ଶଶୁର କହିଲେ ରାତି ହେଲା ମାନେ ବୋହୁ ଦୌଡେ କଦଳୀ ବୁଦା ମୂଳକୁ।

ଶଶୁରଙ୍କ ନାମରେ ବୋହୁ ସାଙ୍ଘା-ତିକ ଅଭି-ଯୋଗ ଆଣିଥିବା ବେଳେ ଏହାକୁ ଖଣ୍ଡନ କରି ଶଶୁର ଯାହା କହିଛନ୍ତି ହୁଏତ ଆପଣ ଏହା ଶୁଣିଲେ ଆପଣ ବି କା-ନ୍ଦି ପକାଇବେ। ମୋର ବୟସ ନାହିଁ ତାକୁ ଅନେଇବାକୁ ସେ ମୋ ଝିଅ ବୟସର। ବୋହୁ ନୁହେ ଝିଅ କରି ଆଣିଥିଲି ଝିଅ ଭଳି ତାକୁ ମୁଁ ମା ବୋଲି ଡାକୁଥିଲି ଝିଅ ପରି ସ୍ନେହ କରୁଥିଲି। ହେଲେ ସେ ମୋ ନାଁରେ ଏତେ ବଡ଼ ଅଭି-ଯୋଗ କେମିତି ଆଣି ପାରିଲା।

କହିଲା ମୁଁ ପରି-ଶ୍ରା ଗଲେ ମୋ ଶଶୁର ମତେ ଅନାଉଛନ୍ତି ମୋ ଶଶୁର ମୋ ଅଣ୍ଟାରେ ହାତ ମା-ରୁଛନ୍ତି। ହେଲେ ମୋ ବୟସକୁ ଆପଣ ଦେଖନ୍ତୁ ଏ ବୟସରେ ସେ ପା-ପ କଥା ମୁଁ କେବେ ହେଲେ ମଧ୍ୟ ଚିନ୍ତା କରିବି ନାହିଁ।କାରଣ ମୁଁ ମୋ ବୋହୂକୁ ବୋହୁ ନୁହେଁ ଝିଅ ବୋଲି ଭାବେ ଆଉ ଏ ମିଛ ଅଭି-ଯୋଗ ଆଣିବା ପଛରେ ବୋହୂର ଉଦ୍ଦେ-ଶ୍ୟ ଅନ୍ୟ କିଛି ରହିଥିଲା।

ରାତି ୮ ବାଜିଲେ ବୋହୁ ଧାଇଁ ଯାଏଁ କଦଳୀ ବୁଦା ମୂଳକୁ। ଏହାକୁ ଶଶୁର ବି-ରୋଧ କରିଥିଲେ ଯେଉଁ ରାଗରେ ବୋହୁ ଶଶୁରଙ୍କ ନାମରେ ଅଭି-ଯୋଗ ଆଣିଲେ।ଏନେଇ ଆମେ ପୁଅକୁ ସବୁ କଥା କହିଲୁ ହେଲେ ପୁଅ କହିଲା ସ୍ତ୍ରୀ ଯାହା କରୁଛି ସବୁ ଠିକ କରୁଛି ସ୍ତ୍ରୀକୁ ସାହସ ଦେଇ କହିଲା ତୁ ଆଗକୁ ମାଡି ଚାଲେ ମୁଁ ତୋ ପଛରେ ଅଛି।

ଆମେ ପୁଅକୁ ନେଇ ସ୍ୱପ୍ନ ଦେଖିଥିଲୁ ପୁଅ ବାହା ହେବ ବୋହୁ ଘରକୁ ଆସିବ ବାର୍ଦ୍ଧକ୍ୟ ଆମର ସେବା କରିବ ଆମେ ନାତି ନାତୁଣୀ ଧରି ହସ ଖୁସିରେ ଖେଳି ଟିକିଏ ଶାନ୍ତିରେ ନିଶ୍ୱାସ ମା-ରିବୁ ହେଲେ ଏହା ବୋଧେ ଆମ ଭାଗ୍ୟରେ ଏ ଖୁସି ବୋଧେ ହୁଏ ଆମ ଜାତକରେ ଲେଖା ହୋଇନଥିଲା। ନହେଲେ କଣ ଏ ବୁଢା ବୟସରେ ଏ କ-ଳଙ୍କ ଏ ଅପ-ବାଦ ମୁଣ୍ଡେଇ ଥାନ୍ତି।

କେବଳ ଏତିକି ନୁହେଁ ଘର ଭିତରେ ଜୋର ସାଉଣ୍ଡ ଦେଇ ଗୀତ ଶୁଣୁଛନ୍ତି ମନାକଲେ ବି ମାନୁନାହାଁନ୍ତି ଏହାକୁ ବି-ରୋଧ କଲେ ରା-ଗି ଯାଇ ଯାବତୀୟ ଦୁର୍ବ୍ୟ-ବହାର ପୁଅ ବୋହୂ ଦୁହେଁ ମିଶି କରୁଛନ୍ତି। ଏତେ କଷ୍ଟ ଏତେ ନିର୍ଯା-ତନା ପରେ ବି ଆମେ ସହି ଯାଉଥିଲୁ କେବେ କେବେ ଏ ନିର୍ଯ୍ୟା-ତନା ଅସହ୍ୟ ହେବାରୁ ଆମେ ଧାଇଁ ଯାଉଥିଲୁ ଥାନାକୁ ସବୁ ପଇସା ଆମର ପୁଅ ବୋହୂ ନେଇଗଲେ ଏବେ କେ-ଶ ଲ-ଢ଼ିବାକୁ ଆମ ପାଖରେ ଟଙ୍କା ଟିଏ ନାହିଁ।

ଅନେକ ଆଶା ଭରସା ଆଉ ବିଶ୍ୱାସ ନେଇ ଆମେ ଧାଇଁ ଭୁବନେଶ୍ବର ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ ପାଖକୁ ଆମର ଦୃଢ ବିଶ୍ବାସ ରହିଛି ସେ ଆମକୁ ନ୍ୟା-ୟ ଦେବେ। ଆଉ ଆମେ ଯଦି ଏ ବାର୍ଦ୍ଧକ୍ୟ ଅବସ୍ଥାରେ ନ୍ୟା-ୟ ନପାଉ ତାହାଲେ ସତ କହୁଛୁ ଆମେ ଆଉ ଲ-ଢ଼ି ପାରିବୁନି ସେମାନଙ୍କ ସହ ଆମେ ଏଥର ମନସ୍ଥ କରିଛୁ କି ଆମେ ବି-ଷ ପିଇ ଆ-ତ୍ମହ-ତ୍ୟା କରିଦେବୁ। ଆମେ ବହୁତ କଷ୍ଟ ସହିଲୁଣି ବୋହୁ ମାରିକି ଶାଶୁର ଗୋଡ଼ ଭା-ଙ୍ଗି ଦେଇଛି ଦେଖୁନାହାନ୍ତି ସେ କେମିତି ଛୋଟେଇ ଛୋଟେଇ ଚା-ଲୁଛି। ଏପରି କହି କାନ୍ଦି ପକାଇଛନ୍ତି ଏହି ବୃଦ୍ଧ ଦମ୍ପତି। ତେବେ ଦେଖିବାକୁ ବାକି ରହିଲା ଏହି ବୃଦ୍ଧ ଦମ୍ପତ୍ତିଙ୍କୁ କେବେ ମିଳୁଛି ନ୍ୟା-ୟ।

Leave a Reply

Your email address will not be published. Required fields are marked *