ସିସିଟିଭିରେ ରେକର୍ଡ଼ ହେଲା ଭୟଙ୍କର ଦୃଶ୍ୟ , ଯାହା ଶୁଣିଥିଲେ କେବେବି ବିଶ୍ୱାସ କରି ନଥାନ୍ତେ :- ଦେଖନ୍ତୁ ଭିଡିଓ

ପ୍ରକୃତି ଅସନ୍ତୁଳିତ ଅବସ୍ଥାରେ କେତେବେଳେ ପ୍ରତିକ୍ରିୟା ଦେଇଥାଏ ତ ଆଉ କେତେବେଳେ କୌଣସି ପ୍ରତିକ୍ରିୟା ରଖି ନଥାଏ । ପ୍ରକୃତିର ପ୍ରତିକ୍ରିୟା ଖୁବ ଭୟଙ୍କର ମଧ୍ୟ ପ୍ରମାଣିତ ହୁଏ । ପ୍ରକୃତିର କରାଳ ରୂପ ସାମ୍ନାରେ କେହିବି ତିଷ୍ଠି ରହି ପାରନ୍ତି ନାହିଁ । ତେବେ ଆଜିକାର ଲେଖାରେ ଆମେ ଅତୀତରେ ଘଟିଥିବା କିଛି ପ୍ରାକୃତିକ ବିପର୍ଯ୍ୟୟର ଅଂଶ ବିଷୟରେ ବର୍ଣ୍ଣନା କରିବୁ , ଯାହା ଯଦି ସିସିଟିଭିରେ ରେକର୍ଡ଼ ହୋଇ ନଥାନ୍ତା ତେବେ କେହିବି ବିଶ୍ୱାସ କରି ପାରି ନଥାନ୍ତେ ।

୧ . ପ୍ରଥମ ଘଟଣାଟି ଉତ୍ତରପ୍ରଦେଶର ଅଟେ । ୨୦୧୬ ମସିହାରେ ଉତ୍ତରପ୍ରଦେଶରେ ହଠାତ ବନ୍ୟା ଆସିବାରୁ ପ୍ରାୟ ୫୦୦୦ ଲୋକ ପାଣିରେ ଭାସି ଯାଇ ପ୍ରାଣ ହରାଇ ଥିଲେ । ମାତ୍ର ଅଳ୍ପ କେତେଟା ମୁହୂର୍ତ୍ତରେ ହଜାର ହଜାର ପରିବାର , ଧନ ଜୀବନ ମାଟିରେ ମିଶି ଯାଇଥିଲା । ଏହାର କିଛି ସିସିଟିଭି ଫୋଟେଜ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

୨ . ଦ୍ୱିତୀୟ ଘଟଣା ଆମେରିକାର ଏକ ସହରର ଅଟେ । ୨୦୨୧ ମସିହା ଜୁନ ୪ ତାରିଖରେ ଆମେରିକାର ଏକ ସହରରେ ଏକ ଭୟଙ୍କର ଘଟଣା ଘଟିଥିଲା । ବର୍ଷା ହେଉଥିବା ସମୟରେ ହଠାତ ଏକ ଦେବଦାରୁ ଗଛରେ ବିଜୁଳି ପଡ଼ିବାରୁ ଗଛଟି ପୁରାପୁରି ଜଳି ନଷ୍ଟ ହୋଇ ଯାଇଥିଲା । ଆଉ ଏହି ଘଟଣା ଆକସ୍ମିକ ଘଟିଥିଲା । ଭାଗ୍ୟ ବଶତଃ ସେତେବେଳେ ଗଛ ତଳେ କେହିବି ନଥିଲେ । ତେବେ ଏହି ଘଟଣା ସାମ୍ନାରେ ଥିବା ଘରର ସିସିଟିଭିରେ ରେକର୍ଡ଼ ହୋଇଥିଲା ।

୩ . ତୃତୀୟ ଘଟଣାଟି ଆମେରିକାର ଅନ୍ୟ ଏକ ସହରର ଅଟେ । ଯେଉଁଠି ପ୍ରଲୟଙ୍କରୀ ବନ୍ୟା ଆସିଥିଲା ଆଉ ତାହା ନଦୀ ବନ୍ୟା ନୁହେଁ ବରଂ ବରଫ ବନ୍ୟା । ଆଉ ଏହି ବନ୍ୟା ଚାହୁଁ ଚାହୁଁ ଅନେକ ଲୋକଙ୍କ ଜୀବନ ନେଇ ଯାଇଥିଲା ।

୪ . ଚତୁର୍ଥ ଘଟଣା ବିଷୟରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସବୁଠାରୁ ଅଧିକ ଭୂମିକମ୍ପ ହେଉଥିବା ଦେଶ ମଧ୍ୟରେ ନେପାଳ ଏବଂ ଭୁଟାନ ଅନ୍ୟତମ । ତେବେ ଗତ କିଛି ବର୍ଷ ତଳେ ଭୁଟାନରେ ହୋଇଥିବା ଏକ ଭୁଟାନରେ ଯେଉଁ ଭୂମିକମ୍ପ ହୋଇଥିଲା ତାହା ଆପଣ ମାନେ ଏକ ଭାଇରଲ ଭିଡ଼ିଓରେ ନିଶ୍ଚୟ ଦେଖିଥିବେ । ମାତ୍ର ଅଳ୍ପ କେତେ ସେକେଣ୍ଡର ଭୂମିକମ୍ପରେ ପ୍ରାୟ ୧୦ ହଜାର ରୁ ଅଧିକ ଘର ମାଟି ତଳେ ମାଟି ତଳେ ପୋତି ଯାଇଥିଲା ।

୫ . ପଞ୍ଚମ ଘଟଣାଟି ଅଷ୍ଟ୍ରେଲିଆର ଅଟେ । ଯେଉଁଠି ୨୦୧୪ ମସିହାରେ ହଠାତ ସୁନାମି ମାଡ଼ି ଆସିଥିଲା । ସମୁଦ୍ର ମଧ୍ୟରେ ଭୂମିକମ୍ପ ହେବା ସମ୍ବନ୍ଧରେ କେହିବି ଜାଣି ନଥିଲେ । ଆଉ ଦେଖୁ ଦେଖୁ ସମୁଦ୍ର ଜୁଆର ସ୍ଥଳଭାଗକୁ ମାଡ଼ି ଆସିଥିଲା । ଯାହା ଏକ ବଡ଼ ସହରକୁ ନଷ୍ଟ କରି ଦେଇଥିଲା ।

Leave a Reply

Your email address will not be published. Required fields are marked *