ଦୁନିଆଁ ଯେତେ ଆଗକୁ ବଢି ବଢ଼ି ଚାଲିଛି ମଣିଷର ଚିନ୍ତା ସେତେ ତଳକୁ ଖସି ଖସି ଚାଲିଛି । ଆଉ ଏହା ସହିତ ଝିଅ ବୋହୂ ମାନଙ୍କର ଘରୁ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇ ପଡ଼ୁଛି । ତେବେ ଏହା ପଛର ଗୋଟିଏ କାରଣ କଣ ଜାଣିଛନ୍ତି , ତାହା ହେଉଛି ଦିନକୁ ଦିନ ଦୁ-ଷ୍କର୍ମ ମା-ମଲା ବଢ଼ିବାରେ ଲାଗିଛି । ତେବେ ଏହା ପଛର ମୁଖ୍ୟ କାରଣ କଣ ଜାଣିବା କଷ୍ଟକର । ଏହାରି ମଧ୍ୟରୁ ଗୋଟିଏ କାରଣ ହେଉଛି ଆମ ଦେଶର ଆଇନ୍ ବ୍ୟବସ୍ଥା ସଠିକ୍ ନାହିଁ । ଯାହା ଫଳରେ ଦୁ-ଷ୍କ-ର୍ମ କରୁଥିବା ଲୋକ ମାନେ ଭ-ୟ କରୁ ନାହାଁନ୍ତି ଆଉ ସୁଯୋଗ ନେଇ ପାରୁଛନ୍ତି ।
ତେବେ ଏହି ଦୁଷ୍କ-ର୍ମ ମାମ-ଲାରେ ବର୍ତ୍ତମାନ ଜଣେ ମହିଳା ନିଜ ମନ୍ତବ୍ୟ ପ୍ରକାଶ କରିଛନ୍ତି । ସେ ନିକଟରେ ମହାରାଷ୍ଟ୍ରରେ ଘଟିଥିବା ଦୁ-ଷ୍କର୍ମ ବାବ-ଦରେ କହିଛନ୍ତି କି , ଗୋଟିଏ ଛୋଟ ପିଲା ଅକାରଣରେ ଜୀବନ ହାରି ଦେଲା । ଯାହାର କିଛି ଭୁଲ ନଥିଲା । ସେ ଦୁନିଆଁକୁ ଭଲ ଭାବରେ ଦେଖି ବି ନଥିଲା । ଆଉ ତା ମାଆ , ଯିଏକି ଏହି ଦୁଷ୍କ-ର୍ମର ଶି-କାର ହେଲେ , ତାଙ୍କୁ କେତେ କଷ୍ଟ ଲାଗିଥିବ ସେ କଥା ଥରେ ଚିନ୍ତା କରାଯାଉ ।
ଏମିତି ଆଉ କେତେ ଦିନ ଚାଲିଯିବ । ଅନ୍ୟ ପକ୍ଷରେ ଯେଉଁ ମହିଳା ମାନେ ରାତିରେ ଘରୁ ବାହାରକୁ ବାହାରୁଛନ୍ତି , ସେମାନେ ଓଲା ଗାଡ଼ି ଉପରେ ଭରସା କରି ଯାଉଛନ୍ତି , ସେମାନଙ୍କର ତ ଭରସା ଉଠିଯିବ ।ତେଣୁ ଏ ବାବଦରେ ଏକ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ । ଏକ ଆଇନ ପ୍ରଣୟନ କରିବା ଉଚିତ୍ ।
ଯେଉଁଥିରେ ଓଲା କିମ୍ବା ୟୁବର ଗାଡ଼ି ଗୁଡ଼ିକ ଉପରେ ଏକ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା ରଖିବା ଉଚିତ୍ । ଯାହାଦ୍ଵାରା ରାତିରେ ଯାତ୍ରା କରୁଥିବା ମହିଳା ମାନେ ଆରାମରେ ଯାଇ ପାରିବେ । ଅନ୍ୟ ପକ୍ଷରେ ସେ ଦୁ-ଷ୍କର୍ମ ଉପରେ ବର୍ଣ୍ଣନା କରି କହିଛନ୍ତି କି , ଯେଉଁ ମାନେ ଏହି ଦୁଷ୍କ-ର୍ମ କରୁଛନ୍ତି , ସେମାନଙ୍କୁ ପୁରାପୁରି ଲୋକଙ୍କୁ ଦେଇ ଦେବା ଉଚିତ୍ , ଯାହା ଫଳରେ ଲୋକ ମାନେ ନିର୍ଦ୍ଧାରଣ କରିବେ , ସେମାନଙ୍କ ସହିତ କଣ କରାଯିବ ଦରକାର୍ ।
ତେବେ ବିଶେଷ କରି ସେ କହିଛନ୍ତି କି , ବର୍ତ୍ତମାନ ଦୁନିଆଁରେ ଯେତେ ବି ଦୁଷ୍କ-ର୍ମ ଚାଲିଛି ତାର ଦ-ଣ୍ଡ ସ୍ୱରୂପ ସେହି ଲୋକ ମାନଙ୍କୁ ମହିଳା ମାନଙ୍କ ମଧ୍ୟକୁ ଛାଡି ଦେବା ଉଚିତ୍ । ଆଉ ମହିଳା ମାନଙ୍କୁ ସେହି ବ୍ୟକ୍ତି ମାନଙ୍କର ଗୁପ୍ତା-ଙ୍ଗକୁ ଖଣ୍ଡ ଖଣ୍ଡ କରି କାଟି ଦେବା ଉଚିତ୍ । ଯାହା ଫଳରେ ସେମାନେ ଜାଣି ପାରିବେ କି , ପ୍ରକୃତ କଷ୍ଟ କଣ ଆଉ କାହାକୁ କୁହାଯାଏ । ତେବେ ବର୍ତ୍ତମାନ ସେହି ଅପ-ରାଧୀ ମାନଙ୍କୁ ଫା-ଶୀ ଦେବା ତ ସାଧାରଣ କଥା ହୋଇଯାଉଛି । କିନ୍ତୁ ତାଙ୍କ ସହିତ ଏପରି କରିବା ଉଚିତ୍ । ଯାହା ଫଳରେ ସେମାନେ ସଜାଗ ହେବେ ଆଉ ଏ ଦେଶ ଦୁନିଆଁର ନାରୀ ମାନେ ସୁର-କ୍ଷିତ ମନେ କରିବେ ।