ଶିକ୍ଷକ ଗା-ଳି କରିବାରୁ ଛାତ୍ର ଜଣଙ୍କ ଆ-ତ୍ମହ-ତ୍ୟା କରି, ଭୁଲ୍ ପରେ ଦ୍ୱିତୀୟ ସୁଯୋଗ ଦେଇ ନଥିଲେ ବୋଲି ଆ-ତ୍ମହ-ତ୍ୟା ନୋଟରେ ଲେଖିଛନ୍ତି।

ବିଦ୍ୟାଳୟ ହେଲା ଶିକ୍ଷାର ମନ୍ଦିର ଯେଉଁଠାରେ ଶିକ୍ଷକ ହେଉଛନ୍ତି ଆମର ଭଗବାନ। ଛୋଟବେଳେ ସମସ୍ତେ ଶିକ୍ଷକଙ୍କ ଠାରୁ ମା-ଡ଼ ଖାଇଥିବେ ଗା-ଳିବି ଶୁଣିଥିବେ। କିନ୍ତୁ ଉତ୍ତରପ୍ରଦେଶର ରାଇବରେଲି ସ୍କୁଲରେ ଶିକ୍ଷକ ଗା-ଳି କରିବାରୁ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଆ-ତ୍ମହ-ତ୍ୟା କରିଦେଇଛି।ଶିକ୍ଷକ ଗା-ଳି କରିବାର କିଛି ସମୟ ପରେ ସେ ଫା-ଶୀ ଦେଇ ଦେଇଛି। ମୃ-ତ୍ୟୁ ପୂର୍ବରୁ ଛାତ୍ରଟି ଆ-ତ୍ମହ-ତ୍ୟା ନୋଟରେ ଶିକ୍ଷକଙ୍କ ବିରୁ-ଧରେ ଅଭି-ଯୋଗ ଲେଖି ଆ-ତ୍ମହ-ତ୍ୟା କରିଛି।

୧୨ ବର୍ଷର ୟଶ ମୌର୍ଯ୍ୟ ସେଣ୍ଟ ପିଟର ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ସେ ରାଇବରେଲି ସେହଙ୍ଗନ୍ ଗାଁର ବାସିନ୍ଦା। କିନ୍ତୁ ସେ ତାଙ୍କ ଦାଦା ଖୁଡିଙ୍କ ପାଖରେ ରହି ପାଠ ପଢୁଥିଲେ। ୨୨ ସେପ୍ଟେମ୍ବର ଦିନ ତାଙ୍କର ଜୀବ ବିଜ୍ଞାନ ପରୀକ୍ଷା। ୟଶ ପରୀକ୍ଷାରେ କପି କରୁଥିଲେ। ଯେତେବେଳେ ଶିକ୍ଷକ ତାଙ୍କୁ କପି କରୁଥିବାର ଦେଖିଲେ ସେ ୟଶ ଙ୍କୁ ବହୁତ ଗା-ଳି କଲେ। ଏବଂ ପ୍ରଧାନ ଶିକ୍ଷକଙ୍କ ପାଖକୁ ନେଇ ୟଶ ଙ୍କ ଘରାଲୋକଙ୍କୁ ଡାକିବାକୁ କହିଲେ।

ଶିକ୍ଷକଙ୍କ ଠାରୁ ଏତେ ଗା-ଳି ଶୁଣି ସାରିବା ପରେ ୟଶ ବହୁତ୍ ଦୁଃ-ଖିତ ଥିଲା। ସେ ଘରକୁ ଫେରି କାହାକୁ କିଛି ନ କହି ରୁମ୍ ରେ ଲାଗିଥିବା ଫ୍ୟାନରେ ଫା-ଶୀ ଦେଇଦେଲା। ଯେତେବେଳେ ତାଙ୍କ ଦାଦା ତାକୁ ଫ୍ୟାନରେ ଝୁ-ଲୁଥିବାର ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ସାଙ୍ଗେ ସଙ୍ଗେ ପୋ-ଲିସ ଏବଂ ୟଶଙ୍କ ପିତାମାତାଙ୍କୁ ସବୁ କଥା ଜଣାଇଲେ। ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚିବା ପରେ ୟଶ ଲେଖିଥିବା ଆ-ତ୍ମହ-ତ୍ୟା ନୋଟ ପାଇଲେ। କେବଳ ଶିକ୍ଷକଙ୍କ ପାଇଁ ସେ ଆ-ତ୍ମହ-ତ୍ୟା କରିଛନ୍ତି ବୋଲି ଆ-ତ୍ମହ-ତ୍ୟା ନୋଟରେ ଲେଖିଥିଲେ।

ଆ-ତ୍ମହ-ତ୍ୟା ନୋଟରେ ଲେଖାଥିଲା ମୁଁ ଜୀବ ବିଜ୍ଞାନ ପରୀକ୍ଷାରେ କପି କରୁଥିଲି। ମୁଁ ଏବେ ମରିବାକୁ ଯାଉଛି ଏଥିପାଇଁ ଦାଦା ଖୁଡ଼ି, ମା ବାପାଙ୍କର କୌଣସି ଦୋ-ଷ ନାହିଁ। ଜଣେ ପ୍ରଥମ ଥର ଭୁଲ୍ କଲେ ତାକୁ ଦ୍ୱିତୀୟ ସୁଯୋଗ ଦିଆଯାଏ କିନ୍ତୁ ମତେ କିଛି ସୁଯୋଗ ଦିଆଯାଇ ନଥିଲା। ମୋର ଭୁଲ ପାଇଁ ମୁଁ ବହୁତ କା-ନ୍ଦିଲି। ମୋ ସାଙ୍ଗ ମାନେ ମଧ୍ୟ ମତେ ବହୁତ୍ କଥା କହିଲେ। ସେଥିପାଇଁ ମୁଁ ଆଉ ବଞ୍ଚିବାକୁ ଚାହୁଁନି। ମୁଁ ମୋ ବାପାମାଆ, ଗୁରୁଜନ ଏବଂ ମୋ ସାଙ୍ଗ ମାନଙ୍କୁ କ୍ଷ-ମା ମାଗୁଛି।

ୟଶଙ୍କ ନିକଟରୁ ମିଳିଥିବା ଏହି ଆ-ତ୍ମହ-ତ୍ୟା ନୋଟକୁ ପୋ-ଲିସ ନିଜ ପାଖରେ ରଖୁଛି। ତାଙ୍କ ମୃ-ତଦେ-ହକୁ ପୋ-ଷ୍ଟମ-ର୍ଟମ ପାଇଁ ପଠାଯାଇଛି। ଏହି ଘ-ଟଣା ପରେ ୟଶଙ୍କ ଶ୍ରେଣୀ ଶିକ୍ଷକ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋ-ଧରେ ମଧ୍ୟ ଏକ ମା-ମ-ଲା ରୁ-ଜୁ ହୋଇଛି। ପୁଅର ମୃ-ତ୍ୟୁ ପରେ ପୁରା ପରିବାରେ ଶୋ-କର ଛା-ୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *