ଓଡ଼ିଆ ଘରର ନାରୀର ପରିଚୟ ହେଉଛି ସଙ୍ଖା ସିନ୍ଦୁର। ସ୍ତ୍ରୀ ମଥାରେ ସିନ୍ଦୁର ଆଉ ହାତରେ ସଙ୍ଖା ଥିଲେ ପର ପୁରୁଷ ସ୍ତ୍ରୀକୁ ଛୁଇଁବାକୁ ଭ-ୟ କରେ ହେଲେ ଥରେ ଭାବନ୍ତୁ ବନ୍ଧୁଗଣ ଯେତେବେଳେ ଧନି ହେବାର ନି-ଶାରେ ସ୍ୱାମୀ ଅନ୍ଧ ହୋଇଯାଏ ଯେତେବେଳେ ନିଜ ସ୍ତ୍ରୀକୁ ନିଜେ ସ୍ୱାମୀ ପର ପୁରୁଷ ସାଥିରେ ସ-ମ୍ପର୍କ ରଖିବାକୁ କୁହେ ଆଉ ନିଜେ କେତେବେଳେ ସ୍ତ୍ରୀ ଓ ପର ପୁରୁଷର ଅନ୍ତ-ରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ରଖେ ତ ଆଉ କେତେବେଳେ ଖଟ ତଳେ ରହି ସ୍ତ୍ରୀ ଅନ୍ୟ ପୁରୁଷ ସାଥିରେ ସ-ମ୍ପର୍କ ରଖିବା ବେଳେ ସ୍ୱାମୀ ଲୁ-ଚିକି ଦେଖେ ସେତେବେଳେ ସେହି ନି-ର୍ଲଜ ସ୍ୱାମୀକୁ ଆପଣ କଣ କହିବେ।
ବନ୍ଧୁଗଣ କେଉଁ ସ୍ୱାମୀ କେବେ ହେଲେ ମଧ୍ୟ ଚାହିଁବ ନାହିଁ କି ତା ନିଜ ସାମ୍ନାରେ ନିଜ ଆଖି ଆଗରେ ଶାରୀ-ରିକ ସ-ମ୍ପର୍କ ରଖିବା ତ ଦୂରର କଥା ତା ସ୍ତ୍ରୀର ହାତକୁ ମଧ୍ୟ ପର ପୁରୁଷ ଛୁଇଁଲେ ସ୍ୱାମୀର ହୃଦୟରେ ନି-ଆଁ ଲାଗିଯାଏ। ମାତ୍ର ଜଗବନ୍ଧୁଙ୍କ କ୍ଷେତ୍ରରେ ଏ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ହଁ ଆଜ୍ଞା ଜଗବନ୍ଧୁ ନିଜ ସ୍ତ୍ରୀକୁ ଦେହ ବ୍ୟବସାୟରେ ଲଗାଉଥିବା ବେଳେ ନିଜେ ମଧ୍ୟ ଏହି କାର୍ଯ୍ୟରେ ପତ୍ନୀଙ୍କୁ ସହଯୋଗ କରୁଥିଲେ।
ମଥାରେ ସିନ୍ଦୁର ଆଉ ହାତରେ ସଙ୍ଖା ଦିନେ ଯେଉଁ ସ୍ୱାମୀଙ୍କ ନାମରେ ପିନ୍ଧିଥିଲେ ଅର୍ଚ୍ଚନା ସେହି ସ୍ୱାମୀଙ୍କୁ ଖଟ ତଳେ ରଖି ଅର୍ଚ୍ଚନା ପର ପୁରୁଷ ସାଥିରେ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ। କେଉଁ ବିବାହିତା ନାରୀ କେବେ ହେଲେ ମଧ୍ୟ ଚାହିଁବ ନାହିଁ ତାଙ୍କ ନିଜର ସ୍ୱାମୀ ଥାଉ ଥାଉ ତାଙ୍କ ଶରୀରକୁ ଅନ୍ୟ କେହି ପୁରୁଷ ଛୁଅନ୍ତୁ ବୋଲି। ହେଲେ ସ୍ତ୍ରୀ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ କ୍ଷେତ୍ରରେ କିନ୍ତୁ ଏ ଘ-ଟଣା ସଂପୂର୍ଣ୍ଣ ଭିନ୍ନ ଥିଲା।
ଜଣେ କେହି ପର ପୁରୁଷ ନୁହଁନ୍ତି ଜଣେ ଜଣେ ନୂଆ ନୂଆ ଧନୀ ବ୍ୟକ୍ତିଙ୍କ ସାଥିରେ ଅର୍ଚ୍ଚନା ରଖୁଥିଲେ ଶାରୀ-ରିକ ସ-ମ୍ପର୍କ। କେବେ ପୋ-ଲିସ ଅଫିସର କେବେ ନେତା ମନ୍ତ୍ରୀ ଆଉ କେବେ ବ୍ୟବସାୟୀ ତ ଆଉ କେତେବେଳେ ସିନେ ପ୍ରଯୋଜକ। ସବୁ ଧନୀ ବ୍ୟକ୍ତିଙ୍କୁ ରୂପର ଜା-ଲରେ ଫସା-ଇବା ଅର୍ଚ୍ଚନା ଙ୍କୁ ଥିଲା ବେଶ ମାଲୁମ।
ଏହି ଘଟ-ଣା କେହି ସ୍ୱାମୀ ନିଜ ଆଖିରେ ତ ଦେଖିବା ଦୂରର କଥା ଜଣେ ପ୍ରକୃତ ସ୍ୱାମୀ ତା ସ୍ତ୍ରୀକୁ ପର ପୁରୁଷ ସାଥିରେ ସ-ମ୍ପର୍କ ରଖୁଥିବା କେବେ ସ୍ୱପ୍ନରେ ସୁଦ୍ଧା ଦେଖି ନଥିବ। କିନ୍ତୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାହୁଁଥିଲେ ଧନି ହେବାକୁ ଆଉ ସେ ପ୍ରତ୍ୟକ ଦିନ ଚାହୁଁଥିଲେ ନୂଆ ନୂଆ ପର ପୁରୁଷ ତାଙ୍କ ଘରକୁ ଆସନ୍ତୁ ସ୍ତ୍ରୀଙ୍କୁ ଟଙ୍କା ଦିଅନ୍ତୁ ଆଉ ସେମାନେ ଏହି ଦେହ ବ୍ୟବସାୟ ଟଙ୍କାରେ ବିଳାସପୂର୍ଣ ଜୀବନ ଅତି ବାହିତ କରନ୍ତୁ।
ହଁ ଆଜ୍ଞା ସେମାନଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇଥିଲା ଦେହ ବ୍ୟବସାୟ ଟଙ୍କାରେ ତାଙ୍କ ପାଖରେ ଥିଲା ଦାମୀ ଘର ଦାମୀ ଗାଡି ଆଉ ସେମାନେ ବିଳାସ ବ୍ୟସନରେ ଜୀବନ ମଧ୍ୟ ଅତି ବାହିତ କରୁଥିଲେ। ନା ଥିଲା ସମାଜକୁ ଭ-ୟ ନା ଥିଲା ନିଜ କର୍ମକୁ ନେଇ ଭଗବାନଙ୍କୁ ଡ-ର।
ହେଲେ ସବୁ ଦିନ ନା ଥାଏ ଅମାବାସ୍ୟା ରାତି ନା ସବୁଦିନ ଥାଏ ଚୋର ଘର ଅନ୍ଧାର ରାତି ପାହିଲା। ଦୁହିଁଙ୍କ କା-ଣ୍ଡ କାର-ନାମା ଉପରୁ ଖୁଲାସା ହେଲା। ସବୁର ଗୋଟେ ସୀମା ଥାଏ ଯେତେବେଳେ ମଣିଷ ସୀମା ଟପେ ସେତେବେଳେ ଭଗବାନ ମଣିଷକୁ ଶାସ୍ତି ଦିଅନ୍ତି। ଯେମିତିକି ସୁନ୍ଦରୀ ଅର୍ଚ୍ଚନାଙ୍କ ଖେଳ ଶେଷ ହୋଇଛି ଏବେ ଅନ୍ଧାର କୋଠରୀ ଭିତରେ ସୁନ୍ଦରୀ ଅର୍ଚ୍ଚନା ରାତି କା-ଟିବେ ହେଲେ ଫରକ ଏତିକି ଦାମୀ ପଲଙ୍କ ଓ ଦାମୀ ଘର ବଦଳରେ ଜେ-ଲର ଚାରି କାଂଥ ଭିତରେ ରହିବେ ଅର୍ଚ୍ଚନା।
ଆଉ ଜେ-ଲ ରେ ଥାଇ ଅନୁତାପ କରିବେ କିଭଳି କ-ର୍ମ ପାଇଁ ତାଙ୍କୁ କେଉଁ ଭଳି ଦ-ଣ୍ଡ ମିଳିଛି। ତେବେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ଏହି କା-ଣ୍ଡ କାର-ନାମା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଦେଖିବାକୁ ବାକି ରହିଲା ଆଉ କେଉଁ ନୂଆ ନୂଆ ଘଟ-ଣାର ଖୁଲାସା କରୁଛି କମିଶନରେଟ ପୋ-ଲିସ।