ବୁଢ଼ୀ ମାଉସୀଙ୍କ ଶ-ବ ଦେଖିବାକୁ ଯାଇଥିଲେ ମେଡ଼ିକାଲକୁ ଆଉ ନିଜେ ଶ-ବ ହୋଇ ଘରକୁ ଫେରିଲେ ସୁବାଶିନୀ । ଆଉ ସମସ୍ତେ କହୁଛନ୍ତି , ମୃ-ତ୍ୟୁ ଏମିତିବି ଆସେ……..

ମୃ-ତ୍ୟୁ କେତେବେଳେ କାହାକୁ ଆସିବ ତାହା କେହି କହି ପାରିବେ ନାହିଁ । କାରଣ ମୃ-ତ୍ୟୁ ଅନିଶ୍ଚିତା ଅଟେ । କୁହାଯାଏ ଯେତେବେଳେ ମୃ-ତ୍ୟୁ ଥିବା ତାହାକୁ କେହିବି ଟାଳି ପାରିବେ ନାହିଁ । ତେବେ ସେ କେଉଁଠି ଥାଆନ୍ତୁ ନା କାହିଁକି ? ଆଉ ଏଭଳି ଏକ ବାସ୍ତବ ଉଦାହରଣ ବିଷୟରେ ଆମେ ଆପଣଙ୍କୁ କହିବୁ । କାରଣ ନିଜ ପ୍ରିୟଜନଙ୍କୁ ଦେଖି ନିଜର ମୃ-ତ୍ୟୁ ଆସିବା ଭଳି ଘ-ଟଣା କେବେ ଆପଣ ଦେଖିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ଘ-ଟଣା ଘଟି ଯାଇଛି । ଯେଉଁଠି ଜଣେ ମହିଳା ନିଜର ବୁଢ଼ୀ ମାଉସୀର ମୃ-ତ୍ୟୁ ପରେ ତାଙ୍କୁ ଡାକ୍ତରଖାନା ଦେଖିବାକୁ ଯାଇ ସେହିଠାରେ ହିଁ ଟଳି ପଡ଼ିଥିଲେ ଏବଂ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା ।

ଆଉ ଏଭଳି ଦୁଇ ଦୁଇଟି ଘ-ଟଣା ଗାଁରେ ଘଟିବା ପରେ ପୁରା ଗାଁରେ ଶୋକା-କୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି କଦମ୍ବ ସାହିରେ ଘଟି ଯାଇଛି । ସେଠାକାର ସୁବାଶିନୀ ନିଜ ପଡ଼ୋଶୀ ସାବିତ୍ରୀ ମେଦିନୀ ରାୟଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ମୃ-ତ ଦେହକୁ ଦେଖିବାକୁ ଯାଇଥିଲେ ।

କିନ୍ତୁ ତାଙ୍କୁ ଦେଖିବା ପରେ ସୁବାଶିନୀଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଯାହାକୁ ନେଇ ପରିବାର ଲୋକେ ଅତ୍ୟନ୍ତ ଦୁଃ-ଖ ପ୍ରକାଶ କରିଛନ୍ତି । ସୁବାଶିନୀଙ୍କ ଜାଆ କହିଛନ୍ତି ଯେ ସକାଳୁ ସାବିତ୍ରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଜାଆ ତାଙ୍କ ହାତରୁ ରୋଟି ଏବଂ ଭଜା ଖାଇ ବାହାରି ଯାଇଥିଲେ ହସ୍ପିଟାଲକୁ । ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହିତ ଥିଲେ ।

ହସ୍ପିଟାଲରେ ସାବିତ୍ରୀଙ୍କ ପରିବାର ଲୋକଙ୍କ ଛାତିଫଟା କା-ନ୍ଦ ବୋବାଳି ଦେଖି ସୁବାଶିନୀ ସେହିଠାରେ ହିଁ ଟଳି ପଡ଼ିଥିଲେ । ଏମିତିରେ ବି ତାଙ୍କର ହୃଦ ଜନିତ ସମସ୍ୟା ଥିବା ପରିବାର ଲୋକେ କହିଛନ୍ତି । ତାଙ୍କ ଛାତିରେ ଯ-ନ୍ତ୍ରଣା ଅନୁଭୂତ ହେବାରୁ ତାଙ୍କ ସ୍ୱାମୀ ସଙ୍ଗେ ସଙ୍ଗେ ସେହି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଅବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଥିଲେ ।

କିନ୍ତୁ ବାଲେଶ୍ୱର ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଆଉ ଏଭଳି ହଠାତ ଏକ ଘଟ-ଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଏତେ କମ ବୟସରେ ନିଜ ପୁଅ ସ୍ୱାମୀ ଏବଂ ପରିବାର ଲୋକଙ୍କୁ ଛାଡ଼ି ସୁବାଶିନୀ ଆରପାରୀକୁ ଚାଲି ଯାଇଛନ୍ତି । ଯାହାକୁ ନେଇ ପୁରା ପରିବାରରେ ଦୁଃ-ଖର ଛା-ୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *