ଶ୍ୱଶୁର ମ-ରି ଯିବାରୁ ବୋହୂର ଜୀବନ ନେଇଗଲେ ଶାଶୁ ଘର ଲୋକେ । ଘଟାଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ଶ୍ୱଶୁର ମ-ରିଯିବା ପରେ ବୋହୂ ଉପରେ ମାରି ଦେଇଥିବା ସ-ନ୍ଦେହ କରି ଶେଷରେ ବୋହୂକୁ ମଧ୍ୟ ମା-ରିଦେଲେ । ଏଭଳି ଏକ ଦୁଃ-ଖଦ ଘ-ଟଣା ଭଦ୍ରକ ଜିଲ୍ଲା ସାରମଙ୍ଗ ଥାନା ଅଧୀନ ଏରଡ଼ା ଗ୍ରାମରୁ ଆସିଛି । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସାରମଇଦା ଗ୍ରାମର ଗେଣ୍ଡିମଣି ମହାନ୍ତିଙ୍କ କନ୍ୟାଙ୍କୁ ଭଦ୍ରକ ଜିଲ୍ଲା ଏରଡ଼ା ଗ୍ରାମର ମଳୟ ପାତ୍ର ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହକୁ ୧୦ ବର୍ଷ ହୋଇଥିବା ସହିତ ବର୍ତ୍ତମାନ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଗତ ଆଠ ତାରିଖ ଦିନ ମଳୟଙ୍କ ବାପା ଅର୍ଥାତ ସୁପ୍ରିୟାଙ୍କ ଶ୍ୱଶୁର ଘରେ ଶୋଇଥିବା ବେଳେ କୌଣସି କାରଣ ବଶତଃ ଲୁଙ୍ଗିରେ ନି-ଆଁ ଲାଗି ଯାଇଥିଲା ।

ଆଉ ଶରୀରରେ ନି-ଆଁ ଲାଗିଯିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ମେଡ଼ିକାଲ ନିଆଯାଇଥିଲା । ଆଉ ଘରକୁ ଆଣିବା ପରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ମଳୟଙ୍କ ବାପାଙ୍କ ମୃ-ତ୍ୟୁ ପରେ ବୋହୂ ସୁପ୍ରିୟାଙ୍କୁ ଶାଶୁ ଘର ଲୋକେ ନାନା ମାନସିକ ଏବଂ ଶାରୀରିକ ଯ-ନ୍ତ୍ରଣା ଦେଇ ଚାଲିଥିଲେ ।

ତେବେ ଏ ବିଷୟରେ ସୁପ୍ରିୟା ମଧ୍ୟ ନିଜ ମା’ଙ୍କୁ ଫୋନ କରି କହିଥିଲେ । ଆଉ ଏହାପରେ ଝିଅର ପରିବାର ଲୋକେ ଝିଅକୁ ଘରକୁ ଆଣିବାକୁ କହିଥିଲେବି ସୁପ୍ରିୟାଙ୍କ ଶାଶୁ ଘର ଲୋକେ ଛାଡ଼ି ନଥିଲେ । ଆଉ ଆଜି ଏହିଭଳି ସୁପ୍ରିୟାଙ୍କର ମୃ-ତ୍ୟୁ ହୋଇ ଯାଇଛି । ତେବେ ବର୍ତ୍ତମାନ ସୁପ୍ରିୟାଙ୍କ ପରିବାର ଲୋକେ ଅଭି-ଯୋଗ କରିଛନ୍ତି ଯେ , ଶାଶୁ ଘର ଲୋକେ ସୁପ୍ରିୟା ଉପରେ ନିଜ ଶ୍ୱଶୁରକୁ ମା-ରିଥିବା ସ-ନ୍ଦେହ କରି ତାକୁ ମା-ରି ଦେଇଛନ୍ତି ।

ଝିଅର ମୃ-ତ୍ୟୁ ପରେ ଶାଶୁ ଘର ଲୋକେ ଝିଅର ବାପ ଘର ଲୋକଙ୍କୁ କଲ କରି କହିଥିଲେ ଯେ ସେ ଜୀବନ ହାରି ଦେଇଛନ୍ତି ବୋଲି । କିନ୍ତୁ ବାପ ଘର ଲୋକେ ଥା-ନାରେ ଏନେଇ ଅଭି-ଯୋଗ କରିଛନ୍ତି ଏବଂ ନିର୍ଯା-ତନା ଦେଇ ଝିଅର ହ-ତ୍ୟା କରାଯାଇଥିବା କହିଛନ୍ତି । ଏହାକୁ ନେଇ ସୁପ୍ରିୟାଙ୍କ ଭାଇ ମଧ୍ୟ ମିଡ଼ିଆ ସାମ୍ନାରେ ନିଜର ବ-ୟାନ ଦେଇଛନ୍ତି ଯେ ତାଙ୍କ ଭଉଣୀଙ୍କୁ ଶାଶୁ ଘର ଲୋକେ ତିନି ଦିନ କାଳ ନିର୍ଯା-ତନା ଦେବା ସହିତ ଖାଇବାକୁ ମଧ୍ୟ ଦେଉ ନଥିଲେ । ଯେଉଁ କାରଣରୁ ତାଙ୍କ ଭଉଣୀଙ୍କ ମୃ-ତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ପୋ-ଲିସ ଏହି ମାମ-ଲାକୁ ନେଇ କଣ ତ-ଦନ୍ତ କରୁଛି ଏବଂ କଣ ସତ ସାମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *