ମାନ୍ୟବର ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି , ସମ-ଲିଙ୍ଗି ଆଉ ବିବାହ କରିପାରିବେ ନାହିଁ

ସୁପ୍ରିମକୋର୍ଟ ଶୁଣାଇଲେ ବଡ ରାୟ । ଯାହାକୁ ଶୁଣିବା ପରେ ଆପଣଙ୍କୁ ଟିକିଏ ଅବାକ୍ ଲାଗିପାରେ । କିନ୍ତୁ କଥାଟି ପୁରାପୁରି ସତ । ମାନ୍ୟବର ସୁପ୍ରିମକୋର୍ଟଙ୍କ ଏପରି ଶୁଣାଣି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ତେବେ ଆମ ଦେଶରେ ଦେଖା ଯାଇଥିଲା କି , ପୁଅକୁ ପୁଅ ଆଉ ଝିଅକୁ ଝିଅ ବିବାହ କରି ସେମାନଙ୍କ ପରିବାର ଆଗକୁ ବଢ଼ାଉଥିଲେ ଏବଂ ସେମାନେ ହସ ଖୁସିରେ ମଧ୍ୟ ଦିନ ବିତାଉ ଥିଲେ ।

କିନ୍ତୁ ଏହା ଉପରେ ଏବେ ବଡ ରାୟ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଭାରତରେ ସମ-ଲିଙ୍ଗି ବିବାହକୁ ନେଇ ସବୁବେଳେ ବି-ରୋଧ ହୋଇ ଆସୁଥିଲା । ଆଉ ଯାହା ପରେ ୧୮ ଜଣ ସମ-ଲିଙ୍ଗିଙ୍କ ଦ୍ଵାରା ସୁପ୍ରିମକୋର୍ଟରେ ପିଟି-ସନ ଦାଖଲ କରା ଯାଇଥିଲା । ଆଉ ଯାହା ବିଷୟରେ ବର୍ତ୍ତମାନ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଯେ , ବିବାହ ମୌଳିକ ଅଧିକାର ନୁହେଁ ।

ଏହା ଉପରେ ନ୍ୟାୟାଳୟର କିଛି ବି ଅଧିକାର ନାହିଁ ଆ-ଇନ ତିଆରି କରିବା ପାଇଁ । ତେଣୁ ଏହା ଉପରେ ସର୍ବ ପ୍ରଥମେ ସରକାର ଏକ କମିଟି ଗଠନ କରି ଆ-ଇନ ତିଆରି କରିବା କଥା ଆଉ ତାପରେ ଯାହା ନିଷ୍ପତ୍ତି ନିଆ ଯାଇପାରିବ । ଡି ରାଓଙ୍କ କହିବା ଅନୁସାରେ , ସମସ୍ତଙ୍କର ସମାନ ଅଧିକାର ନିଜ ଜୀବନ ସାଥି ବାଛିବା ପାଇଁ ରହିଛି । ଗାଆଁ ରେ ରହୁଥିବା ଜଣେ କୃଷକର ସ୍ତ୍ରୀ ମଧ୍ୟ ସମ-ଲିଙ୍ଗି ସମ୍ପ-ର୍କରେ ରହିପାରିବେ ।

ତାଙ୍କୁ ଏ ନେଇ କେହି ବି ହଇ-ରାଣ କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ , କାହାକୁ ବି ହରମୋନ ଥେରାପି ପାଇଁ ବାଧ୍ୟ କରା ଯାଇପାରିବ ନାହିଁ ।ତେବେ ଏହି କଥାରେ ନ୍ୟାୟା-ଳୟ କିଛି କରିପାରିବ ନାହିଁ । ସର୍ବ ପ୍ରଥମେ ସରକାରଙ୍କୁ ଏକ କମିଟି ଗଠନ କରି ଆଇନ ଗଠନ କରିବା ଉଚିତ୍ । ତାପରେ ଯାଇ ନ୍ୟାୟାଳୟ କିଛି କରିବ । ତେବେ ଏଥିରେ କୁହାଯାଇଛି ସମ-ଲିଙ୍ଗି ମାନେ ଏକାଠି ଲିଭ୍ ଇନ ରେ ରହିପାରିବେ କିନ୍ତୁ ବିବାହ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *