ତିନି ପୁଅ କେଉଁ କୁଳକୁ ହେଲାନି ବୁଢ଼ୀ ମା’ ର ……… ଶେଷରେ ବୋହୂ ରାସ୍ତାରେ ଲ-ଙ୍ଗଳା କରି ପିଟିଲା ।

ବାପା ମା’ ପୁଅ କିମ୍ବା ଝିଅ କେଉଁ ଆଶା ନେଇ ଜନ୍ମ କରିଥାନ୍ତି ଆପଣ ନିଶ୍ଚୟ ଜାଣିଥିବେ । ତାହା ପ୍ରଥମତଃ ବଂଶ ବଢାଇବା ପାଇଁ ଏବଂ ବୃଦ୍ଧ ଅବସ୍ଥାରେ ସାହାରା କରିବା ପାଇଁ । କିନ୍ତୁ ଆଜିକାଲି ଯେଉଁ ବୃଦ୍ଧ ମାନେ ପୁଅ ଜନ୍ମ କରୁଛନ୍ତି ତାହା କେବଳ ଭବିଷ୍ୟତରେ ବୃଦ୍ଧାଶ୍ରମରେ ରହିବା ପାଇଁ କିମ୍ବା ବୃଦ୍ଧା କାଳେ ଯଦିବି ଘରେ ରହିବେ ତେବେ ନିର୍ଯା-ତନା ପାଇବା ପାଇଁ ।

ତେବେ ହଁ ଆଜ୍ଞା , ଏହା କୌଣସି ମନଗଢ଼ା କଥା ନୁହେଁ । ଏହା ଆଖିରେ ଦେଖିଥିବା ଘ-ଟଣା । ପୁଅ ହୋଇ ଯଦି ମା’କୁ ବୁଦ୍ଧ କାଳେ ଅତିକମରେ ର-କ୍ଷା ନକରି ପାରିଲୁ ତେବେ ସେଭଳି ପୁଅ ହୋଇ ଲାଭ କଣ ? ଏମିତିରେ ବି ଏଭଳି ପୁଅ ମାନଙ୍କ ପାଖରୁ ପିତା ମାତା ସବୁ ଆଶା ଛାଡ଼ିଦେବା ଉଚିତ ।

ଏଭଳି ଏକ ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଜଣେ ବୃଦ୍ଧାଙ୍କୁ ରାସ୍ତାରେ ତାର ବୋହୂ ଲ-ଙ୍ଗଳା କରି ପି-ଟୁଥିବାର ଫୋଟ ଏବଂ ଭିଡ଼ିଓକୁ ଦେଖି ଲୋକେ ଦୁଃ-ଖିତ ହୋଇଛନ୍ତି । ତାହା ପୁଣି ସେଭଳି ମା’ ଯାହାର ତିନି ତିନୋଟି ଭେଣ୍ଡିଆ ପୁଅ ଅଛି । କିନ୍ତୁ ବଡ଼ ବୋହୂ ଜୟନ୍ତୀ କବଳକୁ ତାକୁ କେହି ପୁଅ ର-କ୍ଷା କରି ପାରି ନାହାଁନ୍ତି ।

ଓଲଟା ବଡ଼ ପୁଅ ନିଜକୁ ନିଜେ ସ୍ତ୍ରୀ କବଳରୁ ର-କ୍ଷା କରିବାକୁ ନିଜ ମା’କୁ ସାହାଯ୍ୟ ମାଗୁଛି । ବୟସର ଅପରାହ୍ଣରେ ମା’ ଟିର ଏତେ ବା କ୍ଷମତା କାହିଁ ଯେ ସେ ନିଜକୁ ବଞ୍ଚାଇ ନିଜ ବୋହୂ କବଳରୁ ନିଜ ପୁଅକୁ ବଞ୍ଚାଇବ । ତେବେ ଏହାକୁ ନେଇ ବୁଢ଼ୀ ମା’ ଜଣକ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଅଞ୍ଚଳରେ ଘଟିଛି ।

ଯେଉଁଠି ଜଣେ ବୃଦ୍ଧାଙ୍କୁ ତାଙ୍କ ବଡ଼ ବୋହୂ ଜୟନ୍ତୀ ରାସ୍ତାରେ ଚପଲରେ ପିଟିବା ସହିତ ଲ-ଙ୍ଗଳା କରି ରାସ୍ତାରେ ଗଡ଼ାଇ ଅତି ନୃ-ଶଂସ ଭାବରେ ମା-ରି ଚାଲିଛି । ତେବେ ଏହାକୁ ନେଇ ବୃଦ୍ଧା ଜଣକ କହିଛନ୍ତି ଯେ ତାଙ୍କ ବଡ଼ ପୁଅ ଏବଂ ବୋହୂ ଝ-ଗଡ଼ା ଲାଗିଥିବା ସମୟରେ ସେ ବି-ରୋଧ କରିଥିଲେ ।

ବଡ଼ ବୋହୂ ପୁଅକୁ ମା-ରୁଥିବାରୁ ପୁଅ ଚି-ତ୍କାର କରି ମା’କୁ ବଞ୍ଚାଇବାକୁ ଡାକିଥିଲା । କିନ୍ତୁ ଓଲଟା ବୋହୂ ଶାଶୁକୁ ଚପଲରେ ମା-ରିଥିଲା । ସାନ ପୁଅ ବଞ୍ଚାଇବାକୁ ଆସିବାରୁ ଧ-ମକ ଦେଇ ରେପ କେସରେ ଫସା-ଇବା ବୋଲି କହିଥିଲା । ତେବେ ଏଭଳି ଏକ ଘ-ଟଣା ସବୁଠି ଚର୍ଚ୍ଚା ସୃଷ୍ଟି କରୁଥିବା ସହିତ ଏହି ମାମ-ଲାରେ ଆଇନ କେଉଁ କା-ର୍ଯ୍ୟାନୁ-ଷ୍ଠାନ ନେଉଛି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *