍କ ଗା-ଳିକୁ ପୁଅ ସହ୍ୟ କରି ପାରି ନଥିଲା ଏବଂ ରା-ଗିଯାଇ କୁଆଡ଼େ ପଳାଇ ଯାଇଥିଲା । ମଙ୍ଗଳବାର ସକାଳ ୧୧ ଟା ସମୟରେ ପରିବାର ଲୋକେ ଗୋପାଳ ନି-ଖୋଜ ଥିବା ଜାଣିବାକୁ ପାଇଥିଲେ ।

ଏମିତିକି ପରିବାର ଲୋକେ ପାଖ ପଡ଼ୋଶୀ ସମେତ ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଖୋ-ଜାଖୋ-ଜି କରିଥିଲେ । କିନ୍ତୁ ପୁଅ ମିଳି ନଥିଲା । ନୀଳଗିରି ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ଥିବା ବନ୍ଧୁ ବାନ୍ଧବଙ୍କ ଘରୁ ମଧ୍ୟ କୌଣସି କିଛି ସୂଚନା ମିଳି ନଥିଲା । ମାତ୍ର ପୁଅର ସନ୍ଧାନ ମିଳି ନଥିଲା । ଦୋକାନ ବଜାର ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ତାଙ୍କ ବାପା ପୁଅର ଖବର ପଚାରି ପଚାରି ନୟାନ୍ତ ହୋଇ ଗଲେଣି । ତଥାପି ପୁଅର କିଛି ଖୋଜଖବର ନାହିଁ । ଶେଷରେ ସେ ବାଧ୍ୟ ହୋଇ ନୀଳଗିରି ଥା-ନାରେ ଦ୍ୱାରସ୍ଥ ହୋଇଛନ୍ତି ଗୋପାଳର ବାପା । ପୁଅର ନି-ଖୋଜ ନେଇ ଏକ ଏ-ତଲା ଦେବା ସହିତ ନିଜ ପୁଅକୁ ଖୋଜି ଆଣିବାକୁ ଗୁହାରି କରିଛନ୍ତି ।

ଯଦି କେହି ବ୍ୟକ୍ତି ତାଙ୍କ ପୁଅ ଗୋପାଳକୁ ଦେଖନ୍ତି ତେବେ ମୋବାଇଲ ନମ୍ବର ଜରିଆରେ ସୂଚନା ଦେବାକୁ ମଧ୍ୟ କହିଛନ୍ତି । ତାଙ୍କ ବାପାଙ୍କ ସୂଚନା ମୁତାବକ ପୁଅ ଗୋପାଳ ଘରୁ ଯିବା ସମୟରେ କଫି ରଙ୍ଗର ଏକ ଫୁଲ ପ୍ୟାଣ୍ଟ ଏବଂ ବାଇଗଣୀ ରଙ୍ଗର ଏକ ଶାର୍ଟ ପିନ୍ଧିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *