ସଲମାନ ଖାନଙ୍କ ଫାର୍ମ ହାଉସରେ ପଶିଥିଲେ ଦୁଇ ଅଜ୍ଞାତ ବ୍ୟକ୍ତି । ହ-ତ୍ୟା କରଥାନ୍ତେ ଭାଇଯାନଙ୍କୁ । କିନ୍ତୁ ଦେଖିଦେଲେ ସୁର-କ୍ଷା କର୍ମୀ ।

ବଲିଉଡର ଭାଇଯାନ ସଲମାନ ଖାନଙ୍କୁ କିଏବା ନଜାଣେ । ତାଙ୍କୁ ବଲିଉଡର ଭାଇଯାନ ମଧ୍ୟ କୁହାଯାଏ । ନିଜ ଅଭିନୟ ସହିତ ସେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ନିଜର ଫ୍ୟାନ ବନାଇ ଦେଇଛନ୍ତି । କିନ୍ତୁ ସଲମାନ ଖାନଙ୍କ ଜୀବନବି ସହଜ ନୁହେଁ । କାରଣ ଏପଟେ ଲାଇମ ଲାଇଟ ସାଙ୍ଗକୁ ସେପଟେ ସଲମାନଙ୍କର କିଛି ବି-ରୋଧୀ ଏବଂ କିଛି ଶତ୍ରୁ । ଯେଉଁ କାରଣରୁ ଅନେକ ସମୟରେ ତାଙ୍କୁ ହ-ତ୍ୟା ଧ-ମକ ମଧ୍ୟ ଆସିଥିବାର ଖବର ଶୁଣିବାକୁ ମିଳିଥାଏ । ଆପଣ ମାନେ ମଧ୍ୟ ଶୁଣିଥିବେ ଯେ କିଛି ଗ୍ୟା-ଙ୍ଗ ତାଙ୍କୁ ସାମ୍ନା ସାମ୍ନି ସୋସିଆଲ ମିଡ଼ିଆ ଜରିଆରେ ଧ-ମକ ମଧ୍ୟ ଦେଇଛନ୍ତି । ଆଉ ଯାହା କେବେ ଅଛପା ରହେନାହିଁ ।

ଆଉ ବର୍ତ୍ତମାନ ସମୟରେ ସଲମାନଙ୍କର ଫ୍ୟାନ ମାନଙ୍କ ପାଇଁ ଦୁଃ-ଖ ଖବର ରହିଛି । କାରଣ ସଲମାନ ଖାନଙ୍କୁ ହ-ତ୍ୟା କରିବାର ପୁଣିଥରେ ଉଦ୍ୟମ କରାଯାଇଛି । ଆଜ୍ଞା ହଁ! ସଲମାନ ଖାନଙ୍କ ଫାର୍ମ ହାଉସରେ ଦୁଇ ଅଜ୍ଞାତ ଯୁବକଙ୍କୁ ପଶିଥିବାର ଦେଖା ଯାଇଥିଲା ଏବଂ ସେହି ସମୟରେ ସୁର-କ୍ଷା କର୍ମୀ ମାନେ ଦେଖିବା ପରେ ତାଙ୍କୁ କଳେ ବଳେ କୌଶଳେ ଧରି ନେଇଛନ୍ତି ।

କଥାଟା ଅସମ୍ଭବ ମନେ ହେଉ ନାହିଁ । କାରଣ ଏମିତିରେ ବି ଅନେକ ସମୟରେ ସଲମାନଙ୍କ ଉପରେ ଧ-ମକ କାରଣରୁ ତାଙ୍କ ପାଇଁ ସୁର-କ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । କିନ୍ତୁ ତଥାପି ସେହି ସୁର-କ୍ଷା କୌଣସି କାମରେ ଲାଗିନାହିଁ । କାରଣ ତାଙ୍କୁ ପୁଣିଥରେ ହ-ତ୍ୟା ଉଦ୍ୟମ ହୋଇଛି ।ସଲମାନ ଖାନଙ୍କ ଫାର୍ମ ହାଉସ ମଧ୍ୟରେ ପଶିଥିବା ଦୁଇ ଅଜ୍ଞାତ ଯୁବକଙ୍କୁ ସୁର-କ୍ଷା କର୍ମୀ ମାନେ ଧରି ନେଇଥିଲେ ଏବଂ ତାପରେ ପୋ-ଲିସ ସେହି ଦୁଇ ଜଣଙ୍କୁ ଗି-ରଫ କରିଛି ।

ପୂର୍ବରୁ ଲରେନ୍ସ ଗ୍ୟା-ଙ୍ଗ ମଧ୍ୟ ସଲମାନ ଖାନଙ୍କୁ ସିଧାସଳଖ ଧ-ମକ ଦିଆଯାଇଥିଲା ଯେ ତାଙ୍କ ଫାର୍ମ ହାଉସରେ ପଶି ତାଙ୍କୁ ହ-ତ୍ୟା କରିବେ ବୋଲି । ଆଉ ବର୍ତ୍ତମାନ ଏଭଳି ଘ-ଟଣା ଆଶ୍ଚର୍ଯ୍ୟ ଚକିତ କରିଛି । ଆଉ ଏହି ଘ-ଟାଣ ପରେ ସଲମାନଙ୍କ ଖାନଙ୍କ ସୁରକ୍ଷା ସିଷ୍ଟମକୁ ଆହୁରି ଦୃଢ଼ କରି ଦିଆଯିବା ସହିତ ଉକ୍ତ ଦୁଇ ଅଜ୍ଞାତ ଯୁବକଙ୍କୁ ପୋ-ଲିସ ପଚରା ଉଚୁରା ଜାରି ରଖିଛି । କାରଣ ଏତେ କଡ଼ା ସୁର-କ୍ଷା ଥିବା ସତ୍ତ୍ୱେବି କେମିତି ଦୁଇ ଯୁବକ ଫାର୍ମ ହାଉସ ଭିତରକୁ ପଶିଲେ ? ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Leave a Reply

Your email address will not be published. Required fields are marked *