ପିତା ନିଜ ଜୀବନକୁ ବାଜି ରେ ଲଗାଇ ପିଲାର ଜୀବନ ବଞ୍ଚାଇଲେ, ଆଉ ଗୋତେ ସେକେଣ୍ଡ ବି-ଳମ୍ବ ହେଇଥିଲେ ସବୁ କିଛି ସରିଯାଇ ଥାଆନ୍ତା।

ଗୋଟେ ଛୋଟ ଦୁର୍ଘ-ଟଣା ମଣିଷର ଜୀବନ ନ-ଷ୍ଟ କରିଦିଏ।ଅନେକ ଥର ଦେଖାଯାଏ ଯେ ଲୋକମାନେ ବହୁତ ଅସାବଧାନତା ସହିତ ରାସ୍ତାରେ ବୁଲନ୍ତି, ଯେଉଁ କାରଣରୁ ଦୁର୍ଘ-ଟଣା ଘଟେ। ବେଳେବେଳେ କାହାର କିଛି ଭୁଲ ନଥାଇ ମଧ୍ୟ ଦୁର୍ଘ-ଟଣା ଘ-ଟିଯାଏ। ଏହି ଭିଡିଓ ଦେଖି ଆପଣ କହିପାରିବେ ଯେ ପିଲାଟି ମୃ-ତ୍ୟୁ ମୁହଁରୁ କେମିତି ଫେରି ଆସିଛି।

ଏହି ଭିଡିଓରେ ଆପଣ ଦେଖିବେ ଯେ ଜଣେ ପିତା ନିଜ ପିଲାକୁ ଧରି ସହ ବାଇକ୍ ରେ ବସିଥିଲେ। କିଛି ମୁହୂର୍ତ୍ତରେ ସେମାନଙ୍କ ସହ କଣ ଘ-ଟିବ ସେ ବିଷୟରେ ସେ କିଛିବି ଜାଣି ନଥିଲେ। ଏହି ଭିଡିଓ ଏବେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by TRT World (@trtworld)

ବାଇକ୍ ପାଖରେ ବାପା ନିଜ ଛୋଟ ଝିଅକୁ ଧରି ଛିଡା ହେଇଥିଲେ। ହଠାତ୍ ଗୋଟେ କାର୍ ବହୁତ୍ ଯୋରେ ଆସି ବାଇକ୍ କୁ ଧ-କ୍କା ଦେଇ ଚାଲିଗଲା। ଆଖି ପିଛୁଳାକେ ବାପା ନିଜ ପିଲାକୁ ବାଇକରୁ ଉଠାଇ ଆଣିଲେ। ତା’ପରେ ବାପା ପିଲାଟିକୁ ନିଜ ମା ପାଖରେ ଛାଡି କାର ଡ୍ରାଇଭରକୁ ଜୋ-ରରେ ପାଟି କରି ଗା-ଳିଦେଲେ। କିନ୍ତୁ କାର୍ ଡ୍ରାଇଭର ସେଠାରୁ ପଳେଇ ଯାଇଥିଲା।

ଏହି ଭିଡିଓ ଦେଖି ଲୋକଙ୍କ ଚେତା ଉଡ଼ିଯାଇଛି। ତାଙ୍କ ପିତାଙ୍କ ଚମ-ତ୍କାରତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି। ଯଦି ଆଉ ଗୋଟେ ସେକେଣ୍ଡରେ ବିଳମ୍ବ ହୋଇଥାନ୍ତା, ତେବେ ପିଲାଟିର ଜୀବନ ଦୀପ ଲିଭିଯାଇ ଥାନ୍ତା।

Leave a Reply

Your email address will not be published. Required fields are marked *