ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟା-ତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳ-ତ୍କାରର ଶି-କା-ର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁ-କ ନି-ର୍ଯ୍ୟାତ-ନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟାଜ-ନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନି-ର୍ଯ୍ୟାତ-ନା ଏବଂ ଅ-ତ୍ୟାଚା-ର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି।
ଶଶୁର ଓ ବୋହୂ ମଧ୍ୟରେ ଥିବା ସମ୍ପର୍କକୁ ବାପ ଓ ଝିଅର ସମ୍ପର୍କ ବୋଲି ବିବେଚନା କରାଯାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ। କିନ୍ତୁ ବର୍ତ୍ତମାନର କିଛି କଳିଯୁଗ ଶଶୁରଙ୍କ ନଜର ସର୍ବଦା ବୋହୂ ଉପରେ ରହିଥାଏ। ତେବେ ଏହା ସେତେବେଳେ ସମସ୍ତ ସୀମା ପାର କରିଥାଏ ଯେତେବେଳେ ବୋହୂ ସହ ଅ-ଶ୍ଳୀ-ଳ ବ୍ୟବହାର କରିବାକୁ ଲାଗେ। ତେବେ ଏହା ସହ ଜ-ଡି-ତ ଏକ ଘ-ଟ-ଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଶଶୁର ନାମରେ ବୋହୂ ଆଣିଲା ସଙ୍ଗୀନ ଅଭି-ଯୋଗ।
ଯାଜପୁର ଜିଲ୍ଲା ସୁକିନ୍ଦା ଥା-ନା ଅନ୍ତର୍ଗତ କେନ୍ଦୁପିଠ ଗ୍ରାମରୁ ବୋହୂ ଶଶୁର ନାମରେ ସାଙ୍ଘା-ତିକ ଅଭି-ଯୋଗ ଆଣିବା ସହ ଗଣମାଧ୍ୟମ କୁ ଏ ବିଷୟରେ ଜଣେଇଛନ୍ତି। କେନ୍ଦୁପିଠ ଗ୍ରାମର ବାବନ ସାହୁଙ୍କ ବୋହୂ ନିଜ ଶଶୁରଙ୍କ ଖରାପ ନଜର ଉପରେ ଅଭି-ଯୋଗ ଆଣିଛନ୍ତି। ତେବେ ମହିଳାଙ୍କ ଅଭି-ଯୋଗ ଅନୁଯାୟୀ ସେ ଗତ ଏକ ବର୍ଷ ହେବ ଶଶୁରଙ୍କ ନି-ର୍ଯ୍ୟାତ-ନା ସହି ଆସୁଛନ୍ତି। ସେ ରୁମ ଭିତରେ ଏକୁଟିଆ ଥିବା ବେଳେ ଶଶୁର ଚାଲି ଆସନ୍ତି ଏବଂ ଆପ-ତ୍ତିଜ-ନକ ସ୍ଥାନରେ ହାତ ମା-ରନ୍ତି।
କେବଳ ସେତିକି ନୁହେଁ ଅ-ଶ୍ଳୀ-ଳ ଭାଷାରେ ଗା-ଳି ଗୁ-ଳଜ କରିବା ସହ ବୋହୂ କେଉଁଠି ପ-ରି-ସ୍ରା କରୁଛି ତାହା ଉପରେ ଶଶୁରର ନଜର ସର୍ବଦା ରହିଥାଏ। ଶଶୁର କେବେବି ତାଙ୍କୁ ଝିଅ ବୋଲି ଗ୍ରହଣ କରି ନଥିବା କଥା କହିଛନ୍ତି। ତେବେ ଏହାକୁ ନେଇ ସ୍ୱାମୀ ଅନେକ ଥର ପ୍ର-ତିବା-ଦ କରିବା ସତ୍ତ୍ୱେ ଶଶୁର ମାନି ନାହାଁନ୍ତି। କେବଳ ସେତିକି ନୁହେଁ ପ୍ର-ତିବା-ଦ କଲେ ବୋହୂ ଓ ସ୍ୱାମୀକୁ ଧ-ମ-କ ଦେଉଥିବାର ମଧ୍ୟ କହିଛନ୍ତି।
ଶଶୁରର ଖରାପ ନଜର ଓ ନି-ର୍ଯ୍ୟାତ-ନା ସହି ନ ପାରି ବୋହୂ ଶେଷରେ ନ୍ୟା-ୟ ପାଇବା ଆଶାରେ ସୁକିନ୍ଦା ଥା-ନାରେ ଏକାଧିକ ବାର ଲିଖିତ ଅଭି-ଯୋଗ କରିଥିଲେ ମଧ୍ୟ ପୋ-ଲି-ସ ଅଭି-ଯୁକ୍ତ ଶଶୁରଙ୍କ ବି-ରୋ-ଧରେ କୌଣସି କା-ର୍ଯ୍ୟନୁ-ଷ୍ଠାନ ଗ୍ରହଣ କରି ନାହିଁ। ବର୍ତ୍ତମାନ ଏହା ଗଭୀର ମା-ମ-ଲାରେ ଆସି ପହଞ୍ଚିଛି। ପୋ-ଲି-ସ କା-ର୍ଯ୍ୟାନୁ-ଷ୍ଠାନ ନ ନେବା କାରଣରୁ ବୋହୂ ଗଣମାଧ୍ୟମରେ ମୁଁହ ଖୋଲିଛି।