ଶାଶୁ ଶ୍ଵଶୁରଙ୍କ ରୁମ୍ ଭିତର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧ-ମକ ଦେଇ ୨ କୋଟି ଟଙ୍କା ଲୁ-ଟି ନେଲା ବୋହୁ …

ଘରର ବୋହୂ ଲକ୍ଷ୍ମୀ ସହ ସମାନ। ଯେତେବେଳେ ଅନ୍ୟ ଘରର ଝିଅ ବହା ହେଇ ଆଉ କାହା ଘରକୁ ଯାଏ ସେତେବେଳେ ଲୋକେ କୁହନ୍ତି ଘରୁ ମା ଲକ୍ଷ୍ମୀ ପଳେଇଲେ। କିନ୍ତୁ ଯେଉଁ ଘରକୁ ବାହା ହେଇ ଯାଆନ୍ତି ସେ ଘର ସୁଖ ସମୃଦ୍ଧିରେ ଭରି ଯାଏ। କିନ୍ତୁ ଆଜିକାଲି ସବୁ ଜାଗାରେ ବୋହୂ ଘରକୁ ଆସିଲା ପରେ ଘର ଭା-ଙ୍ଗି ଯାଉଛି। ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଏବେ ଏମିତି ଏକ ମାମ-ଲା ସାମ୍ନା କୁ ଆସିଛି।

ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରେ ଦମ୍ପତି ସେମାନଙ୍କର ଦୁଇ ପୁଅ, ବୋହୂ ଏବଂ ନାତି ନାତୁଣୀଙ୍କୁ ନେଇ ଗୋଟେ ଘରେ ରୁହନ୍ତି। ଚାନ୍ଦନୀ ଚକ୍ ରେ ତାଙ୍କର ଗୋଟେ ସୁନା ଦୋକାନ ଅଛି। ଚାରି ବର୍ଷ ପୂର୍ବେ ଘରର ବଡ ପୁଅ ବାହା ହେଉଥିଲେ। କିନ୍ତୁ ବିବାହ ପରେ ବୋହୂର ଆଚ-ରଣ ଭଲ ନଥିଲା। ସେ ଘର ଲୋକଙ୍କ ସହ ଏବଂ ନିଜ ସ୍ୱାମୀଙ୍କ ସହ ମଧ୍ୟ ଭଲରେ କଥା ହୁଅନ୍ତି ନାହିଁ। ସ୍ବାମୀ ସ୍ତ୍ରୀ ଅଲଗା ଅଲଗା ରୁମ୍ ରେ ଶୁଅନ୍ତି।

ଏମିତି କିଛି ଦିନ ଗଲା ପରେ ସ୍ବାମୀ ସେପ୍ଟେମ୍ୱର ୫ ରେ ସ୍ୱାମୀ ପତ୍ନୀଙ୍କ ମୋବାଇଲରେ ଏକ ଅଶ୍ଳୀଳ ଭିଡ଼ିଓ ଦେଖିଲେ। ତା’ପରେ ସେ ପତ୍ନୀଙ୍କ ଚା-ଟିଂ ସବୁ ପଢ଼ିଲେ। କିଛି ସମୟ ପରେ ସେ ଅନୁଭବ କଲେ ଯେ ତାଙ୍କ ପତ୍ନୀ ଆଉ ଜଣଙ୍କୁ ଭଲ ପାଉଛନ୍ତି। ପତି ସାଙ୍ଗେ ସାଙ୍ଗେ ପତ୍ନୀଙ୍କ ପାଖକୁ ମେସେଜ ପଠାଇଥିବା ଲୋକ ବିଷୟରେ ଜାଣିଲେ ଏବଂ ବ୍ୟକ୍ତି ଜଣକ ସ୍ୱାମୀଙ୍କୁ ପୁରା ତାଙ୍କ ସ୍ତ୍ରୀ ବିଷୟରେ ସବୁ ସତ କଥା କହି ଦେଲା।

ବୋହୂର ପ୍ରେମିକ ସାଙ୍ଗେ ସଙ୍ଗେ ବୋହୂକୁ ଫୋନ୍ କରି କହିଦେଲା କି ତା ସ୍ୱାମୀ ଆଜି ତାଙ୍କୁ ଭେଟିବାକୁ ଆସିଥିଲେ। ଏବେ ବୋହୂ ଭୁଝି ସାରି ଥିଲା ଯେ ସେ ଆଉ ଏ ଘରେ ରହି ପାରିବନି। ସେଥିପାଇଁ ସେ ୨ କୋଟି ଟଙ୍କାର ସୁନାଗହଣା ଏବଂ ୧.୫ ଲକ୍ଷ ଟଙ୍କା ଧରି ପ୍ରେମିକ ସହ କୁଆଡେ ପଳେ-ଇଲା।

ଘରୁ ଗଲା ପରେ ବୋହୂଙ୍କ ର ଅସଲ ଖେଳ ଆରମ୍ଭ ହେଲା। ସେ ଟଙ୍କା ନେଇ ଯିବାର କିଛି ଦିନ ପରେ ନିଜ ସ୍ବାମୀଙ୍କୁ ଡାକି କହିଲେ ମୁଁ ତୁମ ବାପାମାଆଙ୍କ ରୁମ୍ ରେ ଗୋଟେ କ୍ୟାମେରା ଲୁଚା-ଇକି ଲଗେଇ ଦେଇଥିଲି। ଏହି କ୍ୟାମେରାରେ ତୁମ ବାପାମାଆଙ୍କର ସବୁ ଅ-ଶ୍ଳୀଳ ଭିଡ଼ିଓ ଅଛି। ଯଦି ତମେ ପୋ-ଲିସ୍ କୁ ମୋ ବିଷୟରେ କହିବ, ତେବେ ମୁଁ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ କରି ଦେବି।

ପତ୍ନୀଙ୍କ କଥା ଶୁଣି ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ ବାପାମାଆଙ୍କ ରୁମ୍ କୁ ଯାଇ କ୍ୟାମେରା ଖୋ-ଜିଲେ। ବହୁ ସମୟ ଖୋ-ଜା ଖୋ-ଜି ପରେ ସେ କ୍ୟାମେରା ପାଇଲେ। ତା’ପରେ ସେ ପୋ-ଲିସ ପାଖକୁ ଯାଇ ପୁରା ଘଟ-ଣା କହିଲେ। ବର୍ତ୍ତମାନ ପୋ-ଲିସ ଏହି ମାମ-ଲାର ତ-ଦନ୍ତ କରୁଛି।

Leave a Reply

Your email address will not be published. Required fields are marked *