ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ଯୁବକ, ବାହା ହେଲେ ହ ନହେଲେ ନାହିଁ ପଢିବା ନାଁ ରେ ଯୋଉ ପଇସା ନେଇଛୁ ସେ ସବୁ ଫେରେଇ ଦେ…

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱା-ସରେ – ଦେଇ ବିଶ୍ୱାସ ଘା-ତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଅନେକ ସମୟରେ ପ୍ରେମୀ ମାନେ ପ୍ରେମରେ ଧୋ-କା ଖାଇଥାନ୍ତି। ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ ଠିକ ସେହିଭଳି ଧୋ-କା କେତେବେଳେ ମିଳିବ ତାହା ଜାଣିହୁଏ ନାହିଁ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସ-ମ୍ପ-ର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସମୟରେ ମଧ୍ୟ ରାଜଧାନୀ ଭୁବନେଶ୍ବରରୁ ଏହା ସହ ଜ-ଡିତ ଏକ ଖବର ସାମ୍ନାକୁ ଆସିଛି। ତେବେ ଯୁବକ ଜଣକ ପ୍ରଥମେ ବିବାହର ପ୍ରତିଶ୍ରୁତି ଦେଇ ଲିଭି-ଙ୍ଗ ରିଲେ-ସନଶି-ପ୍ ରେ ରହିଲେ ଏବଂ ପରେ ଧୋ-କା ଦେଲେ।

ରାଜଧାନୀ ଭୁବନେଶ୍ବରର ଭରତପୁର ଥା-ନା ପରିସରରେ ଏକ ଅଭା-ବନୀୟ ଘ-ଟ-ଣା ସାମ୍ନାକୁ ଆସିଛି। ଯୁବକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀ-ରିକ ସଂ-ପ-ର୍କ ରଖିବା ପରେ ଛାଡି ଦେଇଛନ୍ତି। କେବଳ ସେତିକି ନୁହେଁ ଯୁବକ ଜଣକ ଯୁବତୀଙ୍କ ଠାରୁ ଅନେକ ଟଙ୍କା ନେଇଥିବା ମଧ୍ୟ ଜଣା ପଡ଼ିଛି। ପ୍ରେମରେ ପଡିବା ପରେ ଦୀର୍ଘ ଦୁଇ ବର୍ଷ କାଳ ଲି-ଭି-ଙ୍ଗ ରିଲେ-ସନଶି-ପ୍ ରେ ରହିଥିଲେ କିନ୍ତୁ ଯେତେବେଳେ ବିବାହର ପ୍ରଶ୍ନ ଉଠିଲା ସେତେବେଳେ ସେ ଯୁବତୀଙ୍କୁ ବିବାହ କରିବେ ନାହିଁ ବୋଲି କହି ମନା କରିଦେଇଥିଲେ। ତେବେ ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଧୋ-କା ଦେଇଛନ୍ତି ଏହାକୁ ଆଧାର କରି ପାହାଳ ପୋ-ଲି-ସ ଷ୍ଟେସ-ନରେ ଅଭି-ଯୋଗ ଆଣିଛନ୍ତି।

ତେବେ ଯୁବତୀଙ୍କ କହିବାନୁଯାୟୀ ଭରତପୁର ଅଞ୍ଚଳରେ ଏକ ଘରୋଇ ହସ୍ପିଟାଲରେ ଯେତେବେଳେ ରୋଗୀଙ୍କ ସହ ରହୁଥିଲେ ସେତେବେଳେ ତାଙ୍କର ସାକ୍ଷାତ ଯୁବକଙ୍କ ସହ ହୋଇଥିଲା। ତେବେ ତାଙ୍କର ଏହି ପ୍ରେମ ଏକ ବର୍ଷ ହେବ ଆରମ୍ଭ ହୋଇଥିଲା। ଦୁହେଁ ହସ୍ପିଟାଲରେ ପରସ୍ପରକୁ ଦେଖି ପସନ୍ଦ କରିଥିଲେ ଏବଂ ଯୁବକ ଜଣକ ଯୁବତୀଙ୍କ ମୋବାଇଲ ନମ୍ବର ମଧ୍ୟ ନେଇଥିଲେ। ତେବେ ଦୁହେଁ ରାତିରେ ହ୍ଵାଟ୍ସଆପ ଜରିଆରେ ଚର୍ଟିଂ ରେ କଥାବାର୍ତ୍ତା କରୁଥିଲେ। ପ୍ରଥମେ ପରସ୍ପରକୁ ଜାଣିବା ପରେ ଯୁବକ ଜଣକ ଯୁବତୀଙ୍କୁ ପ୍ର-ପୋ-ଜ କରିଥିଲେ ଏବଂ ଯୁବତୀ ମଧ୍ୟ ଯୁବକଙ୍କ ପ୍ର-ପୋ-ଜ କୁ ଗ୍ରହଣ କରିଥିଲେ।

ତେବେ ବିବାହ ପୂର୍ବରୁ ଦୁହେଁ ଲିଭିଙ୍ଗ ରିଲେ-ସନଶି-ପ୍ ରେ ରହିବାକୁ ଲାଗିଲେ। ତେବେ ଦୁହିଁଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କ ପ୍ରେମ ବିଷୟରେ ଜାଣିବାକୁ ପାଇଲେ। ଯୁବତୀଙ୍କ କହିବାନୁଯାୟୀ ସେ ଅନେକ ସମୟରେ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଯେପରିକି ପାଠ ପଢିବା ପାଇଁ ଅନେକ ଟଙ୍କା ଦେଇଛନ୍ତି ଏଥିସହିତ ନଗଦ ୮୦ ହଜାର ଟଙ୍କା ଦେଇଥିବା ମଧ୍ୟ କହିଛନ୍ତି। କିନ୍ତୁ ବିବାହକୁ ନେଇ ଯେତେବେଳେ ପ୍ରଶ୍ନ କଲେ ଯୁବକ ଜଣକ ଯୁବତୀଙ୍କୁ ଏଡେଇ ଦେଇ ପଳେଇଛନ୍ତି।

ତେବେ ଶାରୀ-ରିକ ସଂ-ପ-ର୍କ ରଖିବା ଏବଂ ବିବାହର ପ୍ରତିଶ୍ରୁତି ଦେଇ ପରେ ପ୍ର-ତାର-ଣା ଦେବାକୁ ନେଇ ଯୁବତୀ ଜଣକ ପାହାଳ ପୋ-ଲି-ସ ଷ୍ଟେସ-ନରେ ଯୁବକଙ୍କ ନାମରେ ଅଭି-ଯୋଗ ଆଣିଥିଲେ। ଯୁବକ ତାଙ୍କୁ ବିବାହ କରୁ ନଚେତ ତାଙ୍କର ଟଙ୍କା ଫେରାଉ ବୋଲି ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *