ଧନୀ ଘରର ଝିଅ ମାନେ ଗର୍ଭ-ବତୀ ହୋଇଥାନ୍ତି : ସୁରା ରାଉତରାୟ

ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ନେତା ସୁର ରାଉତରାୟ । ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଏପରି କିଛି କଥା କହିଥାନ୍ତି , ଯାହାକୁ ଶୁଣିବା ପରେ ଆପଣ ହସି ହସି ଗଡି ଯିବେ । ଅତ୍ୟନ୍ତ ମଜାଳିଆ କଥା ସେ କହି ଦେଇଥାନ୍ତି ଆଉ ଯାହା ମନକୁ ମଧ୍ୟ ଛୁଇଁ ଯାଇଥାଏ । ତେବେ ଆଉ ଥରେ ସେ ଏପରି କିଛି କଥା କହିଛନ୍ତି ।

ସେ ବର୍ତ୍ତମାନ ଧନୀ ଘରର ଝିଅ ମାନଙ୍କ ଉପରେ ଫୋ-କସ କରିଛନ୍ତି ଆଉ ସେମାନଙ୍କ ଗର୍ଭ-ବତୀ ହେବା ଉପରେ ଆଲୋଚନା କରିଛନ୍ତି । ଆଗରୁ ସବୁ କିଛି ଲୁ-ଚାଲୁ-ଚି ମଧ୍ୟରେ ଚାଲିଥିଲା କିନ୍ତୁ ଆଜିକାର ସମୟରେ ସବୁ ଖୋଲାଖୋଲି ଭାବରେ ହେଉଅଛି । ଆଉ କେହି କାହାକୁ ଲାଜ କରୁ ନାହାଁନ୍ତି। ମୁଖ୍ୟତଃ କହିବାକୁ ଗଲେ ଆଜିକାଲି ବଡ ଘରର ଝିଅ ମାନେ ଗର୍ଭ-ବତୀ ହେଉଛନ୍ତି ।

ଧନୀ ବାପାର ଧନୀ ଝିଅ ମାନେ ଆଜିର ସମୟରେ ଅଧିକ ଗର୍ଭ-ବତୀ ହେଉଛନ୍ତି , ଗରିବ ଘରର ଝିଅ ମାନଙ୍କୁ ଦୋ-ଷ ଦେଲେ କିଛି ହେବ ନାହିଁ । କାରଣ ସେମାନେ ଏପରି ହେଉ ନାହାଁନ୍ତି । ଆଗରୁ ଯାହା ଘର ଭିତରେ ହେଉଥିଲା ଆଜିର ସମୟରେ ତାହା ଖୋଲା ଖୋଲି ଭାବରେ ରାସ୍ତା ଉପରେ ହେଉଅଛି । ଆଉ ଲାଜ ଲ-ଜ୍ଜାର ଶବ୍ଦ କିଛି କାମ କରୁ ନାହିଁ ବୋଲି ବର୍ତ୍ତମାନ ଗଣମାଧ୍ୟମ ଆଗରେ ସୁର ରାଉତରାୟ କହିଛନ୍ତି ।

Leave a Reply

Your email address will not be published. Required fields are marked *