ସାର ମୁଁ ଆଉ ସହି ପାରୁନି ଏଥର ମତେ ଛାଡି ଦିଅନ୍ତୁ: ଛାତ୍ରୀ।

ଶିକ୍ଷକ ସାଜିଲେ ସୈ-ତାନ ନିରିହ ନିଷ୍ପାପ କୋମଳ ମତି ଛାତ୍ରୀଙ୍କୁ ଦେଲେ ମାନ-ସିକ ନିର୍ଯ୍ୟା-ତନା। ବନ୍ଧୁଗଣ କୁହାଯାଏ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର। ହେଲେ ସେହି ଗୁରୁ ଯେବେ ନିଜ ହିତାହିତ ଜ୍ଞାନ ଭୁଲି ଯାଇ ଛାତ୍ରୀଙ୍କୁ ଦିଅନ୍ତି ମାନ-ସିକ ନିର୍ଯ୍ୟା-ତନା ସେହିଭଳି କିଛି ଗୁରୁଙ୍କ ପାଇଁ ଗୁରୁ ସମାଜ ହେଉଛି କଳ-ଙ୍କିତ। କୁହାଯାଏ ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର ଯେଉଁ ମନ୍ଦିରରେ ଗୁରୁ ହେଉଛନ୍ତି ସାକ୍ଷାତ ଦେବତା। ହେଲେ ଗୁରୁ ଯେବେ ଦେବତାରୁ ସାଜନ୍ତି ସୈ-ତାନ ସେତେବେଳେ ସେହି ଗୁରୁଙ୍କୁ ଦେବତା ନୁହେଁ ବରଂ ସୈ-ତାନ ର ଆକ୍ଷା ଦିଅନ୍ତି ଲୋକେ। ଜଣେ ପ୍ରଧାନ ଶିକ୍ଷକ ଯିଏକି ସ୍କୁଲର ମେରୁ-ଦଣ୍ଡ ସେ ଛାତ୍ରୀଙ୍କ ସହ ଖରାପ ବ୍ୟବହାର କରିବା ଆଦୌ ଠିକ ନୁହେଁ ବୋଲି ସାରା ଅଞ୍ଚଳବାସୀ କହିଛନ୍ତି।

କ୍ଲାସ ରୁମରେ ସମସ୍ତ ପିଲାଙ୍କ ସାମ୍ନାରେ ପ୍ରଧାନ ଶିକ୍ଷକ ମହାଶୟ ଛାତ୍ରୀଙ୍କୁ ଦେଲେ ନିର୍ଯା-ତନା। ବାପା ମାଙ୍କ ନା ଧରି ସବୁ ପିଲାଙ୍କ ଆଗରେ କଲେ ଅ-ପମା-ନିତ। କେବଳ ଏତିକି ନୁହେଁ ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ କହିଲେ ଅଭ-ଦ୍ର ଭାଷା। ସବୁ ପିଲାଙ୍କ ସାମ୍ନାରେ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ କଲେ ଖରାପ ବ୍ୟବହାର ଆଉ ପ୍ରଧାନ ଶିକ୍ଷକଙ୍କ ଏପରି ବ୍ୟବହାରରେ ଭା-ଙ୍ଗି ପଡିଲେ କୁନି ଛାତ୍ରୀ। କହିଲେ ସାର ମୁଁ ପାରୁନି। ମୋତେ ଆଉ ନିର୍ଯ୍ୟା-ତନା ଦିଅନ୍ତୁନି ମୁଁ ଆଉ ସହିପାରିବିନି। ମୁଁ ଭବିଷ୍ୟତ ଗଢିବାର ସ୍ୱପ୍ନ ନେଇ ଆସିଥିଲି। ମୁଁ ଭାବିଥିଲି ଗୁରୁ ମତେ ପାଠ ପଢେଇ ବଡ଼ ମଣିଷ କରିବେ। ଅନ୍ଧାରରୁ ଆଲୋକ ଧରି ଟାଣି ଆଣିବେ ଗୁରୁ। ଶିକ୍ଷା ଦାନ କରି ମୋ ଭବିଷ୍ୟତକୁ ଉ-ଜ୍ଜ୍ୱଳ କରିବେ ଗୁରୁ ମାତ୍ର ସବୁକିଛି ଭୁଲ ହୋଇଗଲା। ଗୁରୁଙ୍କ ନିର୍ଯ୍ୟା-ତନା ପାଇଁ କେବେ କେବେ ଭାବୁଛି ପାଠ ପଢ଼ାରେ ଡୋରି ଲଗାଇ ଦିଅନ୍ତି କି।

ବନ୍ଧୁଗଣ ମୟୁରଭଞ୍ଜ ଜିଲ୍ଲାରୁ ଏପରି ଘ-ଟଣା ସାମ୍ନାକୁ ଆସିଛି । ମୟୁରଭଞ୍ଜ ଜିଲ୍ଲାର ଜଣେ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କୁ ଦେଇଛନ୍ତି ମାନ-ସିକ ନିର୍ଯ୍ୟା-ତନା। ଛାତ୍ରୀଙ୍କ ଅଭି-ଯୋଗ ଅନୁଯାୟୀ ଶିକ୍ଷକ ସବୁ ପିଲାଙ୍କ ଆଗରେ ସ୍କୁଲ ପରିସର ମଧ୍ୟରେ ବାପା ମାଙ୍କ ନାମ ନେଇ ଅକଥନୀୟ ନିର୍ଯ୍ୟା-ତନା କରିବା ସହ ଅଭଦ୍ର ଭାଷାରେ ଗା-ଳି ଗୁ-ଲଜ କରିଥିଲେ। ସୂଚନା ଅନୁଯାୟୀ ନବମ ଶ୍ରେଣୀରେ ପଢୁଥିବା ଜୈନିକ ଛାତ୍ରୀ ଜଣଙ୍କର ବାପା ଛାତ୍ରୀଙ୍କର ବିଦ୍ୟାଳୟ ପରିଚୟ ପତ୍ରରେ ନାମ ତ୍ରୁ-ଟି ଥିବା ପ୍ରଧାନ ଶିକ୍ଷକଙ୍କୁ ଦର୍ଶାଇଥିଲେ। ଏହା ପରେ ଛାତ୍ରୀଙ୍କ ବାପା ବାରମ୍ବାର ପ୍ରଧାନଶିକ୍ଷକଙ୍କୁ ଏନେଇ ଜଣାଇ ଥିଲେ। ହେଲେ ପ୍ରଧାନଶିକ୍ଷକ ଏଥିପ୍ରତି ଦୃ-ଷ୍ଟି ନଦେବାରୁ । ଲିଖିତ ଭାବେ ବହଲଦା ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ନଜରକୁ ଆଣିଥିଲେ। ଏହା ପରେ ଏହି ଘଟ-ଣାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରା-ଗରେ ନି-ଆ ହୋଇଯାଇଥିଲେ।

କ୍ଲାସ ରୁମ ଭିତରେ ସମସ୍ତ ପିଲା ବସିଥିବା ବେଳେ ଜୋରେ ଅଭ-ଦ୍ର ଭା-ଷାରେ ଗା-ଳି ଗୁ-ଳଜ କରିଥିବା ଛାତ୍ରୀ ଜଣଙ୍କ ଅଭି-ଯୋଗ କରିଛନ୍ତି । ତେବେ ବର୍ତ୍ତମାନ ଛାତ୍ରୀ ଜଣଙ୍କ କା-ନ୍ଦି କା-ନ୍ଦି ଗଣମାଧ୍ୟମ ରେ ବଖାଣି ଥିଲେ ତାଙ୍କୁ କିପରି ପୁରା ସ୍କୁଲ ଭିତରେ ସମସ୍ତ ପିଲାଙ୍କ ସମ୍ମୁଖରେ ପ୍ରଧାନ ଶିକ୍ଷକ ଖରାପ ଭାଷାରେ ଗା-ଳି କରିଥିଲେ। ସେପଟେ ଏହି ଘଟ-ଣାକୁ ନେଇ ଚାରି ଆଡ଼େ ଆଲୋଚନା ହେଉଛି କି ଜଣେ ପ୍ରଧାନ ଶିକ୍ଷକ ହୋଇ ଏପରି କିପରି କାର୍ଯ୍ୟ କରି ପାରନ୍ତି। ଜଣେ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ମୁଖ୍ୟ ହୋଇଥିବା ବେଳେ ନିଜ ହାତରେ ଯିଏ ସହ ସହ ପିଲାଙ୍କୁ ଗଢ଼ିଥାନ୍ତି ତାଙ୍କ ପାଟିରୁ ଅଭ-ଦ୍ର ଭାଷା ବାହାରିବା ଆଉ କ୍ରୋଦ୍ଧାନିତ ହୋଇ ଛାତ୍ରୀଙ୍କୁ ଗା-ଳି କରିବା ସମ୍ପୂର୍ଣ୍ଣ ଭୁଲ।

Leave a Reply

Your email address will not be published. Required fields are marked *