ଅର୍ଚ୍ଚନା ପାଇଁ ସୁନା ପୁଅ ଜଗବନ୍ଧୁ ହେଲା ବ-ର୍ବାଦ।

ଆମ ଆଖି ଲୁହରେ ତୁ ଭାସିଯିବୁ ଅର୍ଚ୍ଚନା। ମୋ ପୁଅ ନାଁ ଆମେ ଜଗା ରଖିଥିଲୁ । ସେ ପୁରା ଜଗା ଭଳି ଥିଲା ଶାନ୍ତ ସିଷ୍ଟ ଆଉ ତାକୁ ସମସ୍ତେ ଖୁବ ଭଲ ପାଉଥିଲେ। ତୁ ଯେବେ ଠାରୁ ତା ଜୀବନରେ ଆସିଲୁ ମୋ ପୁଅ ପୁରା ବଦଳି ଗଲା। ଯେଉଁ ପୁଅ ମୋର ଦିନେ ମାର ପଣତ କାନିକୁ ଝୁରି ହେଉଥିଲା ଯେଉଁ ପୁଅ ମୋର ଦିନେ ତା ପରିବାରକୁ ଖୁବ ଭଲ ପାଉଥିଲା ସେହି ପୁଅ ହଟାତ ବଦଳି ଗଲା। ତୁ କଣ କଲୁ ଅର୍ଚ୍ଚନା ମୋ ପୁଅ ଆମ କଥାରେ ଆଉ ନଯାଇ ସେ ଆମକୁ ଘୃଣା କରିବା ଆରମ୍ଭ କରିଦେଲା। ଭୁବନେଶ୍ୱର ରେ ତୁ ତାକୁ ଏମିତି ଫସା-ଇଲୁ ଯେ ସେ ଘରକୁ ଆସିବା ଏକ ଦମ ଭୁଲିଗଲା। ତୁ ଆମ ପୁଅକୁ ଆମ ପାଖରୁ ଅଲଗା କରିଦେଲୁ ଅର୍ଚ୍ଚନା। ତତେ ଭଗବାନ ସହିବେନି ଜମା ବି ନୁହେଁ। ତୁ ଆମ ଆଖିରେ ଲୁ-ହ ଦେଇଛୁ ଆଉ ଆମ ଆଖିର ଲୁ-ହରେ ଦିନେ ଭାସି ଯିବୁ।

ଆମେ ତତେ ଅଭି-ଶାପ ଦେଉଛୁ ଅର୍ଚ୍ଚନା ତୁ ଆଉ କେବେ ଭଲରେ ରହି ପାରିବୁନି। ଆମ ସୁନା ପୁଅ ଜଗବନ୍ଧୁକୁ ତୁ ତୋ ମାୟା ଜା-ଲରେ ଫ-ସାଇ ତାକୁ ଏକ ଦମ ବ-ର୍ବାଦ କରିଦେଲୁ। ଦିନେ ଆମ ପୁଅ ଆମ କଥାରୁ ବାହାରି ଯାଉନଥିଲା ଆଉ ଆଜି ସିଏ ଆମକୁ ଅନାଉ ନାହିଁ ସୁଦ୍ଧା। ତୁ ନାରୀ ନୁହେଁ ଲୋ ତୁ ଗୋଟେ ମାୟାବିନୀ। ତୋ ମାୟା ଜା-ଲରେ ଯିଏ ଥରେ ଫ-ସିଛି ସେ ଜାଣିଛି ସେଥିରୁ ମୁକିଳିବା କେତେ କ-ଷ୍ଟ। ତୁ ଟଙ୍କା ଲୋଭ ଦେଖାଇ ମୋ ପୁଅକୁ ତୋ ଜା-ଲରେ ବାନ୍ଧି ରଖିଲୁ। ସେ ଆଉ ଆମକୁ ପଚାରିଲା ନାହିଁ କି କେବେ ଗାଁକୁ ଫେରିଲା ମଧ୍ୟ ନାହିଁ। ବନ୍ଧୁଗଣ ଅର୍ଚ୍ଚନାଙ୍କୁ ମନେ ମନେ ଏମିତି ଅଭି-ଶାପ ଦେଉଛି ଜଗବନ୍ଧୁ ଙ୍କ ବାପା ମା।

ଜଗବନ୍ଧୁଙ୍କ ବାପା ମା କୁଆଡେ ଗାଁରେ ଝାଟି ମାଟି ଘରେ ରହୁଥିବା ବେଳେ ଆଖିରୁ ଲୁ-ହ ଝରାଉଛନ୍ତି। ଆଉ କୁଆଡେ ଏ କଥା ବି କହୁଛନ୍ତି କି ଅର୍ଚ୍ଚନା ତାଙ୍କ ପୁଅକୁ ଫ-ସାଇ ଦେଇଛି। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲାରେ ସ୍ୱାମୀ ଜଗବନ୍ଧୁଙ୍କ ଘର ଆଉ ଘରେ ବୟସର ଅପରାହ୍ନରେ ପହଁଚିଥିବା ବୃଦ୍ଧା ବୃଦ୍ଧ ଥିବା ବେଳେ ଏବେ ସେହି ଝାଟି ମାଟିର ଘରେ ରହି ଆଖିରୁ ଲୁ-ହ ଝରାଉଛନ୍ତି। ଦିନେ ପୁଅକୁ ନେଇ ସେମାନେ ଅନେକ ସ୍ୱପ୍ନ ଦେଖିଥିଲେ। ପୁଅ ବଡ଼ ହେଲେ ସେମାନଙ୍କୁ ବୃଦ୍ଧା ବୟସରେ ସାହାରା ହେବ ବୋଲି ସେମାନେ ଭାବିଥିଲେ। ହେଲେ ପୁଅ ବଡ଼ ହୋଇ ଗୋଟେ ମାୟାବିନୀ ଜାଲରେ ଫସିଯାଇ ବାପା ମାଙ୍କୁ ପଚାରୁ ନଥିବା ବାପା ମା କହୁଛନ୍ତି।

ଜଗବନ୍ଧୁ +2 ପାଠ ପଢି ସାରିବା ପରେ ଭବିଷ୍ୟତ ଗଢିବାର ସ୍ୱପ୍ନ ନେଇ ବାହାରି ଥିଲେ ସୁଦୂର ଦିଲ୍ଲୀ ଅଭିମୁଖେ। ଦିଲ୍ଲୀରେ ଜଗବନ୍ଧୁ ଏକ ଘରୋଇ କମ୍ପାନୀରେ ମଧ୍ୟ କାର୍ଯ୍ୟ କରୁଥିଲେ। ଆଉ ଦିଲ୍ଲୀରେ ଜଗବନ୍ଧୁ କାର୍ଯ୍ୟ କରିବା ସମୟରେ ଯାହା ଦରମା ପାଉଥିଲେ ସେଥିରୁ କିଛି ବାପା ମାଙ୍କୁ ମଧ୍ୟ ପଠାଉ ଥିଲେ। ହେଲେ ପୁଅ ଯେବେ ଦିଲ୍ଳୀରୁ ଆସି ଭୁବନେଶ୍ୱରରେ ପୁରୁଣା ଗାଡି ସୋ ରୁମରେ ରହିଲା ତା ପରେ ସୁନ୍ଦରୀ ଅର୍ଚ୍ଚନାଙ୍କ ମା-ୟାଜା-ଲରେ ଫ-ସି ପୁଅ ଏକ ଦମ ବାପା ମାଙ୍କୁ ଭୁଲିଗଲା। ନା ଆଉ ଗାଁ କଥା ମନେ ପଡ଼ିଲା ନା ବାପା ମାଙ୍କ କଥା। ଏବେ ବାପା ମା କହୁଛନ୍ତି ସୁନ୍ଦରୀ ଅର୍ଚ୍ଚନା ସେମାନଙ୍କ ପୁଅକୁ ବ-ର୍ବାଦ କରିଦେଲା।

Leave a Reply

Your email address will not be published. Required fields are marked *