ସ୍ତ୍ରୀର ଶେଷ ଇଚ୍ଛା ମରିବା ପୂର୍ବରୁ ଏକ୍ସ ପ୍ରେମିକ ସହ ଶୋଇବ, ମୋ ସ୍ତ୍ରୀର ସବୁ ଇଛା ପୂରଣ କରିବି…

ଯେତେବେଳେ ମଣିଷର ଆୟୁଷ ସରି ସରି ଆସୁଥାଏ ସେତେବେଳେ ସମସ୍ତଙ୍କର କିଛି ନା କିଛି ଶେଷ ଇଚ୍ଛା ଥାଏ । ଆଉ ପରିବାର ଲୋକେ ଭଲ ପାଉଥିବା ଲୋକେ ସେହି ବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ଚାହି ଥାଆନ୍ତି । ତେବେ ବର୍ତ୍ତମାନ ଆମେ ଯେଉଁ ଘଟଣା ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣିଲେ ଆପଣ ଚକିତ ହୋଇଯିବେ । ଯେତେବେଳେ ନିଜ ସ୍ବାମୀ ଚକିତ ହୋଇଥିଲେ ସେତେବେଳେ ଆପଣ ବି ଚକିତ ନ ହେବେ କିପରି । ତେବେ ଆସନ୍ତୁ ଜାଣିବା ସେହି ଘଟଣା କଣ । ଜଣେ କର୍କଟ ପୀଡ଼ିତା ସ୍ତ୍ରୀର ଶେଷ ଇଚ୍ଛାକୁ ନେଇ ଏବେ ସବୁ ଆଡେ଼ ବେଶ୍ ଚର୍ଚ୍ଚା ଲାଗି ରହିଛି ।

ତେବେ ବର୍ତ୍ତମାନ ଆସନ୍ତୁ ନଜର ପକାଇବା କଣ ଥିଲା ସ୍ତ୍ରୀର ଶେଷ ଇଛା । ଯାହା ଶୁଣିବା ପରେ ସ୍ବାମୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଆଉ ପରେ ସେହି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ହଁ ବନ୍ଧୁଗଣ ଜଣେ କର୍କଟ ପୀଡ଼ିତା ସ୍ତ୍ରୀର ମୃତ୍ୟୁ ହେବା ପୂର୍ବରୁ । ସ୍ବାମୀ ସ୍ତ୍ରୀଙ୍କ ସବୁ ଆଶା ପୂରଣ କରୁଥିଲେ । ଆଉ ଏହି ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ପଚାରିଥିଲେ କଣ ତୁମର ଶେଷ ଇଚ୍ଛା । ଏହି ସମୟରେ ସ୍ତ୍ରୀ କହିଥିଲେ ମୋ ଶେଷ ଇଛା ହେଉଛି ମୋର ମୃତ୍ୟୁ ପୂର୍ବରୁ ମୁଁ ଚାହେଁ ମୁଁ ମୋ ପୁରୁଣା ପ୍ରେମିକ ସହିତ ଗୋଟିଏ ରାତି କାଟି କାଟିବାକୁ ଚାହୁଛି ।

ସ୍ତ୍ରୀଙ୍କ ପାଖରୁ ଏହି କଥା ଶୁଣିବା ପରେ ସ୍ବାମୀଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା । ଯାହା ସହ ଜୀବନର ଏତେ ସମୟ ସାଥିରେ ରହିଲି ସୁଖରେ ଦୁଃଖରେ ତାଙ୍କ ସହ ପାଦରେ ପାଦ ମିଶାଇ ଚାଲିଲି ହେଲେ ତା ମନରେ ଏବେ ବି ପୁରୁଣା ପ୍ରେମିକ ପାଇଁ ବହୁତ୍ ସ୍ଥାନ ଅଛି । ମୃତ୍ୟୁ ପୂର୍ବରୁ ମୋ ସ୍ତ୍ରୀ କହୁଛି ତାର ଶେଷ ଇଛା ହେଉଛି ପୁରୁଣା ପ୍ରେମିକ ସହ ଗୋଟିଏ ରାତି କାଟି ଦେହ ସୁଖ ନେବ । ତେବେ ବନ୍ଧୁଗଣ ସ୍ତ୍ରୀର ଏହି ଅଦ୍ଭୁତ ଇଚ୍ଛା ଦେଖି ସ୍ବାମୀ ଚକିତ ହୋଇ ଯାଇଥିଲେ ଆଉ ମନେ ମନେ ଦୁଖିତ ବି ହୋଇଥିଲେ ।

କାରଣ ଡାକ୍ତର କହିଥିଲେ ସ୍ତ୍ରୀଙ୍କ ସମୟ ଆଉ ମାତ୍ର କିଛି ଦିନର । ତେଣୁ ଏହି ସମୟରେ ସ୍ତ୍ରୀଙ୍କୁ ପ୍ରତ୍ୟକ ମୁହୂର୍ତ୍ତରେ ଖୁସିରେ ରଖିବା ପାଇଁ । ହେଲେ ସ୍ତ୍ରୀ ଯେ ଏପରି ଏକ ଅଦ୍ଭୂତ ଇଚ୍ଛା ପ୍ରକାଶ କରିବ ତାହା ସ୍ବାମୀ କେବେ କଳ୍ପନା ବି କରିଥିଲେ । ତେବେ ଏହା ପରେ ସ୍ବାମୀ ଏହି ଘଟଣାକୁ ଲେଖି ସେୟାର କରିଥିଲେ । ଆଉ ସ୍ତ୍ରୀଙ୍କ ଶେଷ ଇଛା ତାଙ୍କ ହୃଦୟକୁ ଦୁଃଖ ଦେଇଥିବା ସେ କହିଥିଲେ । ତେବେ ଏହା ପରେ ସେ ଏହି ଘଟଣାକୁ ଲେଖି ପ୍ରକାଶ କରିବା ପରେ । ଏହି ଘଟଣା ଯିଏ ଜାଣିଥିଲେ ସେ ଚକିତ ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *