ଚତୁର୍ଥୀ ଦିନ ଋ-ତୁସ୍ରା-ବର ବାହାନା କରିଥିଲା ମେଘନାଦ , ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ :-

ମେଘନା ଅର୍ଥାତ ମେଘନାଦ ଚତୁର୍ଥୀ ଯେମିତି ନହେଉ ଏବଂ ପରିଚୟ ଯେମିତି ସମସ୍ତଙ୍କ ସାମ୍ନାରେ ନଫିଟୁ ସେଥିପାଇଁ ମେଘନାଦ ଋ-ତୁସ୍ରା-ବ ହେବାର ଅଭିନୟ କରିଥିଲା । ତେବେ ପୂର୍ବରୁ ମେଘନାଦ ନିଜର ସଫେଇ ଦେଇ ଅନେକ କିଛି କହିଥିଲେ ଯେଉଁଥିରୁ ମନେ ହେଉଥିଲା ସେ ନି-ରୀ-ହ କିମ୍ବା ସେ କିଛି ଭୁଲ କରି ନଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘ-ଟଣା ଜାଣିବାକୁ ମିଳିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହି ସମ୍ବ-ନ୍ଧରେ ତାଙ୍କ ପଡ଼ିଶା ଘର ମାଉସୀ କହିଛନ୍ତି

ଯେଉଁଦିନ ଚତୁର୍ଥୀ ହୋଇଥାନ୍ତା ସେଇଦିନ ହିଁ ବ୍ଲେଡରେ ନିଜ ଶରୀରର କୌଣସି ଏକ ଅଂଶ କା-ଟି ର-କ୍ତ ବାହାର କରିଥିଲା ଏବଂ ଏହାସହିତ ନିଜ ଶାଢ଼ୀରେ ବି ଲଗାଇଥିଲା । ନିଜର ଋ-ତୁସ୍ରା-ବ ହୋଇଥିବା କଥା ସମସ୍ତଙ୍କୁ ଜଣାଇଥିଲା । କାରଣ ଋ-ତୁସ୍ରା-ବ ସମୟରେ ଶାରୀ-ରିକ ସ-ମ୍ପର୍କ ରଖିବା ଉଚିତ ନୁହେଁ । ଏହାର ଫାଇଦା ଉଠାଇ ମି-ଛ କହିଥିଲା ମେଘନାଦ । ଏସବୁ ମି-ଛ କହି ଆଲୋକ ସହିତ କିଛିବି ସମ୍ପର୍କ ରଖିବାର ମେଘନାଦ ବାରଣ କରୁଥିଲା ବୋଲି ଆଲୋକଙ୍କ ପରିବାର ଏବଂ ପଡ଼ୋଶୀ ଲୋକେ କହିଛନ୍ତି । କିନ୍ତୁ ଏପଟେ ମେଘନାଦ କହିଛି ଯେ ଆଲୋକ ତାଙ୍କ ସହିତ ଜୋର ଜବ-ରଦ-ସ୍ତ ଶାରୀ-ରିକ ସ-ମ୍ପ-ର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ।

ପୁଣି ମେଘନା ଏହା ମଧ୍ୟ ବ-ୟା-ନ ଦେଇଛି ଯେ ସେ ନିଜେ ପୁଅ ବୋଲି ପୂର୍ବରୁ ଆଲୋକଙ୍କୁ କହିବା ସତ୍ତ୍ୱେ ବି ଆଲୋକ ତାଙ୍କ ସହିତ ସଂସାର କରିବେ ବୋଲି କହିଥିଲେ । ମାତ୍ର କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କାରଣ ଏହା କେବେ ସମ୍ଭବ ହୋଇ ପାରିବ ନାହିଁ । ନିଶ୍ଚିତ ଭାବରେ ମେଘନାଦ ଝିଅ ସାଜି ଆଲୋକକୁ ଫ-ସେଇ ଦେବାକୁ ଚେଷ୍ଟା କରିଥିଲା । ୨୪ ତାରିଖ ଦିନ ଏସବୁ ଘ-ଟଣା ଘଟିଥିଲା ଯେଉଁଦିନ ଉଭୟେ ଚଣ୍ଡିଖୋଲ ଆସିଥିଲେ ଏବଂ ସେଠାରୁ ବାସୁଦେବପୁର ନିଜ ମାମୁଁ ଘରକୁ ଆସିଥିଲେ ଆଲୋକ ।

ସେଠାରେ ନୂଆ ବୋହୂ କହି ତାଙ୍କ ମାଇଁ ମଧ୍ୟ ଦୁହିଁଙ୍କୁ ବନ୍ଦାପନା କରିଥିଲେ । ଘରେ ଭୋଜିଭାତ ମଧ୍ୟ ହୋଇଥିଲା । ଆଉ ଭୋଜିଭାତ ଚାଲିଥିବା ସମୟରେ ବିନୋବଭାବେ ଗ୍ରାମର ସବିତା ମଣ୍ଡଳ ଆସି ମେଘନାଦର ପ-ର୍ଦାଫା-ସ କରିଥିଲେ । ଆଉ ଏସବୁକୁ ଖୁବ ଚତୁରତାର ସହିତ ଲୁ-ଚାଇବା-କୁ ଚେଷ୍ଟା କରିଥିଲା ମେଘନାଦ । ମାତ୍ର ପଛରେ ଏସବୁକିଛି ଧ-ରାପଡ଼ିଥିଲା । ଆଉ ଋ-ତୁସ୍ରା-ବ ଘ-ଟଣା ମଧ୍ୟ ତାଙ୍କ ପଡ଼ୋଶୀ ମାଉସୀ ଜଣେ କହିଛନ୍ତି । ତେବେ ଏସବୁରୁ ସତ୍ୟତା ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲେ ହେଁ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ କେବେ ମେଘନାଦଙ୍କ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *