କୁହାଯାଏ ଯେ ଗୋଟିଏ ସ-ମ୍ପର୍କ ଯୋଡ଼ି ହେବାକୁ ଅନେକ କାରଣ ହେବା ଆବଶ୍ୟକ । ମାତ୍ର ସ-ମ୍ପର୍କ ଗୋଟିଏ କାରଣ ପାଇଁ ହିଁ ଭା-ଙ୍ଗିଯାଏ । ଆଉ କିଛି ଘ-ଟଣା ଏପରି ରହିଥାଏ ଯେଉଁଠି ବିନା ଦୋ-ଷରେ ବ୍ୟକ୍ତି ସ୍ୱାମୀ ସୁଖରୁ କିମ୍ବା ସ୍ତ୍ରୀ ସୁଖରୁ କିମ୍ବା ନିଜ ଅଧିକାରରୁ ବଞ୍ଚିତ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଯେଉଁ ଘ-ଟଣା ଚର୍ଚ୍ଚା ସୃଷ୍ଟି କରିଛି ଯାହା ହେଉଛି ଜଣେ ମହିଳାଙ୍କ ନ୍ୟା-ୟ ପାଇଁ ଲ-ଢ଼େଇ । ନିଜ ଦୁଃ-ଖକୁ ସାମ୍ନା କରି ନିଜେ ହିଁ ସଂ-ଘର୍ଷ କରୁଛନ୍ତି ଲ-ଢ଼େଇ ପାଇଁ । ତେବେ ଘ-ଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବାକୁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।
ସୂଚନା ଅନୁଯାୟୀ ରୀନା ଗତ ଦୀର୍ଘ ଏକ ମାସ ହେବ ନିଜ ଶାଶୁ ଘର ଦ୍ୱାରରେ ବସି ରହିଛି ନିଜ ବୋହୂ ହେବାର ଏବଂ ସ୍ତ୍ରୀ ହେବାର ଅଧିକାର ପାଇବାକୁ । ତେଣୁ ବର୍ତ୍ତମାନ ସମୟରେ ଏହି ମାମ-ଲା ସମଗ୍ର ଲୋକ ଲୋଚନକୁ ଆସିଛି । ପୀ-ଡ଼ିତା ରୀନା ଏକ ମାସ ହେବ ଘର ଦ୍ୱାରରେ ଖରା ବର୍ଷାରେ ପଡ଼ି ରହିଛନ୍ତି । ତାଙ୍କ ସପକ୍ଷରେ କେହିବି ନାହାଁନ୍ତି । ତଥାପି ସେ ହାର ମାନି ନାହାଁନ୍ତି । ଘ-ଟଣା ଏହା ଯେ ଗତ ଏକ ମାସ ତଳେ ତାଙ୍କ ସ୍ୱାମୀ ତାଙ୍କର କିଛି ଫୋନ କଲ ରେକର୍ଡ଼କୁ ଯୋଡ଼ି ତାଙ୍କ ଚରିତ୍ର ସଂ-ହାର କରୁଥିବା ସେ କହିଛନ୍ତି ।
ନିଜ ମାମୁଁ ସହ ସମ୍ପ-ର୍କ ଥିବା ଅଭି-ଯୋଗ ଆଣି ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ସ୍ୱାମୀ ଲିଟୁନା ମାଝୀ ମନା କରିଥିବା ସେ କହିଛନ୍ତି । ଏମିତିକି ତାଙ୍କୁ ମି-ଛ କହି ବାପଘର ବୁଲେଇ ନେବେ କହି ବାପ ଘରେ ଛାଡ଼ି ଦେଇ ଆସିଥିଲେ ଏବଂ ଆଉ ଘରକୁ ଆଣି ନଥିଲେ । ସେହିଠାରୁ ହିଁ ରୀନାଙ୍କ ଦୁଃ-ଖ ଆରମ୍ଭ ହୋଇଥିଲା ଏବଂ ସେ ଆସି ନିଜ ଅଧିକାର ପାଇଁ ଶାଶୁ ଘର ଆଗରେ ବସି ରହିଛନ୍ତି ।
ଏକ ମାସ ବିତି ଯାଇଥିଲେ ବି ତାଙ୍କ ସ୍ୱାମୀଙ୍କର କୌଣସି ଉତ୍ତର ଆସିନାହିଁ । ତେଣୁ ବର୍ତ୍ତମାନ ରୀନା ନିଜ ଦୁଃ-ଖକୁ ନିଜେ ସମ୍ଭାଳି ନିଜର ସ୍ତ୍ରୀ ଅଧିକାର ପାଇଁ ନିଜେ ଲ-ଢ଼ିବାକୁ ଜିଦ ଧରି ବସିଛନ୍ତି । ଶାଶୁ ଘର ଦ୍ୱାରରେ ନାନା ପ୍ରକାରର ଆଇନ ବହି ମେଲାଇ ବସିଛନ୍ତି ଏବଂ ପଢୁଛନ୍ତି । ସେ କହିଛନ୍ତି ଯେ ନିଜ ନ୍ୟା-ୟ ପାଇଁ ସେ ନିଜେ ଆ-ଇନ ପଢ଼ିବେ ଏବଂ ନିଜେ ଲ-ଢ଼ିବେ ।