ବର୍ତ୍ତମାନ ସମୟରେ ସମାଜରେ ଏପରି ଆଶ୍ଚର୍ଯ୍ୟ ଜନକ ଘ-ଟଣା ଘଟୁଛି ତାହା ବର୍ଣ୍ଣନାବି କରିହେବ ନାହିଁ । ତେବେ ଚଳିତ ବର୍ଷ ସାବିତ୍ରୀ ଅମାବାସ୍ୟାରେ କୌଣସି ଘ-ଟଣା ନଘଟିବ ବା କିପରି । ବର୍ତ୍ତମାନ ସମୟରେ ଏକ ଘ-ଟଣା ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଯେଉଁ ଘଟ-ଣା ଅନୁଯାୟୀ ଜଣେ ବୋହୂ ସାବିତ୍ରୀ ବ୍ରତ ପାଇଁ ମାର୍କେଟକୁ ପୂଜା ସାମଗ୍ରୀ ଆଣିବାକୁ ଯିବେ କହି ସେଠାରୁ ଫେ-ରାର ହୋଇ ଯାଇଛନ୍ତି । ଆଉ ତାପରେ ଯାହା ଘ-ଟିଛି ତାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।
ଘରେ ତିନି ବର୍ଷର ପୁଅ ଏବଂ ଶାଶୁ ଘର ପରିବାର । ସ୍ୱାମୀ ବାହାରେ କେରଳରେ କାମ କରନ୍ତି । ତେବେ ଗତ ଶନିବାର ଦିନ ଜଣେ ବିବାହିତା ନାରୀ ଘରୁ ବଜାରକୁ ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ ଆଣିବାକୁ ଯିବେ କହି ଯାଇଥିଲେ ଆଉ ନିଜ ଶାଶୁକୁ ଘର ଦେଖିବା ପାଇଁ ମଧ୍ୟ କହି ଯାଇଥିଲେ । ମାର୍କେଟକୁ ଯାଇ ସେଠାରୁ ଫେ-ରାର ହୋଇଗଲେ । ତେବେ ବର୍ତ୍ତମାନ ଶାଶୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏବଂ ବଙ୍ଗଳା ଥା-ନାରେ ଅଭି-ଯୋଗ ମଧ୍ୟ ଆଣିଛନ୍ତି । ଅଭି-ଯୋଗ ପରେ ବୋହୂ ମଧ୍ୟ ନିଜର ସଫେଇ ଦେବା ପାଇଁ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ।
ବୋହୂର କହିବା କଥା ଯେ ସେ ସେ ନିଜ ଇଚ୍ଛା ଅନୁସାରେ ଘରୁ ଯାଇଛନ୍ତି । କିନ୍ତୁ ସେ କେଉଁ କାରଣରୁ ଘର ଛାଡ଼ିଲେ କିମ୍ବା କାହା ସହ ଗଲେ ଏସବୁ ବିଷୟରେ ଶାଶୁଙ୍କୁ କିଛିବି ଜଣା ନାହିଁ । ତେଣୁ ବ୍ରହ୍ମାଣଖଣ୍ଡି ଗ୍ରାମର ଶ୍ୱଶୁର ପ୍ରଭାକର ବେହେରା ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି । ଅଭି-ଯୋଗ ଆ-ଧା-ରରେ ପୋ-ଲି-ସ ମା-ମ-ଲା ରୁ-ଜ୍ଜୁ କରି ତ-ଦନ୍ତ କରୁଥିବା ଜଣା ପଡ଼ିଛି ।
ସୂଚନା ଅନୁଯାୟୀ ଗତ ଶନିବାର ଦିନ ସକାଳ ୧୧ ଟା ସମୟରେ ପ୍ରଭାକରଙ୍କ ସାନ ବୋହୂ ଯମୁନା ବେହରା ଘରେ ନିଜର ତିନି ବର୍ଷୀୟ ପୁଅକୁ ଘରେ ଛାଡ଼ି ଜଣେ ଯାଆଙ୍କ ସହିତ ବଙ୍ଗଳା ବଜାରକୁ ସାବିତ୍ରୀ ମାର୍କେଟିଂ ପାଇଁ ଆସିଥିଲେ । ତେବେ ଯାଆ ମାନଙ୍କ କହିବା ଅନୁଯାୟୀ ସେମାନେ ଜିନିଷପତ୍ର କିଣିବା ସମୟରେ ଯମୁନା ମୋବାଇଲ ମରାମତି ଦୋକାନକୁ ଯାଇଥିଲେ । ଯାଆ ମାନେ ଜିନିଷପତ୍ର କିଣାକିଣି କରି ଅଟୋ ନିକଟକୁ ଆସିଥିଲେ ମାତ୍ର ଯମୁନା ଆଉ ଫେରି ନଥିଲେ । ତେଣୁ ଘରେ ଖବର ପହଞ୍ଚିବା ପରେ ଘର ଲୋକେ ବଜାରକୁ ଆସି ଖୋ-ଜାଖୋ-ଜି କରିଥିଲେ କିନ୍ତୁ ଯମୁନାଙ୍କୁ ଆଉ ପାଇ ନଥିଲେ ।
ତେବେ ଅନେକ ଖୋ-ଜାଖୋ-ଜି କରି ନି-ରାଶ ହେବାପରେ ଶାଶୁ ଶ୍ୱଶୁର ଥା-ନାରେ ଅଭି-ଯୋଗ କରିଛନ୍ତି । ଅଭି-ଯୋଗ ପରେ ପୋ-ଲି-ସ ତ-ଦନ୍ତ ଆରମ୍ଭ କରିଥିଲେ ହେଁ ଫେ-ରାର ହୋଇଥିବା ବୋହୂ ସାବିତ୍ରୀ ବ୍ରତ ଦିନ ଥା-ନାକୁ ଆସି ନିଜ ଇଚ୍ଛାରେ ଯାଇଥିବା ସଫେଇ ଦେଇ କହଁଛନ୍ତି ।