ଦୀପିକାଙ୍କୁ ଶଶୁର ଏକା ଦେଖି ଘର ଭିତରକୁ ଡାକୁଛନ୍ତି ।

ବାହାରେ ତୁହାକୁ ତୁହା ବର୍ଷା ହେଉଛି। ଦୀପିକା ଘର ବାହାରେ ବସିରହିଛନ୍ତି। ଦିନେଶଙ୍କ ଘରେ ଶଶୁରଙ୍କୁ ଏକା ଛାଡି ଦେଲେ ଆଉ କେହି ନାହାଁନ୍ତି। ଦୀପିକାଙ୍କ ପ୍ରମିଳା ମା ମଧ୍ୟ ଭୁବନେଶ୍ୱରକୁ କୌଣସି ଏକ କାର୍ଯ୍ୟରେ ଯାଇଥିଲେ। ତେବେ ଦୀପିକା ଏକା ବସିଥିବା ଦେଖି ଶଶୁର ଦୀପିକାଙ୍କୁ ଘର ଭିତରକୁ ଡାକୁଛନ୍ତି। ଏ ଭାରି ଲ-ଜ୍ୟା ଜ-ନକ କଥା ଶଶୁର କାହିଁକି ବୋହୁଙ୍କୁ ଏକା ଘର ଭିତରକୁ ଡାକିଲେ ସେ ନେଇ ଦୀପିକା କା-ନ୍ଦି କା-ନ୍ଦି ପ୍ରମିଳା ମା ଭୁବନେଶ୍ୱର ରୁ ଆସି ଦୀପିକାଙ୍କ ପାଖରେ ପହଞ୍ଚିବା ପରେ ଦୀପିକା ସବୁ କଥା ତାଙ୍କ ଆଗରେ କହି ପକାଇଲେ। ଦିନେଶଙ୍କ ବାପା ମାନେ ଦୀପିକାଙ୍କ ଶଶୁର ଦୀପିକାଙ୍କୁ କହିଥିଲେ କି ବାହାରେ ବର୍ଷା ହେଉଛି ଏ ଘରେ କେହି ନାହାନ୍ତି କି ସେ ଘରେ କେହି ନାହାନ୍ତି। ମା ନାହାନ୍ତି କି ଗୋସେଇଁ ମା ବି ନାହାଁନ୍ତ ତୁ କାଇଁ ସେଠି ଓଦା ହେଉଛୁ ଆସେ ଘରକୁ ଆସେ ଏ କଥା ଦୀପିକା କହିଛନ୍ତି।

ଦୀପିକାଙ୍କ ଶଶୁର ଦୀପିକାଙ୍କୁ ସେହି ଦିନ ଏ କଥା କହିଥିଲେ ଯେଉଁ ଦିନ ପ୍ରବଳ ବର୍ଷା ବାହାରେ ଲାଗିରହିଥିଲା। ଆଉ ଦୀପିକାଙ୍କ ମା ମାନେ ସମାଜସେବୀ ପ୍ରମିଳା ତ୍ରିପାଠୀ ଭୁବନେଶ୍ୱରରେ ଥିଲେ।ଆଉ ଯେତେବେଳେ ପ୍ରମିଳା ଭୁବନେଶ୍ୱର ରୁ ପାଞ୍ଚ ଦିନ ପରେ ଫେରି ଝିଅକୁ ଦେଖା କରିବାକୁ ଯାଇଥିଲେ, ସାଥିରେ ପନି ପରିବା ମିଠା ନେଇ ପହଞ୍ଚିଥିଲେ ଦୀପିକାଙ୍କ ପାଖରେ ସେତେବେଳେ ମାଙ୍କୁ ପାଖରେ ପାଇ ସବୁ କଥା କହି ଦେଇ କା-ନ୍ଦି ପକାଇଥିଲେ ଦୀପିକା। ମା ଭୁବନେଶ୍ୱରରେ ଥିବା ସମୟରେ କିପରି ଦିନେଶଙ୍କ ପରିବାର ଲୋକେ ତାଙ୍କୁ ହଇ-ରାଣ କରୁଥଲେ। କିପରି ଦୀପିକାଙ୍କ ପରିବା ସବୁକୁ ଦିନେଶଙ୍କ ଘର ଲୋକେ ପାଣି ପକାଇ ପଚକା କରିଦେଲେ ସବୁ କଥା କହିଥିଲେ।

ସେପଟେ ପ୍ରମିଳା କହୁଛନ୍ତି ବୋହୁ ସହ ଲାଗିଛନ୍ତି ବୁଝିବେ ଦିନେଶଙ୍କ ପରିବାର ଯେବେ ବୋହୁ ମୁହଁ ଉପରେ ଜବାବ ଦେବ ସେତେବେଳେ ଯାଇଁ ପରିବାର ଲୋକେ ବୁଝିବେ। ଗୋଟେ ଝିଅ ବହୁତ କ-ଷ୍ଟ ସହିଲାଣି। ସେ କିଛି ନକହି ସବୁ ଚୁପ ଚାପ ସହିଯାଉଛି ବୋଲି କଣ ତା ସହ ଯାହା ନାହିଁ ତା କରିଦେବେ କି।ସବୁ ସହିବାର ଗୋଟେ ସୀମା ଥାଏ ଦୀପିକା 40 ଦିନରୁ ଉର୍ଦ୍ଧ ଦିନ ଧରି ଏକା ଏକା ନିଜ ଶଙ୍ଖା ସିନ୍ଦୁରର ଅଧିକାର ପାଇଁ କ-ଷ୍ଟ ପାଉଛି। ହେଲେ ତା ସରଲତାର ଫାଇଦା ଉଠାଇ ଦିନେଶଙ୍କ ପରିବାର ଆରମ୍ଭ ଦିନରୁ ଆଜି ପର୍ଯ୍ୟନ୍ତ ଦୀପିକାଙ୍କୁ ହଇ-ରାଣ କରୁଥିଵା କୁହାଯାଇଛି।

ସେପଟେ ପ୍ରମିଳା କହିଛନ୍ତି ସେ କୁଆଡେ ଏକ ଖୁସୀ ଖବର ନେଇ ଭୁବନେଶ୍ୱର ରୁ ଫେରିଛନ୍ତି। ଆଉ ରାତି ପାହି ସକାଳ ହେଲେ ପ୍ରମିଳା ଖୁସୀ ଖବର ଦେବେ। ଆଜିଠୁ ବି ଦୀପିକାଙ୍କୁ ମିଠା ଖୁଆଇ ତାଙ୍କୁ ଖୁସି କରାଇଛନ୍ତି।ତେବେ ପ୍ରମିଳା କି ଖୁସି ଖବର ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ କେବେ ମିଳିବ ଦୀପିକାଙ୍କୁ ନ୍ୟା-ୟ। କେବେ ଦିନେଶ ଦୀପିକାଙ୍କୁ ଗ୍ରହଣ କରିବେ କେବେ ଦିନେଶ ଦେବେ ପୁଅକୁ ବାପାର ପରିଚୟ ତାହା ସମସ୍ତେ ଅପେକ୍ଷା କରିଥିବା ବେଳେ ଘଟ-ଣାର ଶେଷ କେବେ ହେଉଛି କେବେ ଦୀପିକା ଧାରଣାରୁ ଓହରି ଯାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *