ଶୁଭଲକ୍ଷ୍ମୀ ମୃ-ତ୍ୟୁ ମାମ-ଲାରେ ପୋ-ଲିସ ଆଗରେ ମୁଁହ ଖୋଲି ସବୁ ସତ ଓଗାଳି ଦେଲେ ବୟଫ୍ରେଣ୍ଡ ସଞ୍ଜୟ…

ଭୁବନେଶ୍ବର ରମାଦେବୀ କଲେଜରେ ଯୁକ୍ତଦୁଇ କଳାର ପ୍ରଥମ ବର୍ଷର ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କର ମୃ-ତ୍ୟୁ ମାମ-ଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ଏବଂ କିପରି ଚାଲିଗଲା ଶୁଭଲକ୍ଷ୍ମୀଙ୍କ ଜୀବନ । ସେଦିନ ଏପରି କଣ ହୋଇଥିଲା ଯେ , ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁ ହୋଇଗଲା । ଏପରି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମା-ରୁଛି ଆଉ ତାହାକୁ ଜାଣିବା ପାଇଁ ସମସ୍ତେ ଅନାଇ ବସିଛନ୍ତି । ସେଦିନର ସବୁ ଗୋଟି ଗୋଟି କଥା ଜାଣିବା ପାଇଁ ପୋ-ଲିସ ଜଣଙ୍କ ପରେ ଜଣଙ୍କୁ ଜେରା କରୁଛି ।

ତେବେ ବର୍ତ୍ତମାନ ସମୟରେ ପୋ-ଲିସ ହାତରେ ଲାଗିଛି ବଡ ବ-ୟାନ ଅର୍ଥାତ ଶୁଭଲକ୍ଷ୍ମୀଙ୍କ ପ୍ରେମିକ ସଞ୍ଜୟ । ବର୍ତ୍ତମାନ ପୋ-ଲିସ ତାଙ୍କୁ ପଚରା ଉଚରା କରିବାରେ ଲାଗିଛି । କେବେ ଠାରୁ ଦୁହିଁଙ୍କ ମଧ୍ୟରେ ସ-ମ୍ପର୍କ ରହିଥିଲା ଆଉ ସେଦିନ ରାତିରେ ଦୁହେଁ ହୋଟେଲ ଦିପାଳି କାହିଁକି ଯାଇଥିଲେ । ଶୁଭଲକ୍ଷ୍ମୀ ସେଦିନ ସଞ୍ଜୟଙ୍କ ସହିତ ହୋଟେଲ ଯାଇଥିଲେ ନା ଆଉ କାହା ସହିତ । ଶୁଭଲକ୍ଷ୍ମୀ ଜଣେ ବାର୍ ଡେନ୍ସର୍ ଥିଲେ ନା ନଥିଲେ । ଏହା ବ୍ୟତୀତ ଆଉ ଗୋଟିଏ କଥା ମଧ୍ୟ ଶୁଭଲକ୍ଷ୍ମୀ ନିଜ ପରିବାର ଲୋକ ଠାରୁ ଲୁ-ଚାଇ ରଖିଥିଲେ ।

ସେ ନିଜ ଘର ଲୋକଙ୍କୁ କହିଥିଲେ କି , ସେ ହଷ୍ଟେଲ ରେ ରହୁଛନ୍ତି କିନ୍ତୁ ସେ ମି-ଛ କହି ବାହାରେ ରହିଥିଲେ । ଆଉ ଏପରି ମି-ଛ ସେ କାହିଁକି କହିଥିଲେ ବୋଲି ପୋ-ଲିସ ବର୍ତ୍ତମାନ ସଞ୍ଜୟଙ୍କୁ ପଚାରିବାରେ ଲାଗିଛି । ଏହା ମଧ୍ୟରେ ଆଉ ଗୋଟିଏ କଥା ଶୁଣିବାକୁ ମିଳିଛି କି , ସଞ୍ଜୟ ହେଉଛନ୍ତି ଶୁଭଲକ୍ଷ୍ମୀଙ୍କ ପୁରୁଣା ପ୍ରେମିକ । ଆଉ ଏ କଥା କେତେ ଦୂର ସତ ତାହା କେବଳ ସଞ୍ଜୟ ହିଁ କହିପାରିବେ । ଜଣେ ଝିଅର ଜୀବନ ହଠାତ୍ କିପରି ଚାଲିଗଲା , ତାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେ-ହ ।

ଯାହାକୁ ନେଇ ତାର ବାପା ମାଆ କେତେ ଯେ ସ୍ବପ୍ନ ଦେଖିଥିଲେ । ଝିଅ ବଡ ମଣିଷ ହୋଇ ଆମ ନାଆଁ ରଖିବ କିନ୍ତୁ ଶେଷରେ ସବୁ ସରିଗଲା । ମାତ୍ର ଏତେ କମ୍ ବୟସରୁ ଝିଅ ଚାଲିଗଲା ଆର ପାରିକୁ । ତେବେ ମୃ-ତ୍ୟୁ ପଛରେ କେଉଁ ସବୁ ରହସ୍ୟ ରହିଛି , ତାହା ପୋଲିସ ଖୋଜି ବାହାର କରିବା ପାଇଁ ଚେଷ୍ଟା ଚଳାଇଛି । ଜଣେ ଝିଅ ଯାହାକୁ ବାର୍ ଡାନସର୍ ଭାବରେ ସମ୍ବୋଧିତ କରାଯାଉଛି , ସେ ସତରେ ବାର୍ ରେ ନାଚୁଥିଲେ ନା ଏହା ତାଙ୍କୁ ବଦ-ନାମ କରିବା ପାଇଁ କୁହାଯାଉଛି , ତାହା ତ କେବଳ ସମୟ ଆସିଲେ ପୋଲି-ସର ତ-ଦନ୍ତ ବଳରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *